Daily Archives

କୁଡାସିଂହାରେ ଅଜଗର ସାପ ଉଦ୍ଧାର

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡାସିଂହା ଗାଁର ନନ୍ଦିକିଶୋର ଦଲାଇ ନିଜ ବାଡିରେ ସଫେଇ କାର୍ଯ୍ୟ କରୁଥିବା ସମୟରେ ପ୍ରାୟ ୧୦ଫୁଟ ଲମ୍ବର ଏକ ଅଜଗର ସାପକୁ ଦେଖିବାକୁ ପାଇ ସଙ୍ଗେ ସଙ୍ଗେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନବିଭାଗର କର୍ମଚାରୀମାନେ ଆସି
Read More...

କ୍ରାନ୍ତୀ ଦିବସ ଅବସରରେ ଶ୍ରମିକଙ୍କ ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ଡାକରାରେ ବଲାଙ୍ଗିରରେ ମଧ୍ୟ ଏଆଇଟିୟୁସି ନେତୃତ୍ୱରେ କ୍ରାନ୍ତୀ ଦିବସ ପାଳନ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣନୀତି ବିରୁଦ୍ଧରେ ହଜାର ହଜାର ଶ୍ରମିକ କୋସଳ କଳାମଣ୍ଡପଠାରୁ ଏଆଇଟିୟୁସି ଜିଲ୍ଲା
Read More...

ଇଷ୍ଟଜୋନ୍‌ ଚମ୍ପିଆନସିପ୍‌ ପାଇଁ ଓଡିଶା ଦଳ ଚୟନ ସରିଲା

ବଲାଙ୍ଗିରରୁ କଲିକତା ଅଭିମୁଖେ କଲେ ଯାତ୍ରା ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପି.ଆର. ହାଇସ୍କୁଲ ଇନ୍‌ଡୋର ବ୍ୟାଡମିଣ୍ଟନ୍‌ ଷ୍ଟାଡିୟମଠାରେ ଇଷ୍ଟଜୋନ୍‌ ଚମ୍ପିଆନସିପ୍‌ ପାଇଁ ଓଡିଶା ଦଳ ଚୟନ ଶିବିର ଉଦ୍‌ଯାପିତ ହୋଇଛି । ଏହି ଶିବିରରେ ୧୯ ବର୍ଷରୁ କମ୍‌ ବାଳକ ଓ ବାଳିକା ଏବଂ ବରିଷ୍ଠ
Read More...

ସାମ୍ବିଧାନିକ ହକ୍‌ ନେଇ ଓବିସି ମଂଚର ଗଣଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ଛାଡ ଆନ୍ଦୋଳନ ଦିବସ ଉପଲକ୍ଷେ ଓଡିଶା ଓବିସି ମଂଚ ଡାକରାରେ ଆଜି ଜିଲ୍ଲା ଓବିସି ମଂଚ ବଲାଙ୍ଗିର ତରଫରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଓବିସି ମଂଚର ସାମ୍ବିଧାନିକ ହକ୍‌ ନେଇ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ମଂଚର ଉପସଭାପତି କିଶୋର
Read More...

ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସରରେ ଏ.ଆଇ.ଟି.ୟୁ.ସି. ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅଗଷ୍ଟ ୯ ତାରିଖ ଐତିହାସିକ କ୍ରାନ୍ତି ଦିବସ ଅଵସରରେ ଏ.ଆଇ.ଟି.ୟୁ.ସି. ସହ-ଅନୁବନ୍ଧିତ ବିଭିନ୍ନ ସଂଗଠନର କର୍ମଚାରୀ, କୃଷକ, ଶ୍ରମିକଙ୍କ ସମେତ ଗଞ୍ଜାମ ଜିଲ୍ଲାର ନିଖିଳ ଓଡିଶା ଅଙ୍ଗନୱାଡ଼ି କର୍ମୀ ମହାସଂଘର ସମାବେଶ ବିଶେଷ ପ୍ରଭାବିତ କରିଥିଲା ।
Read More...

