ଆଇଚର୍ ଟ୍ରକ୍ ସହ ପିକଅପ୍ ଭ୍ୟାନ୍ ଧକ୍କା : ୧ ମୃତ, ୬ ଗୁରୁତର
ଟାଙ୍ଗୀ : ଚାନ୍ଦପୁର ଥାନା ୧୬ନଂ ଜାତୀୟ ରାଜପଥ ଗୌରଚନ୍ଦ୍ରପୁର ଛକଠାରେ ଆଇଚର୍ ଟ୍ରକ୍ ସହ ପିକଅପ୍ ଭ୍ୟାନ୍ ଧକ୍କା ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ସୂଚନାନୁଯାୟୀ, ଆଜି ସକାଳୁ ଚାନ୍ଦପୁର ଥାନା ୧୬ନଂ ଜାତୀୟ ରାଜପଥ!-->…
Read More...
Read More...