pakka

ପେଲେସ୍‌ଲାଇନ ମୁଖ୍ୟ ରାସ୍ତାରେ ସଟ୍‌ ସାର୍କିଟ ଯୋଗୁଁ ହତୁହୁତୁ ହୋଇ ଜଳିଗଲା ଗଛ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ଟିଟିଲାଗଡ ମୁଖ୍ୟ ରାସ୍ତାର ପେଲେସ୍‌ ଲାଇନ ରାଧାକୃଷ୍ଣ ମନ୍ଦିର ନିକଟରେ ରାସ୍ତା କଡରେ ଥିବା ଏକ ଗଛରେ ନିଆଁ ଲାଗିଯିବାରୁ ଗଛ ଟି ହୁତୁହୁତୁ ହୋଇ ଜଳି ଉଠିଥିବା ଦେଖିବାକୁ ମିଳିଛି । ଗଛ ଉପରେ ଇଲେକ୍ଟ୍ରି ତାର ଯାଇଥିବା ବେଳେ ସର୍ଟ ସାର୍କିଟ ଯୋଗୁଁ ଗଛରେ ନିଆଁ ଲାଗି ଯାଇଥିବା ପ୍ରତ୍ୟକ୍ଷ ଦର୍ଶୀମାନେ କହିଛନ୍ତି । ତେବେ ପୁରୁଣା କେବୁଲ ତାର ପାଇଁ ସହରର ବିଭିନ୍ନ ସ୍ଥାନରେ ଏଭଳି ସର୍ଟ ସାର୍କିଟ ହୋଇ କେବୁଲ ତାର ଜଳି ଯାଉଥିବା ଲୋକେ ଅଭିଯୋଗ କରିଛନ୍ତି ।

jay balangir
Leave A Reply

Your email address will not be published.

five + six =

error: Content is protected !!