Yearly Archives

2023

ଆଶା ଦିଦି କେ.ଯମୁନା ରେଡ୍ଡୀଙ୍କୁ ସ୍ୱାସ୍ଥ୍ୟସେବା ସମ୍ମାନରେ ସମ୍ମାନିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଅତୁଳନୀୟ ଅବଦାନ ଆଣିଥିବା ଛତ୍ରପୁର ବ୍ଲକ୍ ବସନାପଲ୍ଲୀ ଗ୍ରାମର ଆଶା ଦିଦି କେ.ଯମୁନା ରେଡ୍ଡୀ ସ୍ୱାସ୍ଥ୍ୟସେବା ସମ୍ମାନ -୨୦୨୨-୨୩ରେ ସମ୍ମାନିତ ହୋଇଛନ୍ତି । ଜାତୀୟ ସ୍ୱାସ୍ଥ୍ୟ ମିଶନ,
Read More...

ବ୍ରହ୍ମପୁରଠାରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ପ୍ରେମ’ର ୪୦ ବର୍ଷ ପୂର୍ତ୍ତି ଉତ୍ସବ ସମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଠାରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ 'ପ୍ରେମ'ର ୪୦ ବର୍ଷ ପୂର୍ତ୍ତି ଉତ୍ସବ ସମାରୋହ ପାଳିତ ହୋଇଯାଇଛି । ଆଦିବାସୀ, ଦଳିତ, ନିଷ୍ପେସିତ ଏବଂ ଅବହେଳିତ ଜନତାଙ୍କ ସାମାଜିକ, ଆର୍ଥିକ, ଥଇଥାନ, ଶିକ୍ଷା, ସ୍ୱାସ୍ଥ୍ୟର ବିକାଶ କ୍ଷେତ୍ରରେ
Read More...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କୁରୁଆମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିର୍ଣା ଗାଁର କ୍ରସର୍ ପଛପଟେ ଥିବା ଏକ ଚାଖୁଣ୍ଡା ବୃକ୍ଷରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି କଣ୍ଟାବାଞ୍ଜି ପୋଲିସ । ମୃତ ଯୁବକଙ୍କ ନାମ ଶୋବିଲିୟାସ ହରପାଲ (୨୬)
Read More...

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଜରାସିଂହାରେ ସାମୁହିକ ପିତୃ ସମ୍ମିଳନୀ ଅନୁଷ୍ଠିତ

ଜରାସିଂହା, (କେପିଏନ୍‌ଏସ୍‌) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଜରାସିଂହାର ସାମୁହିକ ପିତୃ ସମ୍ମିଳନୀ ପରିଚାଳନା ସମିତିର ସଭାପତି ଚିତ୍ତରଞ୍ଜନ ଥନାପତିଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏଥିରେ ତୁଷୁରା ସଂକୁଳର ସଂକୁଳ ପ୍ରମୁଖ ଆଶୁକବି ହେମନ୍ତ ଦାଶ ମୁଖ୍ୟ ଅତିଥି ଭାବେ
Read More...

ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ କେନ୍ଦ୍ରାପଡା ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ

କେନ୍ଦ୍ରାପଡା : ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ କେନ୍ଦ୍ରାପଡା ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡାର ସଂସ୍କୃତି ଭବନରେ ଅପରାହ୍ଣରେ ଅନୁଷ୍ଠିତ ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମରେ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର, ସାଧାରଣ
Read More...

ବାଇକ୍‌କୁ ଧକ୍କା ଦେଲା କାର୍‌, ୩ ଗୁରୁତର

ମୁରିବାହାଲ, (କେପିଏନ୍‌ଏସ୍‌) : ଜାତୀୟ ରାଜପଥ-୫୯ର ମୁରିବାହାଲ ଥାନା ଗୁରୁଣ୍ଡା ଗାଁ ନିକଟରେ ଶନିବାର ଏକ କାର୍‌(ସିଜି ୦୪ ଏମ୍‌ ୫୪୩୩) ଏକ ବାଇକ୍‌(ଓଡି ୦୩ ଏଲ୍‌ ୧୨୭୩)କୁ ଧକ୍କା ଦେବା ଫଳରେ ଶିଶୁ ସମେତ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛିି । ସୂଚନା ଅନୁସାରେ, ପତ୍ରାପାଲି(କ) ଗାଁର
Read More...

