Daily Archives

ଋଷିକୁଲ୍ୟା ନଦୀକୁ ଚିରସ୍ରୋତା କରିବା ପାଇଁ ଅଭିଯାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ଗ୍ରାମଠାରେ ଋଷିକୁଲ୍ୟା ନଦୀକୁ ସୁରକ୍ଷା ଦେବା ସଙ୍ଗେ ସଙ୍ଗେ ଋଷିକୁଲ୍ୟା ନଦୀକୁ ଚିରସ୍ରୋତା କରିବା ଅଭିଯାନରେ ସାମିଲ ହେବା ପାଇଁ ଆୟୋଜିତ ସଭାରେ ଅଞ୍ଚଳବାସୀଙ୍କୁ ସଚେତନ କରାଯାଇଥିଲା । ଋଷିକୁଲ୍ୟା ନଦୀ ହେଉଛି ଗଞ୍ଜାମର
Read More...

ଜୁନ ୨୨ରେ ବଲାଙ୍ଗିର ବନ୍ଦ ଡାକରା : ପଶ୍ଚିମ ଓଡିଶା ମହିଳା ସଂଗଠନର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆମ ସମାଜରେ ଜାତି ଜାତି ଓ ଧର୍ମ ଧର୍ମରୁ ଆହୁରି ବଡ ବିଭେଦ ମହିଳା ଓ ପୁରୁଷ ସମାଜ ମଧ୍ୟରେ ରହିଛି । ଗୀତା ଭାଗବତ, କୋରାନ ଓ ବାଇବେଲର ପବିତ୍ର ସଂଦେଶ ମଧ୍ୟ ସମାଜରେ ନାରୀକୁ ତାର ପ୍ରକୃତ ହକ ଦେଇ ପାରିନାହିଁ । ଅନେକ କ୍ଷେତ୍ରରେ ପୁରୁଷ କୈନ୍ଦ୍ରିକ ସମାଜ
Read More...

ଖପ୍ରାଖୋଲ ଭୁଦେବ ପେଟ୍ରୋଲ ପମ୍ପରୁ ବେଆଇନ ଡିଜେଲ ପେଟ୍ରୋଲ ଚାଲାଣ ବେଳେ ଟ୍ରକ ଜବତ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ସଦର ଖପ୍ରାଖୋଲଠାରେ ଆଜି ବେଆଇନ ଭାବେ ଡିଜେଲ ଓ ପେଟ୍ରୋଲ ଚାଲାଣ ହେଉଥିବା ଗୋଟିଏ ଛତିଶଗଡ ନମ୍ବର ବିଶିଷ୍ଟ ଟ୍ରକକୁ ଖପ୍ରାଖୋଲ ଯୋଗାଣ ନିରୀକ୍ଷକ ଜବତ କରିଛନ୍ତି । ସୂଚନା ଅନୁସାରେ ଆଜି ସକାଳ ୧୦ଟା ସମୟରେ ଗୋଟିଏ ଟ୍ରକ ନଂ ସିଜି ୪ ଏନ୍‌ଜେଡ
Read More...

ଟିଟିଲାଗଡ଼ରେ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ଲୋକେ କଲବଲ

ବିକାଶ କାର୍ଯ୍ୟ ଅପେକ୍ଷା କ'ଣ ଗ୍ରୀଡ ସ୍ଥାପନ ଜରୁରୀ ନ ଥିଲା : ସାଧାରଣରେ ପ୍ରଶ୍ନ ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସାରା ରାଜ୍ୟରେ ଉତ୍ତପ୍ତ ସହର ରୂପେ ଟିଟିଲାଗଡ ସହର ପରିଚିତ । ଖରା ଦିନ ଆସିବା ପୂର୍ବରୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ
Read More...

ଦୁଃଖଦ ରେଳ ଦୁର୍ଘଟଣା ପରେ ଓଡ଼ିଶା ଆସି ଉଦ୍ଧାର ଓ ସହାୟତା କାର୍ଯ୍ୟ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ପ୍ରିୟଜନଙ୍କୁ ହରାଇଥିବା ଶୋକସନ୍ତପ୍ତ ପରିବାରବର୍ଗଙ୍କ ସହିତ ସରକାର ଦୃଢ଼ ଭାବେ ଛିଡ଼ା ହୋଇଛନ୍ତି : ପ୍ରଧାନମନ୍ତ୍ରୀଆହତମାନଙ୍କୁ ଯଥାସମ୍ଭବ ଚିକିତ୍ସା ସହାୟତା ଯୋଗାଇ ଦେବା ପାଇଁ ସବୁମତେ ଉଦ୍ୟମ କରାଯିବ : ପ୍ରଧାନମନ୍ତ୍ରୀହୃଦୟ ବିଦାରକ ଦୁର୍ଘଟଣାର ପ୍ରଶମନ ଲାଗି ‘ସାମଗ୍ରିକ ସରକାର’
Read More...