ସେପ୍ଟେମ୍ବର ୯ରେ ବଲାଙ୍ଗିରର ସମସ୍ତ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ସେପ୍ଟେମ୍ବର ୯ ତାରିଖ ଶନିବାର ଦିନ ବଲାଙ୍ଗିରର ବଲାଙ୍ଗିର, ପାଟଣାଗଡ଼, ଟିଟିଲାଗଡ, କଣ୍ଟାବାଞ୍ଜି, ଲୋଇସିଂହା, ସଇଁତଳା, ମୁରିବାହଲ ଓ ବୋଙ୍ଗୋମୁଣ୍ଡାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ଏଥିରେ ସମସ୍ତ ପ୍ରକାର ବିଚାରାଧୀନ ମକୋଦ୍ଦମା ଯଥା
Read More...

ଏଡସ୍‌ ନିରାକରଣ ସଚେତନତା ମାରାଥନ

ବଲାଙ୍ଗିର : ଏଡସ୍‌ ନିରାକରଣ ସକାଶେ ସଚେତନତା ପାଇଁ ଜିଲ୍ଲା ପ୍ରଶାସନ ମାରାଥନ ଦୌଡ ଅୟୋଜନ କରିବ ବୋଲି ସୂଚନା ମିଳିଛି । ଯୁବବର୍ଗଙ୍କୁ ସଚେତନ କରାଇବାକୁ ଆସନ୍ତା ଅଗଷ୍ଟ ୧୧ ତାରିଖ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସ୍ଥିତ ଗାନ୍ଧୀ ଷ୍ଟାଡିୟମରୁ ଏହି ଦୌଡ ଆରମ୍ଭ ହୋଇ ଶାନ୍ତିପଡା ଛକ, ଲିଟଲ
Read More...

ବିଭିନ୍ନ ଦାବୀ ନେଇ କଳା ବ୍ୟାଜ ପିନ୍ଧିଲେ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ

ତୁରେକେଲା, (କୈଳାସ ସଗ୍ରିଆ) : ଗତ ସୋମବାର ଦିନରୁ ରାଜ୍ୟର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କ ତରଫରୁ ଗତ ତା:୦୭/୦୮/୨୩ରୁ ତା:୧୭/୦୮/୨୩ ପର୍ଯ୍ୟନ୍ତ କଳା ବ୍ୟାଜ ପିନ୍ଧି ପ୍ରତିବାଦ କରାଯଯାଉଥିବା ବେଳେ ଗତ ସୋମବାରରୁ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବିଭିନ୍ନ
Read More...

ସ୍ୱାଗତ ସମାରୋହ ଓ କ୍ରାନ୍ତି ଦିବସ ପାଳିତ

ଜରାସିଂହା, (କେପିଏନ୍‌ଏସ୍‌) : ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ଅଭିନନ୍ଦନ ସକାଶେ ଏବଂ ଅଗଷ୍ଟ ୯ ତାରିଖର ସ୍ମୃତିରେ ଏକ ସ୍ୱାଗତ ସମାରୋହ ଓ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ବସନ୍ତ କୁମାର ମନହିରାଙ୍କ ସଭାପତିତ୍ୱରେ
Read More...

ବଣାଇ ସଦରକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାରେ ଗର୍ତ୍ତ

ବଣାଇ, (ହବିବ ମହମ୍ମଦ) : ବଣାଇ ସଦରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଦେଓଗାଁ ଛକରୁ କୋଡିଏ ମିଟର ଦୂରରେ ରାସ୍ତାମାଝିରେ ଏକ ଗର୍ତ୍ତ ସୃଷ୍ଟି ହୋଇଛି । ଏ ରାସ୍ତା ଦେଇ ଶତାଧିକ ଗାଡି ଯିବା ଆସିବା କରେ ସେ ମଧ୍ୟରେ ପ୍ରଶାସନିକ ଅଧିକାରୀ ଗଣ ମଧ୍ୟ ଯିବା ଆସିବା କରନ୍ତି ହେଲେ ତାଙ୍କ ଆଖିରେ
Read More...
error: Content is protected !!