Daily Archives

ବଲାଙ୍ଗିରରେ ରଥଯାତ୍ରାର ଧାରାବିବରଣୀ ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ରଥଯାତ୍ରା ଅବସରରେ ବଲାଙ୍ଗିର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଆୟୋଜନରେ ଏକ ସୂଚନା କେନ୍ଦ୍ର ଖୋଲାଯିବା ସହ ରଥଯାତ୍ରାର ଧାରାବିବରଣୀ ପ୍ରଦାନ କରାଯାଇଥିଲା । ସହରର ମୁଖ୍ୟ ରାସ୍ତାରେ ଥିବା ଆଶିଷ ପ୍ଲାଜା ଠାରେ ସୂଚନା ଓ ଲୋକସମ୍ପର୍କ
Read More...

ବିଜୁ ଜନତା ଦଳର ଜନସମ୍ପର୍କ ଅଭିଯାନ ଓ ମିଶ୍ରଣ ପର୍ବ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ କୁଶମେଲ ପଂଚାୟତର ଘୁଙ୍ଗି ଗ୍ରାମରେ ବିଜେଡିର ଜନସମ୍ପର୍କ ଅଭିଯାନ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଦଳର ଆଗଧାଡ଼ିର କର୍ମୀ ଅଙ୍ଗଦ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ବିଜେଡି ରାଜ୍ୟ ପରିଷଦ ସଭ୍ୟ
Read More...

ଚାନ୍ଦ ମନ୍ଦିରରେ ତିନି ଠାକୁରଙ୍କ ନବ ଯୌବନ ଦର୍ଶନ : ଆଜି ରୌଦ୍ର ତାପ ଯୋଗୁଁ ବିଳମ୍ବିତ ହେବ ରଥ ବିଧି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚାନ୍ଦ ମନ୍ଦିରରେ ଗତକାଲି ତିନି ଦିଅଁଙ୍କ ନବଯୌବନ ଦର୍ଶନ ପାଇଁ ଭକ୍ତମାନଙ୍କର ଭିଡ ପରିଲକ୍ଷିତ ହୋଇଥିଲା । ସକାଳ ୧୦ ଘଣ୍ଟାରେ ପ୍ରଭୁଙ୍କ ଉପନୟନ ସଂସ୍କାର ହୋମ ବିଧି ବିଧାନ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ରଥ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଆଜି
Read More...

ମହାଲିଙ୍ଗ କଟାରେ ମାଟିକାମକୁ ନେଇ ବିରକେଲ ଗ୍ରାମରେ ଉତ୍ତେଜନା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ବାଦୀମୁଣ୍ଡା ପଞ୍ଚାୟତର ବିରକେଲ ଗ୍ରାମରେ ଥିବା ମହାଲିଙ୍ଗ କଂଟାରେ ହେଉଥିବା ମାଟିକାମକୁ ନେଇ ଗ୍ରାମରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଉତ୍ୟକ୍ତ ପୁରୁଷ ଓ ମହିଳା ମାଟିକାମ ହେଉଥିବା ସ୍ଥାନକୁ ଯାଇ କାମ ବନ୍ଦ କରି ଦେଇଛନ୍ତି
Read More...

ଯୋଖିପାଲି ରଥଯାତ୍ରାର ନିଆରା ପରମ୍ପରା ୧୦ଦିନ ପର୍ଯ୍ୟନ୍ତ ରଥାଋଢ଼ ହୁଅନ୍ତି ତିନି ଠାକୁର

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାପ୍ରଭୁ ଜଗନ୍ନାଥଙ୍କ ଲୀଳା ସବୁଠାରୁ ନିଆରା । ଆଷାଢ଼ ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ମହାପ୍ରଭୁ ତାଙ୍କ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ଶ୍ରୀଗୁଣ୍ଡିଚାକୁ ରଥରେ ଯାଇଥାନ୍ତି । ପୁରୀ ରଥଯାତ୍ରା ପରି ପୁରପଲ୍ଲୀରେ ରଥଯାତ୍ରା ଆୟୋଜନ ହୋଇଥାଏ ।
Read More...

