ହାତୀ ଦାନ୍ତ ଜବତ, ୧ ଗିରଫ
କେନ୍ଦୁଝର : କେନ୍ଦୁଝର ବନଖଣ୍ଡ ଘଟଗାଁ ଥାନା ମେଲାଣ ଗ୍ରାମ ନିକଟ ଏନ୍ଏଚ୍ ୨୦ ନିକଟରୁ ବନ ବିଭାଗ ଜଣେ ହାତୀ ଦାନ୍ତ ଚୋରଙ୍କୁ ଗିରଫ କରିଥିବା ଜଣାପଡିଛି । ତାଙ୍କ ଠାରୁ ୧୦.୧୬୦ କିଲୋର ଆଠ ଖଣ୍ଡ ହାତୀ ଦାନ୍ତ ଜବତ କରିଥିବା ବେଳେ ସେଥିରୁ ଦୁଇଟି ପୂରା ଦାନ୍ତ ରହିଥିବା ବନ ବିଭାଗ ସୂଚନା!-->…
Read More...
Read More...