Yearly Archives

2023

ସୋ’ରୁମରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ମାଲକାନଗିରି : ମାଲକାନଗିରି ଜୟପୁର ୩୨୬ ନମ୍ୱର ଜାତୀୟ ପଥ ମାଥିଲି ମେଡିକାଲ ନିକଟରେ ଥିବା ପଟ୍ଟନାୟକ ଏଣ୍ଟେର ପ୍ରିସେସ ନାମକ ସୋ'ରୁମରେ ଶୁକ୍ରବାର ରାତିରେ ବିଦ୍ୟୁତ ସଟ ସର୍କିଟରୁ ନିଆଁ ଲାଗି ଯାଇଥିଲା । ଏସମ୍ପର୍କରେ ଖବର ପାଇ ମାଥିଲି, ଗୁମ୍ମା ଓ ଖଇରପୁଟର ୩ଟି ସ୍ଥାନରୁ ଦମକଳ ପହଞ୍ଚି
Read More...

ଧାର ନେଇଥିବା ଟଙ୍କା ମାଗିବାରୁ ସାଙ୍ଗକୁ ଛୁରୀ ଭୁସିଦେଲା ସାଙ୍ଗ

ଖଲ୍ଲିକୋଟ : ଖଲ୍ଲିକୋଟ ଥାନା ଅନ୍ତର୍ଗତ କମଳାପଦର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଧାର ଟଙ୍କା ମାଗିବାରୁ ସାଙ୍ଗକୁ ଛୁରୀ ଭୁସିଦେଲା ସାଙ୍ଗ । ଗୁରୁତର ଅବସ୍ଥାରେ ପ୍ରଥମେ ଖଲ୍ଲିକୋଟ ମେଡ଼ିକାଲ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଖଲ୍ଲିକୋଟ ଥାନା
Read More...

ରାଉରକେଲା ମହାବିଦ୍ୟାଳୟରେ ବାର୍ଷିକ ‘ଫେଏଟ୍’ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟରେ ସ୍ୱାସ୍ଥ୍ୟ, ପାନୀୟ ଓ ସ୍ୱଚ୍ଛତା ବିଭାଗ ତରଫରୁ ଏବଂ ଅଧ୍ୟାପକ ଅଜିତ ବେକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବାର୍ଷିକ 'ଫେଏଟ୍' ଆୟୋଜିତ ହୋଇଯାଇଛି । ଅଧ୍ୟକ୍ଷା ଶ୍ରୀମତୀ ସୁଜାତା ପ୍ରଧାନ ଅନୁଷ୍ଠାନିକ ଭାବରେ
Read More...

ମୁଖ୍ୟ ଶାସନ ସଚିବଙ୍କ କୋରାପୁଟ ଜିଲ୍ଲା ଗସ୍ତ ଓ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା

ଗୁପ୍ତେଶ୍ୱର ମନ୍ଦିର ମାଷ୍ଟର ପ୍ଲାନ ଏବଂ ବିମାନ ବନ୍ଦର ସଂପ୍ରସାରଣ ନେଇ ଅଧିକାରୀମାନଙ୍କ ସହ ଆଲୋଚନା ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କୋରାପୁଟ ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଶ୍ରୀ ମହାପାତ୍ର ଜୟପୁରରେ ପହଞ୍ଚିବା ପରେ ସେଠାରୁ
Read More...

ସଡ଼କ ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଯାଜପୁର ଜିଲ୍ଲା ନେଉଳପୁରଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୃତକମାନେ ପଶ୍ଚିମବଙ୍ଗର ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ
Read More...

ଆତଙ୍କୀ ଟ୍ରେନିଂ ପାଇଁ ପାକିସ୍ତାନ ଯାଉଥିଲେ ୨ ଭାରତୀୟ ଯୁବକ : ଗିରଫ କଲା ଦିଲ୍ଲୀ ପୋଲିସ୍

ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ୨ ଜଣ କଟ୍ଟରପନ୍ଥି ଯୁବକଙ୍କୁ ଗିରଫ କରିଛି । ପୋଲିସ ସୂତ୍ର ଅନୁସାରେ ଆତଙ୍କି ଟ୍ରେନିଂ ପାଇଁ ପାକିସ୍ତାନ ଯାଉଥିବା ୨ ଜଣ ଲୋକଙ୍କୁ ଗିରଫ କରାଯାଇଛି । ଏମାନଙ୍କ ଭିତରେ ଜଣେ ଦକ୍ଷିଣ ଭାରତର କାଲିଆକୁଲ୍ଲା (ତାମିଲନାଡୁ)ର ହୋଇଥିବା ବେଳେ ଅନ୍ୟ
Read More...

ମା’ ମୋଟ୍ରାଣୀ ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ମଣ୍ଡି ପଡିଆଠାରେ ମା' ମୋଟ୍ରାଣୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଶନିବାର ମା' ମୋଟ୍ରାଣୀ ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷକ ରାମନାରାୟଣ ପୁଝାରୀ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୭ ମୃତ

ଯାଜପୁର : ଯାଜପୁର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଚଣ୍ଡିଖୋଲ ନେଉଳପୁର ନିକଟ ସେଣ୍ଟ୍ରାଲ ବ୍ୟାଙ୍କ ସମ୍ମୁଖରେ ଶନିବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌କୁ ଏକ ଆଇଚର ପିଟିବାରୁ ୭ ଜଣଙ୍କ ମୃତ୍ୟୁ
Read More...

ଡକାୟତି ଯୋଜନା ପଣ୍ଡ, ୫ ଗିରଫ

ଢେଙ୍କାନାଳ : ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ଢେଙ୍କାନାଳ ଜିଲ୍ଲ କାମାକ୍ଷାନଗର ପୋଲିସ ହାତରେ ଧରାପଡ଼ିଛି ଏକ ୫ଜ ଣିଆ ଗ୍ୟାଙ୍ଗ୍‌ । ସେମାନେ ହେଲେ କାମାକ୍ଷାନଗର ଥାନା ଗୋରାଡ଼ିଆ ଗ୍ରାମର ରଜନ୍ତୀକାନ୍ତ ମଲ୍ଲିକ (୩୦), ବାଦଲ ମଲ୍ଲିକ ଓରଫ ବାଇନ (୨୪), ନୀଳକଣ୍ଠ ମଲ୍ଲିକ ଓରଫ
Read More...

୩ ଗାଡ଼ି ଧକ୍କା : ୧୩ ମୃତ, ୨୦ ଆହତ

ଇସଲାମାବାଦ : ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁଲତାନ-ସୁକୁର ମୋଟରୱେରେ ତିନି ଗାଡି ଧକ୍କାରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିବା ଖବର ମିଳିଛି । ଶନିବାର ଉଦ୍ଧାର ଅଧିକାରୀ ଏହି ସୂଚନା ଦେଇଛନ୍ତି । ଅଧିକାରୀ କହିଛନ୍ତି ଯେ ଶୁକ୍ରବାର ରାତିରେ ରହୀମ ୟାର
Read More...