ବରିକେଲ ଦୁଗ୍ଧ ସମବାୟ ସମିତିର ବାର୍ଷିକ ସଭା ଅନୁଷ୍ଠିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରିକେଲ ଠାରେ ବରିକେଲ ଦୁଗ୍ଧ ସମବାୟ ସମିତିର ବାର୍ଷିକ ସଭା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ପଦ୍ମପୁର ଦୁଗ୍ଧ ମାର୍ଗ ପରିଦର୍ଶକ ପଦ୍ମଲୋଚନ ପ୍ରଧାନ ଯୋଗ ଦେଇଥିଲେ । ଗଣ୍ଡରାମ ଚୌହାନଙ୍କ ସଭାପତିତ୍ୱରେ ସଭା ଆରମ୍ଭ ହୋଇଥିଲା ।!-->…
Read More...
Read More...