Daily Archives

ନିଟ୍‌ ପରୀକ୍ଷାରେ ସ୍ଵୟାଂଶୁ ନାହାକଙ୍କ ସଫଳତାକୁ ନେଇ ପରିବାର ଓ ବନ୍ଧୁବର୍ଗଙ୍କ ମଧ୍ୟରେ ବେଶ ଉତ୍ସାହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ମାଲପଡା ବାସିନ୍ଦା ମୁନ୍ ଅପ୍ଟିକାଲର ଓନର ଇନ୍ଦ୍ରମଣି ନାହାକ ଓ ସ୍ୱର୍ଗତ ସବିତା ନାହାକଙ୍କ ପୁଅ ଭୁବନେଶ୍ୱର ଡିଏଭି (ସିଏସ) ସ୍କୁଲର ଛାତ୍ର ସ୍ଵୟାଂଶୁ ନାହାକ ସମୁଦାୟ ୬୦୮ ମାର୍କ ରଖି ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମେଡିକାଲ ପଢିବାକୁ
Read More...

ଦ୍ୱିତୀୟ ଦିନରେ ଜମିଛି ରଜ

ଖୋର୍ଦ୍ଧା : ଦ୍ୱିତୀୟ ଦିନରେ ଜମିଛି ରଜ । କାଲି ଥିଲା ପହିଲି ରଜ । ଆଜି ରଜ ସଂକ୍ରାନ୍ତି ଅବସରରେ ସବୁଠି ଉତ୍ସାହ ଦେଖିବାକୁ ମିଳିଛି । ଏହିକ୍ରମରେ ଖୋର୍ଦ୍ଧା ସଦର ବ୍ଲକ ଅଣ୍ଡାଗ୍ରାମରେ ଶ୍ରୀ ଶାଳେଶ୍ୱର ରଜ ମହୋତ୍ସବ ୨୦୨୩ ପାଳନ ହୋଇଯାଇଛି । ୩୫ରୁ ଅଧିକ ଦୋଳି ସାଙ୍ଗକୁ ବିଭିନ୍ନ
Read More...

ଜର୍ଣ୍ଣାଲିଷ୍ଟ ଏସୋସିଏସନ୍‌, ଝାରବନ୍ଧ ଗଠିତ : ମୋତିଲାଲ ବାଗ ସଭାପତି, ସମ୍ପାଦକ ବଂଶୀଧର ନାୟକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକର ଯୁବ ସାମ୍ବାଦିକମାନଙ୍କୁ ନେଇ ଝାରବନ୍ଧ ବନଦୁର୍ଗା ମଣ୍ଡପଠାରେ ସାମ୍ବାଦିକ ସୋମନାଥ ବାଗଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସାମ୍ବାଦିକମାନଙ୍କର ଭୂମିକା ଏବଂ କର୍ତ୍ତବ୍ୟ, ସାମ୍ବାଦିକତା
Read More...

ନୃସିଂହନାଥ ପୀଠରେ ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠ ସ୍ଥିତ ପାନ୍ଥନିବାସ ଠାରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଜେପି ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବରଗଡ ଜିଲ୍ଲା ଉପସଭାପତି ସରୋଜ
Read More...

ମନ୍ତ୍ରୀ ରିତା ସାହୁଙ୍କ ସହିତ ସରପଞ୍ଚ ସଂଘର ଆଲୋଚନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ସରପଞ୍ଚ ସଂଘ ଅନେକ ଗୁଡ଼ାଏ ସମସ୍ୟାକୁ ନେଇ ସ୍ଥାନୀୟ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନକୁ ଅନେକ ଥର ଅଭିଯୋଗ କରିବା ପରେ କିଛି ସମସ୍ୟାର ସମାଧାନ ହୋଇଥିବା ବେଳେ ଅନେକ ଗୁଡ଼ାଏ ସମସ୍ୟାର ସମାଧାନ ଏ
Read More...

ଛତ୍ରପୁର ଏନ୍‌ଏସି ପକ୍ଷରୁ ଆହାର ରୋଷେଇ ଘରର ଶୁଭାରମ୍ଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ମୋ-ବସଷ୍ଟାଣ୍ଡ ପରିସରରେ ଅତ୍ୟାଧୁନିକ ଢାଞ୍ଚାରେ ପ୍ରାୟତଃ ୩୦ ଲକ୍ଷ ଟଙ୍କା ବିନିମୟରେ ନିର୍ମିତ ଆହାର ରୋଷେଇ ଘରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୫ମାର୍ଚ୍ଚ ୨୦୨୩ ରିଖରେ ଲୋକାର୍ପଣ କରିଛନ୍ତି । ଆଜି
Read More...

