Daily Archives

ପାଇକମାଲ ନାଗରିକ କମିଟିର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ନାଗରିକ କମିଟିର ଏକ ବୈଠକ ମନୋଜ ତ୍ରିବେଦୀଙ୍କ ସଭାପତିତ୍ୱରେ ନୃସିଂହନାଥ ଧର୍ମଶାଳା ପରିସରରେ ଅନୁଷ୍ଠିତ ହୋଇଯାଇଛି । ସହ ସମ୍ପାଦକ ରାଜ କିଶୋର ସାହୁ ସଭାର ଉଦ୍ଦେଶ ଜ୍ଞାପନ କରିଥିବା ବେଳେ ପାଇକମାଲରେ ଟ୍ରାଫିକ ସମସ୍ୟା, ବସଷ୍ଟାଣ୍ଡ ସମସ୍ୟା,
Read More...

ବିଶେଷଜ୍ଞ ଡାକ୍ତର ପାଇଁ ଗ୍ରାମବାସୀ ଦେଲେ ଦାବୀପତ୍ର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ସଦର ଖପ୍ରାଖୋଲ ଡାକ୍ତରଖାନାରେ ବିଶେଷଜ୍ଞ ଅଭାବରୁ ରୋଗୀମାନେ ହଇରାଣ ହେଉଥିବାରୁ ଆଜି ଖପ୍ରାଖୋଲ ଗ୍ରାମବାସୀ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଜରିଆରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଖପ୍ରାଖୋଲ
Read More...

ବ୍ଲକ୍‌ସ୍ତରୀୟ ଜୁନିୟର ରେଡକ୍ରସ ପରାମର୍ଶଦାତା ସମ୍ମିଳନୀ

ଶିବତଲା, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ସତ୍ୟନାରାୟଣ ଉଚ୍ଚ ବିଦ୍ୟାଳୟ ଶିବତଲାଠାରେ ଉଭୟ ସୋନପୁର ଏବଂ ତରଭା ବ୍ଲକର ଜୁନିଅର ରେଡକ୍ରସ୍‌ର ସମସ୍ତ ପରାମର୍ଶଦାତାମାନଙ୍କୁ ନେଇ ମିଳିତ ଭାବେ ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ କରାଯାଇ ପରାମର୍ଶଦାତାଙ୍କ
Read More...

ତୁରେକେଲା ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ସ୍ମାରକ ପତ୍ର ପ୍ରଦାନ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ନେତୃତ୍ୱରେ ସାରା ରାଜ୍ୟରେ ସ୍ମାରକପତ୍ର ପ୍ରଦାନ ଅବସରରେ ତୁରେକେଲାରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ତରଫରୁ ମୁଖ୍ୟ ଶାସନ ସଚିବ, ଓଡ଼ିଶା ସରକାରଙ୍କ ଉର୍ଦ୍ଦେଶରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟନ୍ତ
Read More...

ଗୋଇବାହାଲିରେ ନକଲି ମଦ ଜବତ : ଜଣେ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଥାନା ପଲସଦା ଗ୍ରାମ ପଞ୍ଚାୟତ ଗୋଇବାହାଲି ଗ୍ରାମରେ ପାଇକମାଲ ଅବକାରୀ ବିଭାଗ ତରଫରୁ ଚଢାଉ କରାଯାଇଛି । ପାଇକମାଲ ଅବକାରୀ ବିଭାଗ ଦ୍ୱାରା ଗୋଇବାହାଲି ଗ୍ରାମର ବିକି ସାହୁଙ୍କ ଦୋକାନ ଘରେ ଚଢ଼ାଉ କରି ଆଠ ବୋତଲ ନିକଲି ବିଦେଶୀ ମଦ ଜବତ କରାଯାଇଛି
Read More...