ବିଜେପିର ଜନ ସଂପର୍କ ଅଭିଯାନ : ପଦ୍ମପୁରରେ ବାବୁଭାଇ ଜେବାଲିଆ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ରରେ ମୋଦୀ ସରକାର ୯ ବର୍ଷ ପୁରଣ କରିଥିବାରୁ ଓ ମେ' ୩୦ ତାରିଖ ୨୦୧୪ ମସିହାରେ ଭାରତ ବର୍ଷର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଦାୟିତ୍ୱ ଗ୍ରହଣ କରିଥିବାରୁ ମେ' ୩୦ରୁ ଜୁନ ୩୦ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ସାରା ଦେଶରେ ମହାଜନ ସଂପର୍କ
Read More...

କେନ୍ଦୁପତ୍ର ତୋଳାଳୀ, ଶ୍ରମିକ, ସିଜିନାଲ କର୍ମଚାରୀଙ୍କ ହକ୍‌ର ଆନ୍ଦୋଳନ ପାଇଁ ପ୍ରସ୍ତୁତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାରେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ଗୁଛା କଟାଲି ଶ୍ରମିକ, ସିଜିନାଲ କର୍ମଚାରୀ, ବନ୍ଧେଇ ଶ୍ରମିକମାନଙ୍କ ହକ ପାଇଁ ଏକ ଜୋରଦାର ଆନ୍ଦୋଳନ ପାଇଁ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପଦ୍ମପୁର ଡିଭିଜନ ନିଷ୍ପତ୍ତି
Read More...

ସମ୍ବଲପୁରୀ ଦିବସ ପାଇଁ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସିରଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର ବୈଠକ ସ୍ଥାନୀୟ ରାଜ ବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟରେ ସୁଶ୍ରୀ ଜିତେଶ୍ୱରୀ ଦାଶଙ୍କ ପୌରୋହିତ୍ୟରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ପ୍ରାଣ କବି ଖଗେଶ୍ୱର ସେଠ ଓ ସତ୍ୟନାରାୟଣ ବହିଦାରଙ୍କୁ ମୋରୋଣତ୍ତର
Read More...

ଛତ୍ରପୁରର ରାଜାଘର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରରେ ନେତ୍ରଉତ୍ସବ ଓ ନବଯୌବନ ଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ରାଜାଘର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରରେ ଗତକାଲି ସନ୍ଧ୍ୟାରେ ନେତ୍ରଉତ୍ସବ ଓ ନବଯୌବନ ଦର୍ଶନ ଶୃଙ୍ଖଳିତ ଭାବେ ସମାହିତ ହୋଇଯାଇଛି । ଅଗଣିତ ଭକ୍ତଙ୍କ ସମାବେଶରେ ମନୋରଞ୍ଜନ କାର୍ଯ୍ୟକ୍ରମ ଅବସରରେ ଆଞ୍ଚଳିକ ମିଳିତ ସାଂସ୍କୃତିକ ସଂଗଠନ
Read More...

ସର୍ଟ ସର୍କିଟରୁ ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମାନ ପୋଡି ପାଉଁଶ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ନୀଳକାନ୍ତ ଗଡତ୍ୟା ନାମକ ଜଣେ ଦୋକାନୀଙ୍କ ଦୋକାନରେ ଆଜି ସକାଳ ଭୋରରୁ ସର୍ଟ ସର୍କିଟ ହୋଇ ଦୋକାନ ଜଳି ଯାଇଛି । ଦୋକାନୀ ଜଣକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହିତ କସମେଟିକ୍ସ ସାମଗ୍ରୀ ବିକ୍ରି କରୁଥିଲେ । ବ୍ୟକ୍ତି
Read More...