ଜି୨୦ କୃଷି ମନ୍ତ୍ରୀମାନଙ୍କ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା

ଦିଲ୍ଲୀ, (ପିଆଇବି) : ମାନ୍ୟଗଣ୍ୟ ମହିଳା ଓ ଭଦ୍ରବ୍ୟକ୍ତିଗଣ, ନମସ୍କାର!ମୁଁ ଆପଣ ସମସ୍ତଙ୍କୁ ଭାରତକୁ ସ୍ୱାଗତ କରୁଛି । କୃଷି ମାନବ ସଭ୍ୟତାର କେନ୍ଦ୍ରରେ ରହିଛି । ତେଣୁ, କୃଷି ମନ୍ତ୍ରୀ ଭାବରେ, ଆପଣମାନଙ୍କର କାର୍ଯ୍ୟ କେବଳ ଅର୍ଥନୀତିର ଗୋଟିଏ କ୍ଷେତ୍ର ପରିଚାଳନା କରିବା ନୁହେଁ, ବରଂ
Read More...

ଜମ୍ମୁକାଶ୍ମୀର କୁପୱାଡାରେ ସୁରକ୍ଷାବାହିନୀର ଏନକାଉଣ୍ଟର, ସୀମା ପାର୍ ହୋଇଥିବା ୫ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରେ ଭାରତ-ପାକିସ୍ତାନ ସୀମା ଏଲ୍‌ଓସି ନିକଟବର୍ତ୍ତୀ କୁପୱାଡା ଜିଲ୍ଲା ନିକଟରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀ ଭିତରେ ଏନକାଉଣ୍ଟର ହୋଇଛି । ଏହି ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି । ଜାମ୍ମୁ କାଶ୍ମୀର ପୋଲିସ ଏବଂ ସେନାର ମିଳିତ ଅପରେସନରେ ଏହି
Read More...

ଶୁଳିଆ ଜଙ୍ଗଲ ହାତୀ ଏବେ ସହର ମୁଁହା : ନୟାଗଡ଼ ସହରରେ ପଶିଲା ଦନ୍ତା

ନୟାଗଡ଼ : ଶୁଳିଆ ଜଙ୍ଗଲ ହାତୀ ଏବେ ସହର ମୁଁହା । ଆଜି ସକାଳୁ ଜିଲ୍ଲାପାଳଙ୍କ ସରକାରୀ ବାସଭବନଠାରୁ କିଛି ଦୂରରେ ଦନ୍ତା ହାତୀଟି ସହର ଭିତରେ ଥିବା ରୂକ୍ଷୀ ପାହାଡ଼ ଉପରକୁ ଚଢ଼ିଯାଇଛି । ଖବର ପାଇ ବନକର୍ମଚାରୀ ପାହାଡ଼ ଉପରେ ଦନ୍ତାକୁ ଜଗିବସିଛନ୍ତି । ସୂଚନାରୁ ପ୍ରକାଶ, ନୟାଗଡ଼
Read More...

ତ୍ରୟୋଦଶୀରେ ମହାପ୍ରଭୁଙ୍କ ଘଣା ଲାଗି ନୀତି, ଖଳି ପ୍ରସାଦକୁ ଶ୍ରୀଅଙ୍ଗରେ ଲାଗି ପାଇଁ ଚାଲିଛି ପ୍ରସ୍ତୁତି

ପୁରୀ : ଓଷ ଓ ଦଶମୂଳ ମହୌଷଧି ଲାଗି ପରେ ଶ୍ରୀଜିଉମାନେ ଜ୍ୱରମୁକ୍ତ ହୋଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲେ । ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ଗଜପତି ମହାରାଜାଙ୍କ ନିକଟରେ ପହଞ୍ଚିଗଲା । ଏବେ ରଥଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର । ଆଉ ମାତ୍ର ୨ ଦିନ ପରେ ଠାକୁରେ ନବଯୌବନ ରୂପରେ ଭକ୍ତଙ୍କୁ
Read More...
error: Content is protected !!