Daily Archives

ଜରାସିଂହା ପାଟଖଣ୍ଡା ଯାତ୍ରା : ପାଟଣାଗଡ଼ରୁ ଆସିଲା ପାଟ ସିନ୍ଦୁର

କୋଭିଡ ନିୟମ ଯୋଗୁଁ ୫ ଦିନ ବଦଳରେ ୨ଦିନରେ ପୂଜା ସମ୍ପନ୍ନ ହେବଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ପାଟଖଣ୍ଡା ଯାତ୍ରା ପାଇଁ ପାଟସିନ୍ଦୁର ଶନିବାର ବିଳମ୍ବିତ ରାତିରେ ପହଞ୍ଚିଛି । ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ଯାତ୍ରାର ରୀତିନୀତି ଅନୁଷ୍ଠିତ ହେଉଛି। ପରମ୍ପରା
Read More...

ଏ ଯାବତ ଦେଖିଛି ଗୋଟାଏ ଆକାଶ

ପ୍ରହଲ୍ଳାଦ ଶତପଥୀ ଗୋଟାଏ ନିର୍ଦ୍ଧିଷ୍ଟ ରାସ୍ତାରେ ବିତିଗଲା ଜୀବନର ଷାଠିଏ ଆୟୁଷଗୋଟାଏ ଶିରା ଧମନୀରେ ପ୍ରବାହିତ ହେଲା ରକ୍ତଗୋଟାଏ ହୃଦୟରେ ସ୍ପନ୍ଦିତ ହେଲା ମୋର ସବୁଯାକ ଶବ୍ଦଗୋଟାଏ ପକ୍ଷୀର ଗୀତ ଶୁଣିଲିପଲ୍ଲବିତ ହେଲି ଗୋଟାଏ ଗଛ ର ଶାଖା ପ୍ରଶାଖାରେଏ ଯାବତ ଦେଖିଛି ଗୋଟାଏ ଆକାଶ !
Read More...

ବରଗଡ଼ କୋନାଲରେ ଯୁବକ ନିଖୋଜ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ବରଗଡ ଟାଉନ ଅଧିନସ୍ଥ ତଳିପଡ଼ାର ଓମ୍ ପ୍ରକାଶ ଭୋଇ ନାମକ ୨୨ ବର୍ଷର ଜଣେ ଯୁବକ ବରଗଡ ମୁଖ୍ୟ କେନାଲର ବର୍‌ଡୋଲ୍‌ ନିକଟରେ ଭାସି ଯାଇଛନ୍ତି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଯୁବକଙ୍କ ଉଦ୍ଧାର ପାଇଁ ସମୟ ପ୍ରାୟ ୯ଟା ୪୦ରୁ ୭ ଟା ପାଖାପାଖି
Read More...

ନିଷ୍ଠା ପରିବାର ବଢାଇଲା ସାହାଯ୍ୟର ହାତ

ବରଗଡ଼, (ନିରୋଜ କୁମାର ପାଣୀ) : କରୋନା ମହାମାରୀରେ ଗାଇସିଲେଟ୍‌ର ଜଣେ କରୋନା ରୋଗରେ ଆଜି ମୃତ୍ୟୁବରଣ କରିଥିବା ବେଳେ ତାଙ୍କର କେହି ଆତ୍ମୀୟ ସ୍ବଜନ ନଥିବା ପ୍ରଶାସନଠୁ ଖବର ପାଇ ନିଷ୍ଠା ପରିବାର ବଢାଇଥିଲା ସାହାଯ୍ୟର ହାତ । କାଳ ବିଲମ୍ବ ନକରି ନିଷ୍ଠା ଟିମ୍ ପହଂଚି ଶବଦାହ କରିଥିଲା । ଏହି
Read More...

ସର୍ଗିପାଲି ଗ୍ରାମରେ କଟକଣା ସହ ମାଁ ପାଟଖଣ୍ଡା ଯାତ୍ରା ପାଳିତ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ସର୍ଗିପାଲି ଗ୍ରାମରେ ଦୁଇ ଦିନ ଧରି ଚାଲିଥିବା ମାଁ ପାଟଖଣ୍ଡା ଯାତ୍ର ସମ୍ପନ୍ନ ହୋଇଯିଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଓ ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ମାଁ ପାଟଖଣ୍ଡା‌ଙ୍କ ଯାତ୍ର ଚାଲିଥିବା ବେଳେ ଭକ୍ତଙ୍କ ସମାଗମକୁ ବନ୍ଦ କରି
Read More...