କୃଷିର ବିକାଶ ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର କୃଷିର ବିକାଶ ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଧାନ ଓ ଅନ୍ୟାନ୍ୟ ଖାଦ୍ୟ ଶସ୍ୟର ସହାୟକ ମୂଲ୍ୟ ଠାରୁ ଆରମ୍ଭ କରି କୃଷକ କଲ୍ୟାଣ କାର୍ୟ୍ୟକ୍ରମ, ଜଳସେଚନ, ସାର ଓ କୀଟନାଶକ ଯୋଗାଣ, ଉତ୍ପାଦିତ ସାମଗ୍ରୀର ବଜାର ବ୍ୟବସ୍ଥା ଆଦି ପଦକ୍ଷେପ
Read More...

ଚୋରି କଲା ବେଳେ ଧରା ପଡ଼ି ନିର୍ଦ୍ଧୁମ ଛେଚା ଖାଇଲେ ୨ ଚୋର

ସୋର : ଦୋକାନରେ ପଶି ଚୋରି କଲା ବେଳେ ଧରାପଡି ସ୍ଥାନୀୟ ଲୋକଙ୍କ ଠାରୁ ନିର୍ଦ୍ଧୁମ ଛେଚା ଖାଇଲେ ୨ ଚୋର । ବାଲେଶ୍ଵର ଜିଲ୍ଲା ସୋର କୁପାରୀ ରାସ୍ତା ନଦୀ ଗାଁ ଛକରେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ସୋର କୁପାରୀ ରାସ୍ତା ନଦୀ ଗାଁ ଛକରେ ଶିବ ପ୍ରସାଦ ସାହୁ ପାନ ଦୋକାନ
Read More...

ଫେବୃଆରୀ ଶେଷ ସୁଦ୍ଧା ତାପମାତ୍ରା ଆହୁରି ବଢ଼ିବ : ୩ରେ ଭୁବନେଶ୍ୱରରେ ୪୨ ଛୁଇଁପାରେ

ଭୁବନେଶ୍ୱର : ଫେବୃଆରୀ ଶେଷ ସୁଦ୍ଧା ଅର୍ଥାତ୍‌ ୨୮ ତାରିଖରୁ ତାତି ବଢ଼ିଯିବ । ମାର୍ଚ୍ଚ ୨ ଓ ୩ ତାରିଖ ସୁଦ୍ଧା ଆଭ୍ୟନ୍ତର ଓଡ଼ିଶାରେ ତାପମାତ୍ରା ୪୦ଡିଗ୍ରୀ ପାର୍‌ କରିବ । ୩ ତାରିଖରେ ରାଜଧାନୀ ତାପମାତ୍ରା ୪୨ଡିଗ୍ରୀ ଛୁଇଁପାରେ । ଆଗକୁ ପ୍ରଚଣ୍ଡ ତାତି ଆଶଙ୍କାକୁ ନେଇ ଏଭଳି ସତର୍କ
Read More...

ବିମାନ ବନ୍ଦର ଭିତରୁ ଉଦ୍ଧାର ହେଲା ନାଗସାପ

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ବିମାନ ବନ୍ଦର ଭିତରୁ ଉଦ୍ଧାର ହେଲା ୪ ଫୁଟ୍‌ ଲମ୍ବର ନାଗସାପ । ଏହି ସାପଟି ବିମାନବନ୍ଦର ପରିସରରେ ପୁରୁଣା ଆପ୍ରନରୁ ବାହରି ନବ ନିର୍ମିତ ଆପ୍ରନରେ ପହଞ୍ଚି ଗୋଟିଏ ସ୍ଥାନରେ ସ୍ଥିର ହୋଇ ଶୋଇ ରହିଥିଲା । ସିଆଇଏସ୍‌ଏଫ୍ ଯବାନମାନେ ନାଗସାପଟିକୁ ଘେରି ରହିଥିଲେ ।
Read More...