Monthly Archives

October 2023

ସଦେଇପାଲିରୁ ପୁଇଁନ୍ତଲା ବ୍ଲକ ସୀମା ରାସ୍ତା ଶୁଭ ଦେଲେ ନରସିଂହ

ବିକାଶ ଅଟକିବ ନାହିଁ, ନିରନ୍ତର ଜାରି ରହିବ : ନରସିଂହବିକାଶ କୁ ଯିଏ ବିରୋଧ କରିବ, ଲୋକେ ଦେବେ ଜବାବ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏହି ୫ ବର୍ଷ ଭିତରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜଳସେଚନ ହେଉ କି ଗମନାଗମନ ଯେଉଁଠାରେ ଯେଉଁ ପ୍ରତିଶୃତି ଦିଆଯାଇଛି ସେ ସବୁ ପୁରଣ କରିବା ପ୍ରକ୍ରିୟା
Read More...

ପାଣ୍ଡିଆନଙ୍କ ଇସ୍ତଫା ନାଟକ ପଛରେ ଉଭୟ ବିଜେଡ଼ି ଓ ବିଜେପିର ଏକ ଷଡଯନ୍ତ୍ର ବୋଲି ସାମ୍ବାଦିକ ସମ୍ମିଳନୀରେ କହିଲା…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପାଣ୍ଡିଆନଙ୍କ ଇସ୍ତଫା ନାଟକ ପଛରେ ଉଭୟ ବିଜେଡ଼ି ଓ ବିଜେପିର ଏକ ଷଡଯନ୍ତ୍ର ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛି କଂଗ୍ରେସ । ବଲାଙ୍ଗିର ସାମ୍ବାଦିକ ଭବନରେ ଆଜି ଅପରାହ୍‌ହ୍ନରେ ଏକ ସାମ୍ବାଦିକ ସମ୍ମିଳନୀର ଆହ୍ୱାନ କରାଯାଇ କଂଗ୍ରେସ ପକ୍ଷରୁ ଏଭଳି ମନ୍ତବ୍ୟ
Read More...

କୋଶଳାଞ୍ଚଳରେ ହେଉଥିବା ବିଭିନ୍ନ ସାଂସ୍କୃତିକ, ସାମାଜିକ ମଞ୍ଚରେ ସମ୍ମାନିତ ହେଲା ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଏକ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଭାବରେ ଗଢି ଉଠିଥିବା ସାମାଜିକ ଅନୁଷ୍ଠାନ ନିଜର ସାମାଜିକ କାର୍ଯ୍ୟ ପାଇଁ କୋଶଲ ଅଞ୍ଚଳରେ ହେଉଥିବା ବିଭିନ୍ନ ମଞ୍ଚରେ ସମ୍ମାନିତ ହେବାର ଗୌରବ ପାଇପାରିଛି । ତୋରା ପ୍ରାଥମିକ ବିଦ୍ୟାଳୟ ୧୨୫ତମ ଜନ୍ମ ଜୟନ୍ତୀ
Read More...

ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତର ପ୍ରଥମ ଉପ- ପ୍ରଧାନମନ୍ତ୍ରୀ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାସୁମନ ଜ୍ଞାପନ ପୂର୍ବକ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଛି । ଏହି ଅବସରରେ ସହକାରୀ ଜିଲ୍ଲାପାଳ
Read More...

ମହିଳା ଚେତନା ବିନା ସାମାଜିକ ସମୃଦ୍ଧି ଅସମ୍ଭବ : ଡ. ପ୍ରଦୀପ ହୋତା

ବରଗଡ, (ନିରୋଜ କୁମାର ପାଣୀ) : ଯେଉଁ ଅଂଚଳ ଯେତିକି ମହିଳା ଚେତନାରେ ସମୃଦ୍ଧ ସେହି ଅଞ୍ଚଳ ସେତିକି ଅଧିକ ପ୍ରଗତିଶୀଳ ଓ ସମ୍ୱେଦନ ରହିତ । ବରଗଡ ମହିଳା ମହାବିଦ୍ୟାଳୟର ନାମ ପରିବର୍ତ୍ତିତ ହୋଇ ପାର୍ବତୀଗିରି ମହିଳା ମହାବିଦ୍ୟାଳୟ ନାମିତ ହେବା ପଛରେ ବରଗଡ ମହିଳା ସମିତି ର ଉଦ୍ୟମ ସର୍ବାଗ୍ରେ
Read More...

ସିଆଲବାହାଲି ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଡୁଙ୍ଗୁରିପାଲି, (କେନିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସରଗୁଲ କ୍ଲଷ୍ଟରର ସିଆଲବାହାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ସିଆଲବାହାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି
Read More...

ଅନ୍ୱେଷାର ମାଗଣା ହାଟ ଓ ସାମୁହିକ ଜନ୍ମଦିନ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅନ୍ଵେଷା ତରଫରୁ ହିଲଟପ ବସ୍ତିରେ ମାସିକିଆ ମାଗଣା ହାଟ ଆୟୋଜନ କରାଯାଇଥିଲା । ଯେଉଁଥିରେ କି ସ୍ଥାନୀୟ ବାସିନ୍ଦାମାନେ ନିଜ ଇଛା ମୁତାବକ ତାଙ୍କ ପସନ୍ଦର ଜିନିଷ ନିଶୁକ୍ଳ ରେ ନେଇଥିଲେ ଏବଂ ପରେ ଜଗଦା ସ୍ଥିତ ମାନବ
Read More...

ଶୁଭାରମ୍ଭ ହେଲା ଆମ ଓଡିଶା ନବୀନ ଓଡିଶା ଯୋଜନା : ଭିଡିଓ କନଫରେନ୍ସରେ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ବ୍ଲକରେ ଆଜି ରାଜ୍ୟ ସରକାରଙ୍କ ‘ଆମ ଓଡିଶା ନବୀନ ଓଡିଶା’ ଯୋଜନା ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭର୍‌ଚୁଆଲ ମୋଡରେ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ବ୍ଲକ ପ୍ରଶାସନ ପକ୍ଷରୁ
Read More...

ପାରିବାରିକ କଳହର କରୁଣ ପରିଣତି : ମହିଳାଙ୍କ ଆତ୍ମହତ୍ୟା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ମହରାପଦର ଗ୍ରାମର ପ୍ରଶାନ୍ତ ପାଣିଗ୍ରାହୀଙ୍କ ସ୍ତ୍ରୀ କମଳିନୀ ପାଣିଗ୍ରାହୀ (୨୬) ଆଜି ସକାଳ ୯ ଟା ସମୟରେ ନିଜ ଘରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ତିନି ବର୍ଷ ତଳେ
Read More...

ପଶ୍ଚିମ ଓଡ଼ିଶା ପ୍ରଯୋଜକ ସଂଘ ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଯାଦବ ଭବନଠାରେ ପଶ୍ଚିମ ଓଡ଼ିଶାର ପ୍ରଯୋଜକ ସଂଘ ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଶ୍ଚିମ ଓଡ଼ିଶା ପ୍ରଯୋଜକ ସଂଘର କାର୍ଯ୍ୟକାରୀ ସଭାପତି ଶରତ ମହାକୁର, ସାଧାରଣ ସମ୍ପାଦକ ଦେବେନ୍ଦ୍ର ପ୍ରସାଦ ସାହୁ, ବରିଷ୍ଠ କଳାକାର
Read More...