କବିଚନ୍ଦ୍ରପୁରଠାରେ ସୁଦାମ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଧୂମଭଟା ଦଳ ବିଜୟୀ
କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅଲାତରା ଗ୍ରାମ ପଞ୍ଚାୟତ, କବିଚନ୍ଦ୍ରପୁରଠାରେ ୮ ତାରିଖ ଆରମ୍ଭ ହୋଇଥିବା ସୁଦାମ ମୋମରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଆଜି ତିନି ଗୋଟି ମେଚ ହୋଇଥିବା ବେଳେ ଫାଇନାଲ ମେଚ!-->…
Read More...
Read More...