ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୩ ମୃତ, ୧ ଆହତ
କରଞ୍ଜିଆ : କରଞ୍ଜିଆ ହାତିବାରି ଗ୍ରାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ହାତିବାରି ଗ୍ରାମ ନିକଟ ହୁଡ଼ି ସାହି ନିକଟରେ ବାଇକ୍ରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଦେଓ କେନାଲରେ ପଡିଯାଇଥିଲେ । ଫଳରେ କେନାଲ ପାଣିରେ ବୁଡି ୩ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଜଣେ ଆହତ!-->…
Read More...
Read More...