Daily Archives

ଅବକାରୀ ବିଭାଗ ଦ୍ୱାରା ୪ କେଜି ଗଂଜେଇ ଜବତ : ଜଣେ କୋର୍ଟ ଚାଲାଣ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଅବକାରୀ ରେଂଜ ଅଧୀନସ୍ଥ ସିନ୍ଧେକେଲା ଥାନା ସାଲେମୁଡୁଗା ଗାଁରେ ୪ କେ.ଜି. ୫୦୦ଗ୍ରାମ ଗଂଜେଇ ଶୁକ୍ରବାର ଦିନ ଜବତ କରି ଅଭିଯୁକ୍ତ କାର୍ତିକ ସୁନାକୁ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଂଜୁର ହେବାରୁ ଜେଲ ହାଜତକୁ ପଠାଇ
Read More...

ବିଦ୍ୟାଳୟ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଶିକ୍ଷା ଅଧିକାରୀ ଅଧିନସ୍ଥ ଘୋରଡ଼ିଆ କ୍ଲଷ୍ଟରର ବିଜେବି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷା ବାସନ୍ତି
Read More...

ଭୂତିଆରବାହାଲ ସ୍କୁଲ ସମ୍ମୁଖରେ ଦେଶୀ ମଦ କାରବାରକୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସତ୍ୱେ ବଦଳୁ ନାହିଁ…

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଭୂତିଆରବାହାଲ ଗାଁର ହାଇସ୍କୁଲ ଓ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ଦିନ ହେଲା ବେଆଇନ ଭାବେ ଦେଶୀ ବିଦେଶୀ ମଦ ବିକ୍ରୟ ହେଉଛି । ଗାଁର ଲୋକମାନେ କହିବା ଅନୁସାରେ ବେଆଇନ ମଦ କାରବାରକୁ ବାରଣ କରୁନାହାନ୍ତି କେବଳ ସ୍କୁଲ ଓ
Read More...

ଭୁତିଆରବାହାଲ ସମିତି ସଭ୍ୟ ଉପନିର୍ବାଚନ : ଅଜିତ ସାହୁ ହେଲେ ସମିତି ସଭ୍ୟ

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ୯ ତାରିଖ ଦିନ ବଲାଙ୍ଗିର ସଦର ବ୍ଳକର ଭୁତିଆରବାହାଲ ପଞ୍ଚାୟତର ସମିତି ସଭ୍ୟ ଉପନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ଥିଲା ଭୋଟ ଗଣତି ଦିବସ । ଏଥିରେ ନିକଟତମ ପ୍ରତିଦ୍ବନ୍ଦି ଦମନ ପଟେଲଙ୍କଠାରୁ ୩୧୮ଟି ଅଧିକ ଭୋଟ ପାଇଁ ଅଜିତ ସାହୁ ବିଜୟୀ
Read More...

ଜରାସିଂହା ପେକ୍ସ ନିର୍ବାଚନ : ଲକ୍ଷ୍ମଣ କୁମାର ମେହେର ନିଦ୍ୱର୍ନ୍ଦରେ ସଭାପତି ଭାବେ ନିର୍ବାଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର ଜରାସିଂହା ପେକ୍ସର ପରିଚାଳନା ବୋର୍ଡ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ବିଡିସିସି ବ୍ୟାଙ୍କର ପୂର୍ବତନ ସଭାପତି ତଥା ସମବାୟବିଦ୍‌ ଲକ୍ଷ୍ମଣ କୁମାର ମେହେର ଜରାସିଂହା ପେକ୍ସର ସଭାପତି ଭାବରେ ଆଜି ନିଦ୍ଦ୍ୱର୍ନ୍ଦରେ
Read More...

ହଳଦୀଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ରାଜୀବ ଭବନଠାରେ ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ ବଲାଙ୍ଗିର ପକ୍ଷରୁ ସଂଗଠନର ଉପସଭାପତି ଧନେଶ୍ୱର ମାଝୀଙ୍କର ନେତୃତ୍ୱରେ ବିଶ୍ୱ ଆଦିବାସୀ ଦିବସ ସମାରୋହ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ଇଷ୍ଟଦେବୀ ଜାଡେନଙ୍କ
Read More...

ସହିଦ ରେଣ୍ଡୋ ମାଝୀ ସ୍ମୃତି ପୀଠ ଓ ପ୍ରାଚୀନ ସାଙ୍କୁଶ ମନ୍ଦିର ସୋନ୍ଦର୍ଯ୍ୟକରଣ ପାଇଁ ଭୂମି ପୂଜନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ପ୍ରଥମ ସ୍ଵାଧୀନତା ସଂଗ୍ରାମୀ ସହିଦ ରେନ୍ଦୋ ମାଝୀ ସ୍ମୃତି ପୀଠ ଓ ପ୍ରାଚୀନ ଶୈବ ପୀଠ ସାଙ୍କୁଶ ଶିବ ମନ୍ଦିରର ସୋନ୍ଦର୍ଯ୍ୟକରଣ ପାଇଁ ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଉର୍ଲାଦାନୀ ପଞ୍ଚାୟତ
Read More...

ଆଜାଦି କା ଅମୃତ ମହୋତ୍ସବ ଅବସରରେ ବୃକ୍ଷ ରୋପଣ

ମ.ରାମପୁର, (ହେମନ୍ତ ସାହୁ) : ଆଜାଦି କା ଅମୃତ ମହୋତ୍ସବ ଅବସରରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଅନ୍ତର୍ଗତ ମୋହନଗିରି ଓ ସିଂହପୁର ପଞ୍ଚାୟତ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ଅନ୍ୟତମ ପ୍ରାଚୀନ ଶୈବ ପୀଠ ଧବଳେଶ୍ଵର ଶିବ ମନ୍ଦିର ଓ ଧବଳେଶ୍ଵର
Read More...

ରାଉରକେଲା କଲେଜରେ ‘ମେରି ମାଟି ମେରା ଦେଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର -୪ ସ୍ଥିତ ରାଉରକେଲା କଲେଜର ରାଷ୍ଟ୍ରୀୟ ସେବା ଯୋଜନାର ସଂଯୁକ୍ତ ଶାଖା ତରଫରୁ ପ୍ରୋଗ୍ରାମିଂ ଅଫିସର ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ 'ମେରି ମାଟି ମେରା ଦେଶ' କାର୍ଯ୍ୟକ୍ରମ ଓ
Read More...

ଜାତୀୟ ହସ୍ତତନ୍ତ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ହସ୍ତତନ୍ତ କ୍ଷେତ୍ର ହେଉଛି ଦେଶର ଗୌରବମୟ ସାଂସ୍କୃତିକ ଐତିହ୍ୟର ପ୍ରତୀକ ଏବଂ ଦେଶରେ ଜୀବିକାର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ । ଦେଶର ସାମାଜିକ ଅର୍ଥନୈତିକ ବିକାଶରେ ହସ୍ତତନ୍ତ ଶିଳ୍ପର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା
Read More...