Daily Archives

ଅଗଷ୍ଟ ୧୯ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୯ତମ ପ୍ରତିଷ୍ଠା ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୯ତମ ପ୍ରତିଷ୍ଠା ଦିବସ ଆସନ୍ତା ଅଗଷ୍ଟ ୧୯ ତାରିଖ ଦିନ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠରେ କରିବା ପାଇଁ ସ୍ଥିରୀକୃତ ହୋଇଛି । ଏଥିପାଇଁ ସଂଗ୍ରାମୀ ବନ୍ଧୁଙ୍କ ସହ ଗନ୍ଧମାର୍ଦ୍ଦନ
Read More...

କଂଟାବାଂଜିରେ ଜିଲ୍ଲାସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ପାଳିତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜିସ୍ଥିତ ଜି.ଆର. ପ୍ୟାଲେସରେ ଜିଲ୍ଲାସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ବୁଧବାର ଦିନ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ଆଦିବାସୀ ସଂଘ ଓ ଆବାହକ ଜିଲ୍ଲା ଆଦିବାସୀ ସଂଘ ତରଫରୁ ଏହି ଦିବସ ପାଳିତ ହୋଇଛି । ଏହି
Read More...

୪ଛାତ୍ରୀଙ୍କୁ ପାଇଖାନାରେ ବନ୍ଦ ଘଟଣା : ସ୍କୁଲ ପରିଚାଳନା କମିଟି ସଭାପତିଙ୍କୁ ପୋସ୍କୋ କୋର୍ଟ ଚାଲାଣ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଥାନା ଅଧିନସ୍ଥ ବୁରୋମାଲ ସରକାରୀ ଉନ୍ନୀତ ହାଇସ୍କୁଲର ପରିଚାଳନା କମିଟି ସଭାପତି ଅଧ୍ୟୟନରତା ୪ଜଣ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ପାଇଖାନାରେ ଅକାରଣେ ମଂଗଲବାର ଦିନ ବନ୍ଦ କରିଦେଇଥିଲେ । ତେବେ ସେହି ଘଟଣାକୁ ନେଇ ଛାତ୍ରୀ ଓ
Read More...

ଓଏଏସ ପାଇଥିବା ନୀହାରିକା ଝାଙ୍କରଙ୍କୁ କେଉଁଟ ସମାଜ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତବର୍ଷ ଓଡିଶା ସିଭିଲସର୍ଭିସ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଥିବା ନୀହାରିକା ଝାଙ୍କରଙ୍କୁ ତାଙ୍କ ନିଜ ଜାତି ସମାଜ ପଶ୍ଚିମ ଓଡିଶା କେଉଁଟ ସମାଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ବଲାଙ୍ଗିର ଶାନ୍ତିପଡାଠାରେ ରହୁଥିବା ନୀହାରିକାଙ୍କ ଘରକୁ ଯାଇ ପଶ୍ଚିମ
Read More...

ପଶ୍ଚିମ ଓଡିଶା ମହିଳା ସଂଗଠନ ଦ୍ୱାରା କୁଷ୍ଠରୋଗୀଙ୍କୁ ହୁଇଲ ଚେଆର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୁଷ୍ଠ ରୋଗୀମାନେ ରୋଗରେ ଅଙ୍ଗ ହରାଇବା ଫଳରେ ଦୈନନ୍ଦିନ ଜୀବନରେ ଯାତାୟତ କରିବା ପାଇଁ ଖୁବ କଷ୍ଟ ଭୋଗୁଛନ୍ତି । ତାଙ୍କର କଷ୍ଟ ଲାଘବ କରିବା ପାଇଁ ଆଜି ପୁଇଁନ୍ତଳା ବ୍ଲକ ସ୍ଥିତ ନାରାୟଣ କୋଲିନୀଠାରେ ବସବାସ କରୁଥିବା କୁଷ୍ଠରୋଗୀଙ୍କୁ ପଶ୍ଚିମ ଓଡିଶା ମହିଳା
Read More...

ନେହେରୁ ଯୁବ କେନ୍ଦ୍ର ଦ୍ୱାରା ମେରା ମାଟି ମେରା ଦେଶ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶ ସ୍ୱାଧୀନର ୭୫ ବର୍ଷ ପୁର୍ତ୍ତି ଅବସରରେ ସାରା ଭାରତ ଆଜାଦି କା ଅମୃତ ମହୋତ୍ସବ ପାଳନ ହୋଇଅଛି, ଏହି ଅବସରରେ ମେରା ମାଟି ମେରା ଦେଶ କାର୍ଯ୍ୟକ୍ରମ ଅଗଷ୍ଟ ୯ କ୍ରାନ୍ତି ଦିବସ ଠାରୁ ଆରମ୍ଭ ହୋଇ ଏହା ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି
Read More...

ବିଶ୍ୱ ଆଦିବାସୀ ଦିବସ ପାଳନ ଉତ୍ସବରେ ଯୋଗଦେଲେ ନରସିଂହ

ଶିକ୍ଷା ହିଁ ଆଦିବାସୀଙ୍କ ବିକାଶର ଚାବିକାଠି : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଦିବାସୀଙ୍କ ପ୍ରତ୍ୟେକଟି ପରମ୍ପରା ହେଉଛି ତାଙ୍କ ନିଜସ୍ୱ ଆଇନ । ଏହାକୁ କେହି ବଦଳାଇ ପାରିବେ ନାହିଁ । ଆଦିବାସୀ ହେଉଛନ୍ତି ଦେଶର ମୂଳ ଅଧିବାସୀ । ଦେଶର ଜଙ୍ଗଲ, ପାଣି ପବନ ଓ ପ୍ରକୃତି ଉପରେ
Read More...

ଓଷ୍ଟା ବଲାଙ୍ଗିର ଜିଲ୍ଲା ତରଫରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସମାବେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦିବା ଘ.୧୧ ସମୟରେ ଓଷ୍ଟା ବଲାଙ୍ଗିର ଜିଲ୍ଲା ତରଫରୁ ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବତନ ରାଜ୍ୟ ସଭାପତି ବିନୋଦ ବିହାରୀ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଶତାଧିକ ଶିକ୍ଷକ, ଶିକ୍ଷା କର୍ମଚାରୀବୃନ୍ଦଙ୍କ ସମାବେଶ
Read More...

ବଲାଙ୍ଗିର କଂଗ୍ରେସ ପକ୍ଷରୁ କ୍ରାନ୍ତି ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସକାଳ ୧୦ ଘଣ୍ଟା ସମୟରେ ବଲାଙ୍ଗିର କଂଗ୍ରେସର କ୍ରାନ୍ତି ଦିବସ ପାଳନ କରିଛି । କଂଗ୍ରେସ ଭବନରେ କଂଗ୍ରେସ କର୍ମୀ ଏକତ୍ରିତ ହୋଇ ମହାତ୍ମା ଗାନ୍ଧୀଙ୍କ ସହ ଅନ୍ୟାନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ୱାଧୀନତା
Read More...

ବିଶ୍ୱ ଆଦିବାସୀ ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୌରାଞ୍ଚଳରେ ବସବାସ କରୁଥିବା ସମସ୍ତ ଆଦିବାସୀ ପରିବାର ୨୯ତମ ବିଶ୍ୱ ଆଦିବାସୀ ଦିବସ ସ୍ଥାନୀୟ ଟାଉନ ହଲଠାରେ ପାଳିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଆଦିବାସୀ କଳା ସଂସ୍କୃତି ପରମ୍ପରା ବିଷୟରେ
Read More...