Yearly Archives

2023

ଆଜି ବିଶ୍ୱ ରେଡିଓ ଦିବସ

ନୂଆଦିଲ୍ଲୀ : ଆଜି ବିଶ୍ୱ ରେଡିଓ ଦିବସ । ରେଡିଓର ଗୁଣବତ୍ତା ଓ ଲୋକପ୍ରିୟତାକୁ ଦେଖି ଫେବ୍ରୁଆରୀ ୧୩ରେ ବିଶ୍ୱ ରେଡିଓ ଦିବସ ପାଳନ କରାଯାଏ । ଟିଭି ପୂର୍ବରୁ ରେଡିଓ ହିଁ ସାଧାରଣଲୋକଙ୍କ ମନୋରଞ୍ଜନ ଏବଂ ସୂଚନା ପାଇବାର ସବୁଠୁ ଉତ୍ତମ ମାଧ୍ୟମ ଥିଲା । ଏବେ ଅତ୍ୟାଧୁନିକ ଜ୍ଞାନକୌଶଳ ତଥା
Read More...

କେନ୍ଦୁଝର ଜଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ବିଭିନ୍ନ ପ୍ରକଳ୍ପ କରିବେ ଶୁଭାରମ୍ଭ ଓ ଶିଳାନ୍ୟାସ

କେନ୍ଦୁଝର : ସୋମବାର କେନ୍ଦୁଝର ଜଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଚଳଚଞ୍ଚଳ ହୋଇ ଉଠିଛି କେନ୍ଦୁଝର । ମୁଖ୍ୟମନ୍ତ୍ରୀ ଧରଣୀଧର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଶୁଭାରମ୍ଭ, ବୋଦାପଳସାସ୍ଥିତ ଧରଣୀଧର ସ୍ପୋର୍ଟସ କମ୍‌ପ୍ଲେକ୍ସ ଲୋକାର୍ପଣ,
Read More...

ରେଙ୍ଗଲରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରେଙ୍ଗଲ ଗ୍ରାମ ପଞ୍ଚାୟତର କଲ୍ୟାଣ ମଣ୍ଡପ ପରିସରରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଜଟଣୀ ପ୍ରେସ କ୍ଲବ ଓ ତ୍ରୟମ୍ବକଂ ହେଲ୍‌ଥ କେୟାର ମିଳିତ ଆନୁକୂଲ୍ୟରେ ଏହି ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ
Read More...

ମାତୃ ପିତୃ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

ମାତୃ-ପିତୃ ପୂଜନ ହିଁ ପ୍ରେମ-ଦିବସ ପାଳନର ମହତ ଉଦ୍ଦେଶ୍ୟ ରାଉରକେଲା, (ସସ୍ମିତା ପ୍ରଧାନ) : "ପ୍ରେମ ସଦା ସର୍ବଦା ଚିରନ୍ତନ ବାସ୍ତବ ଓ ଅନନ୍ୟ" ; ଏହି ଭାବନାକୁ ଚରିତାର୍ଥ କରିବା ପୂର୍ବକ ପ୍ରତ୍ୟେକ ୧୪ ଫେବ୍ରୁଆରୀରେ "ମାତୃ-ପିତୃ ପୂଜନ" କରିବା ଉଦ୍ଦେଶ୍ୟ ନେଇ ଶ୍ରୀ ଯୋଗ ବେଦାନ୍ତ
Read More...

‘ବିଗ୍ ବସ୍ ୧୬’ର ବିଜେତା ହେଲେ ଏମ୍‌ସି ଷ୍ଟାନ୍

ମୁମ୍ବାଇ : ଏମସି ଷ୍ଟାନ୍ 'ବିଗ୍ ବସ୍ ୧୬' ବିଜେତା ହୋଇଛନ୍ତି । ସେ ଶିବ ଠାକରେଙ୍କୁ ପଛରେ ପକାଇ ଏହି ସୋ'ର ଟ୍ରଫି ନିଜ ନାଁରେ କରିଛନ୍ତି । ପୂର୍ବରୁ ପ୍ରିୟଙ୍କା ଚହର ଚୌଧୁରୀ ଏବଂ ଶିବଙ୍କ ମଧ୍ୟରେ ମୁକାବିଲା ଜଣାପଡୁଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ବାଜି ପଲଟିଗଲା । ପ୍ରିୟଙ୍କା ତିନି
Read More...