ବାଲିସାହି ପୋଖରୀ ପୁନଃ ଉଦ୍ଧାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : କଥା ଦେଇ କଥା ରଖିଲେ ପ୍ରଶାସନିକ ଅଧିକାରୀ । ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ ୭ ବାଲିସାହିରେ ଥିବା ପୋଖରୀ ଦୀର୍ଘ ବର୍ଷ ହେବ ପଙ୍କ ଉଦ୍ଧାର ହୋଇ ନଥିବାରୁ ଖରାଦିନେ ପାଣି ଶୁଖି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥଲେ ଅଞ୍ଚଳବାସୀ । ଉକ୍ତ
Read More...

କର୍ଲାପିଟା, କେରମେଲି ଏବଂ ବରପିଟା ଗ୍ରାମରେ ଡୁମାଲ ସମାଜର ଗ୍ରାମ୍ୟ ପ୍ରତିନିଧି ମଣ୍ଡଳି ଗଠନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ଅନ୍ତର୍ଗତ କେରମେଲି ଗ୍ରାମ ଠାରେ ଡୁମାଲ ସମାଜର ସଦସ୍ୟ ସଦସ୍ୟା ବାରପୁଡୁଗିଆ ଗ୍ରା.ପ. ଅଧିନସ୍ଥ କର୍ଲାପିଟା, ବରପିଟା ଓ କେରମେଲି ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଏକତ୍ରୀତ ହୋଇ ଜିଲ୍ଲା ପ୍ରତିନିଧିଙ୍କ ଉପସ୍ଥିତିରେ ନିର୍ବାଚନୀ ପ୍ରକ୍ରିୟାରେ
Read More...

ବଜ୍ରାଘାତରେ ତିନି ଗୋରୁଙ୍କ ମୃତ୍ୟୁ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଗୋଛାଡେଙ୍ଗେନ ଗ୍ରାମ ପଞ୍ଚାୟତର କନ୍ଧସରାବାହାଲି ଗ୍ରାମରେ ଆଜି ବଜ୍ରାଘାତରେ ତିନି ଗୋରୁଙ୍କ ମୃତ୍ୟୁ ଘଟିଛି । ସୂଚନା ମୁତାବକ ଆଜି ଦିନ ପ୍ରାୟ ଦୁଇଟା ସମୟରେ ହୋଇଥିବା ବଜ୍ରାଘାତରେ ଗୋଟିଏ ଗାଈ ଏବଂ ଦୁଇ ପଟ ବଡ଼
Read More...

ଟିକ୍ରାପଡା ଚାନ୍ଦ ମନ୍ଦିରରେ ଶ୍ରୀଜୀଉ ମାନଙ୍କ ସ୍ନାନଯାତ୍ରା ଓ ହାତୀ ବେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ଥାନୀୟ ଟିକ୍ରାପଡା ସ୍ଥିତ ଶ୍ରୀକ୍ଷେତ୍ର ଚାନ୍ଦ ମନ୍ଦିର ଠାରେ ଶ୍ରୀଜୀଉ ମାନଙ୍କର ସ୍ନାନ ଯାତ୍ରା ଓ ଗଜାନନ ବେଶ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନ ୧୦ଟା ସମୟରୁ ଶ୍ରୀଜୀଉମାନଙ୍କର ମହାସ୍ନାନ, ମନ୍ଦିର ପୂଜକ
Read More...

ବଜ୍ରାଘାତରେ ବୃଦ୍ଧଙ୍କ ମୃତ୍ୟୁ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା କରଲାମୁଣ୍ଡା ବ୍ଲକର କୁଶୁରଲା କଲୋନୀପଡ଼ାର ଚାଷୀ ୬୦ ବର୍ଷୀୟ ବୃଦ୍ଧ ମହିଚନ୍ଦ୍ର ନାଗ ନିଜ ଚାଷ ଜମିରୁ ଅପରାହ୍ଣରେ ଜାଲେଣି କାଠ ସଂଗ୍ରହ କରୁଥିବା ସମୟରେ ବଜ୍ରାଘାତର ଶିକାର ହୋଇଥିଲେ । ପରେ ୧୦୮ଆମ୍ବୁଲାନସକୁ ଫୋନ୍ କରି ଏମ୍‌.ରାମପୁର
Read More...
error: Content is protected !!