Daily Archives

ଅଘୋଷିତ ବିଦ୍ୟୁତ୍‌ କାଟ୍‌କୁ ନେଇ ସଇଁତଲା ବିଜେପି ଦଳର ବିକ୍ଷୋଭ ପ୍ରଦର୍ଶନ ଓ ଶୋଭାଯାତ୍ରା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ସଇଁତଲା ସହରରେ ଚଳିତ ବର୍ଷ ସର୍ବାଧିକ ତାପମାତ୍ର ରେକର୍ଡ କରାଯାଉଥିବା ବେଳେ ତାତିରେ ଲୋକଙ୍କ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଏହି ପ୍ରଚଣ୍ଡ ତାତିରେ ଲୋକେ ପଦାକୁ ବାହାରିବା ପାଇଁ କଷ୍ଟକର ହୋଇ ପଡୁଥିବା
Read More...

ତୁଲଣ୍ଡିରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କଲେ ନରସିଂହ

୧୩ ଜଣ ହିତାଧିକାରୀଙ୍କୁ ହେଲା ଗୁହାଳ ବଣ୍ଟନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ସଦର ବ୍ଲକ ସ୍ଥିତ ମିର୍ଦ୍ଧାପାଲି ଗ୍ରାମ ପଞ୍ଚାୟତର ତୁଲଣ୍ଡିଠାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ ଦିଆଯାଇଛି । ନିଜ ବିଧାୟକ
Read More...

ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ଜୟନ୍ତୀ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର ଅଗ୍ରଣୀ ଧାର୍ମିକ ଅନୁଷ୍ଠାନ ଜ୍ୟୋତି ଭବନ ଜ୍ୟୋତିର୍ଗବେଷଣା କେନ୍ଦ୍ର ଆନୁକୂଲ୍ୟରେ ସନାତନ ବୈଦିକ ଧର୍ମରକ୍ଷକ ଆଦିତ୍ୟ ବାହିନୀର ପ୍ରତିଷ୍ଠାତା ଅନନ୍ତ ବିଭୂଷିତ ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ୮୧ତମ ପ୍ରାକଟ୍ୟ ଉତ୍ସବ ପାଳିତ ହୋଇଯାଇଛି ।
Read More...

ଜିଲ୍ଲା ସ୍ତରୀୟ ଜ୍ଞାନ ବଣ୍ଟନ ତଥା କ୍ଷମତା ନିର୍ମାଣ କର୍ମଶାଳା : ସିଙ୍ଗାପୁର ଫେରନ୍ତା ଜିଲ୍ଲା ମିଶନ ଶକ୍ତି ମହାସଂଘ…

ସୁବର୍ଣ୍ଣପୁର : (କେପିଏନ୍‌ଏସ୍‌) : ସିଙ୍ଗାପୁର ଫେରନ୍ତା ଜିଲ୍ଲା ମିଶନ ଶକ୍ତି ମହାସଂଘ ସଭାପତି ଶ୍ରୀମତୀ ମମତା ସାହୁଙ୍କୁ ପ୍ରଶାସନ ତରଫରୁ ସମ୍ବର୍ଦ୍ଧନା ଦେବା ଅବସରରେ ମିଶନଶକ୍ତି ମା'ମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ଜ୍ଞାନ ବଣ୍ଟନ ତଥା କ୍ଷମତା ନିର୍ମାଣ କର୍ମଶାଳା ଜିଲ୍ଲାପାଳଙ୍କ
Read More...

କେରାଣ୍ଡିତୋଳା ନାରାୟଣପୁର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ରଜ ପର୍ବ ସମ୍ଭାର ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁରଠାରେ ବରିଷ୍ଠ ନାଗରିକ ମଞ୍ଚ ଆନୁକୂଲ୍ୟରେ ତିନିଦିନିଆ ରଜ ମହୋତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ମହାଆଡମ୍ବର ତଥା ଧୂମ୍‌ଧାମ୍‌ରେ ଆୟୋଜିତ ହୋଇଯାଇଛି ।ବିଶେଷ କରି ଗ୍ରାମର କନ୍ୟାମାନଙ୍କ ମଧ୍ୟରେ
Read More...

ଲୋକକଳା ସଙ୍ଗମ -୨୦୨୩ ଉଦ୍‌ଘାଟିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସୁରସଙ୍ଗମ ସାଂସ୍କୃତିକ ସାଂସଦ, ଲୋଇସିଂହା ଦ୍ୱାରା ଆୟୋଜିତ ଲୋକକଳା ସଙ୍ଗମ ୨୦୨୩ ଲୋଇସିଂହା ସ୍ଥିତ ସୁରସଙ୍ଗମ ନାଟ୍ୟ ମଣ୍ଡପଠାରେ ଉଦ୍‌ଘାଟିତ ହୋଇଯାଇଛି । ତିନି ଦିନ ବ୍ୟାପୀ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ
Read More...

