Daily Archives

ଟ୍ରେନ ଦୁର୍ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ କାମନା ଓ ମୃତାହତଙ୍କ ଅମର ଅତ୍ମାର ସଦ୍‌ଗତି ନିମନ୍ତେ ବିଜେପି ମହିଳା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଲେଶ୍ୱର ବାହାନଗା ଠାରେ ଗତ ୨ ତାରିଖ ଦିନ ହୋଇଥିବା ଟ୍ରେନ ଦୁର୍ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ କାମନା ଓ ମୃତାହତଙ୍କ ଅମର ଅତ୍ମାର ସଦ୍‌ଗତି ନିମନ୍ତେ ବଲାଙ୍ଗିର ସହରର ଟିକ୍ରାପଡା ସ୍ଥିତ ଜଳେଶ୍ୱର ବାବା ମନ୍ଦିରରେ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ
Read More...

ପେଲେସ୍‌ଲାଇନ ମୁଖ୍ୟ ରାସ୍ତାରେ ସଟ୍‌ ସାର୍କିଟ ଯୋଗୁଁ ହତୁହୁତୁ ହୋଇ ଜଳିଗଲା ଗଛ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ଟିଟିଲାଗଡ ମୁଖ୍ୟ ରାସ୍ତାର ପେଲେସ୍‌ ଲାଇନ ରାଧାକୃଷ୍ଣ ମନ୍ଦିର ନିକଟରେ ରାସ୍ତା କଡରେ ଥିବା ଏକ ଗଛରେ ନିଆଁ ଲାଗିଯିବାରୁ ଗଛ ଟି ହୁତୁହୁତୁ ହୋଇ ଜଳି ଉଠିଥିବା ଦେଖିବାକୁ ମିଳିଛି । ଗଛ ଉପରେ ଇଲେକ୍ଟ୍ରି ତାର ଯାଇଥିବା ବେଳେ ସର୍ଟ ସାର୍କିଟ ଯୋଗୁଁ
Read More...

ସହିଦନଗର ଦୁର୍ଗା ପୂଜା ସମିତି ପକ୍ଷରୁ ରେଳ ଦୁର୍ଘଟଣାରେ ଆହତମାନଙ୍କ ପାଇଁ ରକ୍ତଦାନ ଶିବିର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ସହିଦନଗର ଦୁର୍ଗା ପୂଜା ସମିତି ଆନୁକୂଲ୍ୟରେ ବାଲେଶ୍ୱରର ବାହନଗା ଠାରେ ରେଳ ଦୁର୍ଘଟଣାରେ ମୃତ୍ୟୁ ବ୍ୟକ୍ତିମାନଙ୍କ ପାଇଁ ଏକ ଶୋକ ସଭାର ଆୟୋଜନ କରାଯାଇଥିବା ବେଳେ ଆହତମାନଙ୍କ ପାଇଁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଅବସରରେ ସହିଦନଗର
Read More...

ନିଷାନ୍‌ର ଚତୁର୍ଥ ଅଠାରି କବିତା ଆସର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ଚତୁର୍ଥ ଆଭାସି ଅଠାରି କବିତା ଆସର ନିଷାନ୍‌ର ସଭାପତି ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ୪ ଜୁନ୍ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଷାନ୍‌ର ପ୍ରତିଷ୍ଠାତା ସଂପାଦକ ଆଶୁକବି
Read More...

ବଡ଼ମାଳ ଗୋଳାବାରୁଦ କାରଖାନାରେ କାର୍ଯ୍ୟ ସମିତି ନିର୍ବାଚନ

ସଇଁତଲା, (ପ୍ରମୋଦ ସେଲମା) : ଗତ ଶନିବାର ଦିନ ବଲାଙ୍ଗିର ଜିଲ୍ଲା ବଡ଼ମାଳ ଗୋଳାବାରୁଦ କାରଖାନା ପରିସରରେ କାର୍ଯ୍ୟ ସମିତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ନିର୍ବାଚନରେ ଭାରତୀୟ ପ୍ରତିରକ୍ଷା ମଜଦୂର ସଂଘ ଦ୍ଵାରା ଅନୁବନ୍ଧିତ ୱର୍କର୍ ସଂଘରୁ ୪ ଜଣ ପ୍ରଦୀପ କୁମାର କର ୬୪୦ ଖଣ୍ଡ ଭୋଟ
Read More...