ଉପ ଜିଲ୍ଲାପାଳଙ୍କ ନାଗେନ୍‌ ଦର୍‌ହା ଜଳ ଯୋଗାଣ ପ୍ରକଳ୍ପ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଆଜି ପଦ୍ମପୁର ସହରାଂଚଳ ପାଇଁ ଉଦ୍ଦିଷ୍ଟ ଜଳ ଯୋଗାଣ ପ୍ରକଳ୍ପ ନାଗେନ୍‌ ଦର୍‌ହା ପରିଦର୍ଶନରେ ଯାଇ ଜଳ ଯୋଗାଣ ସଂକ୍ରାନ୍ତୀୟ ବ୍ୟବସ୍ଥା ଉପରେ ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକରେ ପଦ୍ମପୁର ଜନସ୍ୱାସ୍ଥ୍ୟ
Read More...

ଦୁର୍ଗାପୂଜା ପାଇଁ କଟକଣାରେ ପ୍ରଶାସନ ତତ୍ପର

ଟିଟିଲାଗଡ, (ଗୌରବ ଦର୍ଜୀ) : କୋରୋନା କଟକଣା ମଧ୍ୟରେ ଚାଲିଛି ଦୁର୍ଗାପୂଜା । ସାରା ଦେଶରେ କୋରୋନା ପାଇଁ କଟକଣା ମଧ୍ୟରେ ଦୁର୍ଗାପୂଜା ଚାଲିଛି । ଟିଟିଲାଗଡ ପ୍ରଶାସନ ଏଥିପ୍ରତି ସଜାଗ ଥିବା ଜଣାପଡିଛି । ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଟିଟିଲାଗଡର ସମସ୍ତ ଦୁର୍ଗାପୂଜା କମିଟିର
Read More...

କଣ୍ଟାମାଳ ବ୍ଲକର ଶାନ୍ତିଲତା ସ୍ନାତକୋତ୍ତରରେ ଟପ୍ପର

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ବିଳାସପୁର ପଞ୍ଚାୟତ ପଦରପଡା ଗାଁର ମେଧାବୀ ଛାତ୍ରୀ ସୁଶ୍ରୀ ଶାନ୍ତିଲତା ସାହୁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ନାତକୋତ୍ତର ପରୀକ୍ଷା ଦେଇ ମୋଟ ୭୧.୮୦ ପ୍ରତିଶତ ନମ୍ବର ରଖି ବିଶ୍ୱବିଦ୍ୟାଳୟର
Read More...

ପୁଞ୍ଜିଲାଲ ମେହେରଙ୍କୁ ଜେଲରେ‌ ମାଡ଼ ଅଭିଯୋଗ ଘଟଣା : ସତ କହିବ ଜେଲ୍‌ର ସିସିଟିଭି ଫୁଟେଜ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜେଲରେ ପୁଞ୍ଜିଲାଲ ମେହେରଙ୍କୁ ମାଡ଼ ଅଭିଯୋଗ ଘଟଣା ଏବେ ଚଚ୍‌ର୍ଚ୍ଚା ଚାଲିଛି । ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ବଲାଙ୍ଗିର ଜେଲ୍‌ରେ ମାଡ଼ ମରାଯିବା ସହ ନିର୍ୟ୍ୟାତନା
Read More...

ଆଇପିଏଲ୍‌ : ଦିଲ୍ଲୀକୁ ୫୯ ରନ୍‌ରେ ହରାଇଲା କୋଲକାତା

ଆବୁଧାବି : କୋଲକାତା ନାଇଟ୍‌ ରାଇଡର୍ସ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣର ୪୨ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୯ ରନ୍‌ରେ ପରାସ୍ତ କରିଛି । ଟସ୍‌ ଜିଣି ଦିଲ୍ଲୀ ଟିମ୍‌ ବୋଲିଂ ନିଷ୍ପତ୍ତି ନେବା ପରେ କୋଲକାତା ବ୍ୟାଟିଂ କରିଥିଲା। ଇଅନ୍‌ ମୋର୍ଗାନଙ୍କ
Read More...
error: Content is protected !!