‘କୋଶଳ ପ୍ରବାହ’ ନ୍ୟୁଜ୍‌ ପୋର୍ଟାଲ୍‌ର ବାର୍ଷିକୋତ୍ସବ ଉପଲକ୍ଷେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ :…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ୨୩ ବର୍ଷ ଧରି ନ୍ୟୁଜ୍‌ ସେବା ପ୍ରଦାନ କରି ଆସୁଥିବା ‘କୋଶଳ ପ୍ରବାହ’ ସମ୍ବାଦପତ୍ରର ନ୍ୟୁଜ୍‌ ପୋର୍ଟାଲ୍‌ ‘କୋଶଳ ପ୍ରବାହ ଲାଇଭ୍‌’ର ତୃତୀୟ ବାର୍ଷିକୋତ୍ସବ ଆସନ୍ତା ୧୩ ତାରିଖ ଦିନ ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଆଜି
Read More...

ଅବିବାହିତ ଦିବ୍ୟାଙ୍ଗ (ମୂକ) ଯୁବକଙ୍କୁ ବିବାହିତ ଦର୍ଶାଇ ପରିବାର ନିୟୋଜନ ଅସ୍ତ୍ରୋପଚାର : ଘଟଣାର ତଦନ୍ତ ନିର୍ଦେଶ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଆମ୍ବଗୁଡା ଗାଁର ଦିବ୍ୟାଙ୍ଗ (ମୂକ) ଅବିବାହିତ ଯୁବକଙ୍କୁ ପରିବାର ନିୟୋଜନ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ଜାତୀୟ ସ୍ବାସ୍ଥ୍ୟ ମିଶନ ଡିପିଏମ ଓ ଆଶା କୋର୍ଡିନେଟର ତଦନ୍ତ କରିବେ । ଏମାନେ ମାଥିଲି ବ୍ଲକ ଆମ୍ବଗୁଡା
Read More...

ଆଜିଠୁ ୩ ନୂଆ ରୁଟରେ ଗଡିଲା ‘ମୋ ବସ’

ଭୁବନେଶ୍ୱର : କ୍ୟାପିଟାଲ ଅର୍ବାନ ରିଜନ ଟ୍ରାନ୍ସପର୍ଟ (କ୍ରୁଟ) ପକ୍ଷରୁ ୩ ନୂଆ ରୁଟରେ 'ମୋ ବସ୍‌' ଗଡିଲା । ସୁଆଣ୍ଡୋ, ଜଟଣୀ ଓ ନିଆଳିକୁ ମୋ ବସ୍‌ ସେବା ଯୋଗାଇ ଦିଆଯିବ । ରୁଟ-୬୪ରେ ମୋ ବସ୍‌ ଭୁବନେଶ୍ୱର ରେଳ ଷ୍ଟେସନରୁ ବାହାରି ବରମୁଣ୍ଡାବସ୍‌ ଷ୍ଟାଣ୍ଡ ଦେଇ ଜଟଣୀ ଗେଟ୍‌ ପର୍ୟ୍ୟନ୍ତ
Read More...

ଘରୋଇ ସ୍କୁଲକୁ ମିଳିବ ମାଗଣା ବହି, ଉପକୃତ ହେବେ ୫ ଲକ୍ଷରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ

ଭୁବନେଶ୍ଵର : ରାଜ୍ୟର ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଦିଆଯିବ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପରି ମାଗଣା ପାଠ୍ୟପୁସ୍ତକ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । 5T ଉପକ୍ରମରେ ଏହି ଯୋଜନା ହାତକୁ
Read More...

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଅବସରରେ ଗାନ୍ଧିମାର୍ଗରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସ୍ୱାଧୀନତା ଦିବସ ଉତ୍ସବରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ ସେ ନେଇ ସରକାର ଘୋଷଣା କରିଛନ୍ତି । ଗାନ୍ଧୀମାର୍ଗରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିବେ । ଅନ୍ୟ ପକ୍ଷରେ ୨୦ଟି ଜିଲ୍ଲାରେ ମନ୍ତ୍ରୀ ଆଉ ବାକି
Read More...
error: Content is protected !!