Yearly Archives

2023

ଜେସିଆଇ ଟିଟିଲାଗଡ଼ ସିଟିର ନୂତନ ସଭାପତିଙ୍କ ଦାୟିତ୍ୱ ଗ୍ରହଣ ସମାରୋହ ଅନୁଷ୍ଠିତ : ୨୦୨୪ ପାଇଁ ସଭାପତି ଦାୟିତ୍ଵ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ଜେସିଆଇ ଟିଟିଲାଗଡ଼ ସିଟି କ୍ଳବର ବର୍ଷ ୨୦୨୪ ପାଇଁ ନୂତନ ସଭାପତି ଏବଂ ପଦାଧିକାରୀ ସଦସ୍ୟଙ୍କ ଶପଥ ଗ୍ରହଣ ସମାରୋହ ସ୍ଥାନୀୟ ଡିଏନ୍‌ ରିସର୍ଟ ଠାରେ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ
Read More...

ବିକାଶ ଉଇସ୍‌ଡମ୍‌ ପାର୍କ ପରିସରରେ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଖୋ ଖୋ ଟୁର୍ଣ୍ଣାମେଣ୍ଟ ଆୟୋଜିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣା ସ୍ଥିତ ବିକାଶ ଉଇସ୍‌ଡମ୍ ପାର୍କ ପରିସରରେ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଖୋ - ଖୋ ଟୁର୍ଣ୍ଣାମେଣ୍ଟ ଆଜି ସକାଳେ ଉଦ୍‌ଘାଟିତ ହୋଇଯାଇଛି । କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟକୁ କୁଳପତି ପ୍ରଫେସର
Read More...

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ “ଭକ୍ତ ଦାସିଆ ପୀଠ”ରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ପଞ୍ଚଦଶ ଶତାବ୍ଦୀର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଭକ୍ତ ଶିରୋମଣୀ ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ପୁରୀ ଜିଲ୍ଲାର ତେଇଶିପୁର ପଞ୍ଚାୟତର ବାଲିଗ୍ରାମରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଦିନସାରା ଶ୍ରଦ୍ଧାଳୁଙ୍କର ମହାସମାଗମ ହୋଇଥିଲା ।
Read More...

ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀ

କୋରାପୁଟ : କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀ ଭିଜିଲାନ୍ସ ହାତରେ ଧରାପଡିଥିବା ସୂଚନା ମିଳିଛି । ସେ ରିଲାଏନ୍ସ ନାମକ ଏକ ଘରୋଇ ବସରେ କଟକସ୍ଥିତ ନିଜ ଘରକୁ ଯିବା ବେଳେ ଜୟପୁର ସ୍ଥିତ ଟାଙ୍କୁଆ ନିକଟରେ ଜୟପୁର ଭିଜିଲାନ୍ସ ଟିମ୍ ମାଡି ବସିଛି । ବସରେ
Read More...

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଚକ୍ଷୁ ବିଶେଷଜ୍ଞ ଡାକ୍ତର ସଞ୍ଜିବ କୁମାର କର

ସୁବର୍ଣ୍ଣପୁର/ବଲାଙ୍ଗିର, (କେପିଏନ୍‌ଏସ୍‌) : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଚକ୍ଷୁ ବିଶେଷଜ୍ଞ ଡାକ୍ତର ସଞ୍ଜିବ କୁମାର କର । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡାକ୍ତର ସଞ୍ଜିବ କୁମାର କର ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ ଜୈନେକ
Read More...

ତମିଆଁ ୧୪ତମ ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ପାଟଣାଗଡ, (କେପିଏନଏସ) : ପାଟଣାଗଡ ବ୍ଲକ ତମିଆଁ ଠାରେ ୧୪ତମ ମହାବୀର ପ୍ରସାଦ ଅଗ୍ରୱାଲ ମେମୋରିଆଲ ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟଅତିଥି ଭାବେ ଅଞ୍ଚଳର ବିଶିଷ୍ଠ ସମାଜସେବୀ ଶ୍ରୀକର ମିଶ୍ର, ସମାଜସେବୀ ରବି ନାରାୟଣ ପୂଜାରୀ,
Read More...

ମାହେଶ୍ୱରୀ ତରଫରୁ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସାଲେପାଲି ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ଦେବ ଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସହରର ଜଣା ଶୁଣା ସଂଗଠନ ମାହେଶ୍ୱରୀ ସଂଗଠନ ତରଫରୁ ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାର ଦ୍ୱାରା ପରିଚାଳିତ ବାର୍ଦ୍ଧକ୍ୟ ଆବାସର ଅନ୍ତେବାସୀଙ୍କୁ ବଲାଙ୍ଗିରର ସମସ୍ତ
Read More...

ଟିଟିଲାଗଡ ୱାର୍ଡ ନମ୍ବର ୧୫ରେ ଛତୁଆ ଓ ବାଦାମ ଲଡୁ ମିଳୁନଥିବା ଅଭିଯୋଗ : ତିନି ମାସରେ ମିଳୁଛି ଗୋଟିଏ ମାସର,…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସରକାର ଗର୍ଭବତୀ ମହିଳା ଓ ଶିଶୁମାନେ କିଭଳି କୁପୋଷଣର ଶିକାର ନ ହେବେ, ସେଥିପାଇଁ ପ୍ରତି ମାସରେ ଥରେ ପାଞ୍ଚ କିଲୋଗ୍ରାମ ଓଜନର ଛତୁଆ, ବାଦାମ ଲଡ଼ୁ ତା ସହ କାହା କାହାକୁ ସୁଜି ପ୍ୟାକେଟ ମଧ୍ୟ ଦିଆଯାଇଥାଏ । କିନ୍ତୁ ପାଖାପାଖି ତିନି ମାସରୁ ଅଧିକ ସମୟ
Read More...

ରାଜ୍ୟ ସିନିୟର ବ୍ୟାଡ଼ମିଣ୍ଟନ ଚାମ୍ପିଆନସିପ୍‌ ଉଦ୍‌ଘାଟିତ

ଯୋଗଦେଲେ ୨ ଶହରୁ ଅଧିକ ଖେଳାଳି, କୋଚ୍‌ ଓ ଅଫିସିଆଲ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଇନଡୋର ଷ୍ଟାଡିୟମଠାରେ ଓଡ଼ିଶା ରାଜ୍ୟ ସିନିୟର ବ୍ୟାଡ଼ମିଣ୍ଟନ ଚାମ୍ପିଆନସିପ୍‌ ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଳା ବ୍ୟାଡ଼ମିଣ୍ଟନ ସଂଘ ଦ୍ୱାରା ଆୟୋଜିତ ଏହି ସିନିୟର
Read More...

ସାହିତ୍ୟ ପତ୍ରିକା ସୃଜନ ସଳିତା ନବନୀତା ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ଟାଉନ ବାଳିକା ବିଦ୍ୟାଳୟ ପ୍ରାଙ୍ଗଣରେ ବଲାଙ୍ଗିର ରୁ ପ୍ରକାଶିତ "ସୃଜନ ସଳିତା ନବନୀତା" ସାହିତ୍ୟ ପତ୍ରିକାର ପୂଜା ସଂଖ୍ୟା ବିଶିଷ୍ଟ ସାହିତ୍ୟିକଙ୍କ ଗହଣରେ ଉନ୍ମୋଚିତ ହୋଇଯାଇଛି । ଚଳିତ ସଂଖ୍ୟାରେ ବିଶିଷ୍ଟ ସାମ୍ବାଦିକ ତଥା ସାହିତ୍ୟିକ
Read More...