ସାମୁହିକ ବ୍ରତୋପନୟନ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବ୍ରାହ୍ମଣ ସମାଜ, ପଦ୍ମପୁର ଆନୁକୂଲ୍ୟରେ ସାମୁହିକ ବ୍ରତୋପନୟନ ସମାଜର ନିଜସ୍ୱ କଲ୍ୟାଣ ମଣ୍ଡପରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଗାୟତ୍ରୀ ପୂଜା ପରେ ବିଭିନ୍ନ ସ୍ଥାନରୁ ଆସିଥିବା ୯ ଜଣ ବଟୁଙ୍କୁ ଉପବୀତ ପ୍ରଦାନ କରାଯାଇଥିଲା । ସମ୍ପୂର୍ଣ୍ଣ ବୈଦିକ
Read More...

ରେଙ୍ଗାଲିରେ ଗୋଣ୍ଡ ସାଂସ୍କୃତିକ ସମାଜର ବନ୍ଧୁମିଳନ ସହ ପ୍ରହରୀ ମଣ୍ଡପ ରତ୍ନମୁଦ ସ୍ଥାପନ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ରେଙ୍ଗାଲି ସାପ୍ତାହିକ ହାଟ ପଡିଆଠାରେ ଗୋଣ୍ଡ ସାଂସ୍କୃତିକ ସମାଜ ତରଫରୁ ବନ୍ଧୁମିଳନ ସହ ପ୍ରହରୀ ମଣ୍ଡପ ରତ୍ନମୁଦ ସ୍ଥାପନ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗୋଣ୍ଡ ସମାଜର ବ୍ଲକ ସଭାପତି ଚୌବନ ମାଝୀଙ୍କ ନେତୃତ୍ୱରେ ପ୍ରଥମେ
Read More...

ଝାକ୍ରିପାଲିରେ ନବଜ୍ୟୋତି କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ଘୁନସର ପଞ୍ଚାୟତ ଝାକ୍ରିପାଲି ଗାଁରେ ନବଜ୍ୟୋତି କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ଉଦ୍‌ଯାପନୀ ମ୍ୟାଚ୍ ବେନକେରା ଓ ଦର୍ଲିପାଲି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବେନକେରା ଦଳ ପ୍ରଥମେ ବ୍ୟାଟିଙ୍ଗ କରି
Read More...

ରାଜ୍ୟସ୍ତରୀୟ ଦଶମ ବାର୍ଷିକ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ

ଫାଇନାଲ୍‌ରେ ଫ୍ରେଣ୍ଡସ ପାରାଡ଼ାଇଜ ଫୁଟବଲ କ୍ଲବ ଚାମ୍ପିୟନ ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୋଡ଼ିପୁଟ ମାଟିଆପଡା ପଞ୍ଚାୟତ ଅନ୍ତର୍ଗତ ହରିପୁର ଗ୍ରାମର ଖେଳ ପଡିଆରେ ବୁଦ୍ଧ ନାରାୟଣ ସ୍ପୋର୍ଟ୍ସ ଆଣ୍ଡ କଲ୍‌ଚରାଲ୍‌ ଆସୋସିଏସନ ଆନୁକୂଲ୍ୟରେ ଦଶମ ବାର୍ଷିକ
Read More...

ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଉଦ୍‌ଘାଟନ କଲେ ବିଧାୟକ ନରସିଂହ

ସ୍ୱାସ୍ଥ୍ୟ ସବୁଠୁ ମୂଲ୍ୟବାନ - ବିଧାୟକ ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଟାଉନ ହଲ୍‌ ଠାରେ କଳିଙ୍ଗ ବଡି ବିଲ୍ଡିଂ ଏସୋସିଏସନ ପକ୍ଷରୁ ମହିଳା ଓ ପୁରୁଷ ବିଭାଗରେ ରାଜ୍ୟସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଇମ୍ପେରିଆଲ କ୍ଲାସିକ ୨୦୨୩ କାର୍ଯ୍ୟକ୍ରମ
Read More...