କ୍ରୀଡାବିତ୍ ଏବଂ ଦଳର କର୍ମକର୍ତ୍ତାମାନଙ୍କ ପାଇଁ ରହଣି ଏବଂ ଖାଦ୍ୟ ପେୟ ଦେୟ ବାବଦକୁ ଧାର୍ଯ୍ୟ ସର୍ବୋଚ୍ଚ ସୀମାକୁ ୬୬%…

ଦିଲ୍ଲୀ, (ପିଆଇବି) : ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ (ଏମ୍‌ୱାଇଏଏସ୍‌) ଭାରତୀୟ କ୍ରୀଡାବିତ୍ ଏବଂ ଦଳର କର୍ମକର୍ତ୍ତା ମାନଙ୍କ ପାଇଁ ରହଣି ଏବଂ ଖାଦ୍ୟ ପେୟ ଦେୟ ବାବଦକୁ ଧାର୍ଯ୍ୟ ସର୍ବୋଚ୍ଚ ସୀମାର ପରିମାଣକୁ ୬୬% ସଂଶୋଧନ କରିଛି । ଏହା ମନ୍ତ୍ରଣାଳୟର ଜାତୀୟ କ୍ରୀଡ଼ା
Read More...

ବେଆଇନ କଫ୍‌ ସିରପ୍‌ ବିକ୍ରି ବେଳେ କାବୁ କଲା ପୋଲିସ : ୧ ଗିରଫ, ୧ ଫେରାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଧଣ୍ଡାମୁଣ୍ଡା ନିକଟସ୍ଥ ଦେଶୀ ମଦ ଭାଟି ନିକଟରେ ଦୁଇ ଜଣ ବ୍ୟକ୍ତି ବେଆଇନ ଭାବେ କଫ ସିରପ୍‌ ବିକ୍ରି କରୁଥିବା ସମୟରେ ଜଣକୁ ପୋଲିସ କାବୁ କରିଥିବା ବେଳେ ଅନ୍ୟଜଣେ ଫେରାର ହୋଇଯାଇଥିବା ଜଣାପଡିଛି ।
Read More...

୧୬ ଦିନରେ ଅମଲା ସଂଘର ସମୂହ ଛୁଟି : ସରକାରୀ କାର୍ଯ୍ୟ ଠପ୍‌

କଂଟାବାଂଜି, (କେପିଏନ୍‌ଏସ୍‌) : ରାଜ୍ୟ ମିଳିତ ଅମଲା ସଂଘର ଆନ୍ଦୋଳନ ଶୁକ୍ରବାର ୧୬ ଦିନରେ ପହଂଚିଛି । ରାଜ୍ୟ ସଂଘର ନିର୍ଦ୍ଦେଶ କ୍ରମେ କଂଟାବାଂଜି ସବ୍‌ ଟ୍ରେଜେରୀ ଅଫିସ ସମ୍ମୁଖରେ କଂଟାବାଂଜି, ବଙ୍ଗୋମୁଣ୍ଡା ଏବଂ ତୁରେକେଲା ବ୍ଲକର ଅମଲାମାନଙ୍କ ଆନ୍ଦୋଳନ ମଧ୍ୟ ଜାରି ରହିଛି । ବିଭିନ୍ନ
Read More...

ସାଂସ୍କୃତିକ ଆଧ୍ୟାତ୍ମିକ ଚେତନା ଓ ମହାନ କୃଷି ଭିତିକ ପର୍ବ ରଜ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଉତ୍କଳୀୟ ସଂସ୍କୃତି ଓ ପରମ୍ପରା ସମଗ୍ର ବିଶ୍ଵରେ ଅନନ୍ୟ ଓ ସ୍ୱତନ୍ତ୍ର । ସହର୍ଷ, ସ୍ନେହ, ସୌହାର୍ଦ୍ଦ୍ୟ ସହଭାଗିତା, ସୁଷମାର ମହାନ୍ ମହାମିଳନ ହେଉଛି କୃଷିଭିତ୍ତିକ ପ୍ରାକୃତିକ ପର୍ବ ରଜ । ଆଜିର କର୍ମକ୍ଲାନ୍ତ ସନ୍ତାପିତ ଜୀବନରେ ଶାନ୍ତି ପାଇଁ
Read More...