ବିଶ୍ୱ ସ୍ପେଶାଲ ଅଲିମ୍ପିକ କ୍ରୀଡାରେ ଭାଗ ନେବେ ଟିକ୍ରାପଡା ଗାଁର ବୈଷ୍ଣବ

ସଭା କରି ଗାଁ ଲୋକେ ଦେଲେ ଆଶୀର୍ବାଦ ସଇଁତଲା, (ପ୍ରମୋଦ ସେଲମା) : ଜର୍ମାନୀର ବର୍ଲିନଠାରେ ଚଳିତ ମାସ ୧୭ରୁ ୨୬ ତାରିଖ ଯାଏଁ ବିଶ୍ୱ ସ୍ପେଶାଲ ଅଲିମ୍ପିକ୍ସ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିରେ ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଟିକ୍ରାପଡା ଗାଁର ବୈଷ୍ଣବ ରାଜପଲିଆ ଅଂଶଗ୍ରହଣ
Read More...

ରେଳ ଦୁର୍ଘଟଣାରେ ମୃତାହତ ଓ ଅଟକି ରହିଥିବା ଯାତ୍ରୀଙ୍କ ପରିବାର/ସମ୍ପର୍କୀୟଙ୍କ ସୁବିଧା ପାଇଁ ୧୩୯ ହେଲ୍ପଲାଇନ ନମ୍ବର…

୨୪ ଘଣ୍ଟିଆ କଲ୍ ସେଣ୍ଟରରେ ଫୋନ ଉଠାଇବେ ବରିଷ୍ଠ ରେଳ ଅଧିକାରୀପୀଡ଼ିତ ଯାତ୍ରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ସଠିକ ଓ ସନ୍ତୋଷଜନକ ସୂଚନା ଯୋଗାଇ ଦେବା ଲାଗି ୧୩୯ ରେଳ ହେଲ୍ପଲାଇନ୍ ସମର୍ପିତ ବାଲେଶ୍ୱର, (ପିଆଇବି) : ବାଲେଶ୍ୱର ରେଳ ଦୁର୍ଘଟଣାରେ ମୃତାହତମାନଙ୍କ ପରିବାର
Read More...

ଡୁମାଲ ସମାଜର ଗ୍ରାମ୍ୟ ପ୍ରତିନିଧି ମଣ୍ଡଳୀ ଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦର ବ୍ଲକ ଅନ୍ତର୍ଗତ କେରମେଲି ଗ୍ରାମଠାରେ ଡୁମାଲ ସମାଜର ସଦସ୍ୟ/ସଦସ୍ୟା ବାରପୁଡୁଗିଆ ଗ୍ରାମ ପଞ୍ଚାୟତ ଅଧିନସ୍ଥ କର୍ଲାପିଟା, ବରପିଟା ଓ କେରମେଲି ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଏକତ୍ରିତ ହୋଇ ଜିଲ୍ଲା ପ୍ରତିନିଧିଙ୍କ ଉପସ୍ଥିତିରେ ନିର୍ବାଚନୀ
Read More...

ସଚେତନ ନାଗରିକ ମଞ୍ଚର ଶୋକ

ରାଉରକେଲା, (ସସ୍ମତା ପ୍ରଧାନ) : ସଚେତନ ନାଗରିକ ମଞ୍ଚ ତରଫରୁ ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା ସହ ସେମାନଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା । ଏହା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା ।
Read More...

ଚନ୍ଦ୍ରମଣି ନାଟ୍ୟ ସଂଘର ଶତ ବାର୍ଷିକୀ ପାଳନ ନିମନ୍ତେ ବୈଠକ

ପ୍ରାରମ୍ଭରେ ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା ମ.ରାମପୁର, (ହେମନ୍ତ ସାହୁ) : ଓଡ଼ିଶାର ଅନ୍ୟତମ ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଚନ୍ଦ୍ରମଣି ନାଟ୍ୟ ସଂଘର ଶତ ବାର୍ଷିକୀ ପାଳନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ପଦ୍ମ ଲୋଚନ ମିଶ୍ରଙ୍କ
Read More...