Daily Archives

ବଲାଙ୍ଗିର ଜିଲ୍ଲା ନାଗରିକ କଲ୍ୟାଣ ମହାସଂଘର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ନାଗରିକ କଲ୍ୟାଣ ମହାସଂଘର ସାଧାରଣ ପରିଷଦ ବୈଠକ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମହାସଂଘର ସାଧାରଣ ସଂପାଦକ ସୁନିଲ ଚନ୍ଦ୍ର ବିଶ୍ୱାଲଙ୍କ ଆବାହକତ୍ୱ ଓ ସଭାପତି ପ୍ରଭାକର ମିଶ୍ରଙ୍କ
Read More...

ଟେଣ୍ଟ ହାଉସ ଗୋଦାମ ଘରେ ଅଗ୍ନିକାଣ୍ଡ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଭଟଲି ରାସ୍ତାରେ ପଧାନ ଟିକିରାଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଗୋଟେ ଟେଣ୍ଟ ହାଉସ ଗୋଦାମ ଘରେ ଅଗ୍ନିକାଣ୍ଡ ଘଟିଥିବା ବେଳେ କେମିତି ଏ ଅଗ୍ନିକାଣ୍ଡ ଘଟିଛି ତାର କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ ଘଟଣାସ୍ଥଳରେ ବରଗଡ଼ ଟାଉନ
Read More...

ଗଞ୍ଜାମ ଜିଲ୍ଲା ବିଜେଡି ଉପ-ସଭାପତି ହେଲେ ଶ୍ରମିକ ସଂଗଠନ ନେତା ଶଙ୍କର ଦାଶ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶ୍ରମିକ ସଂଗଠନ ନେତା ଶଙ୍କର ଦାଶ ଗଞ୍ଜାମ ଜିଲ୍ଲା ବିଜେଡି ଉପ-ସଭାପତି ପଦବୀରେ ଅଭିଷିକ୍ତ ହୋଇଛନ୍ତି । ରାଜ୍ୟ ସଂଗଠନ ପକ୍ଷରୁ ଜାରୀ ହୋଇଥିବା ନୂତନ କର୍ମକର୍ତ୍ତା ତାଲିକା ଆନୁଷ୍ଠାନିକ ଭାବେ ଘୋଷିତ ହୋଇଛି । ଶ୍ରୀ ଦାଶ ଜିଲ୍ଲା ବିଜୁ ଶ୍ରମିକ
Read More...

ଛତ୍ରପୁର ବ୍ଳକ୍ କାର୍ଯ୍ୟାଳୟରେ ନିୟୋଜିତ କନିଷ୍ଠ ଯନ୍ତ୍ରୀଙ୍କ ଘରେ ତାଲାଭାଙ୍ଗି ଚୋରି ଅଭିଯୋଗ

ଛତ୍ରପୁର ସହରରେ ଚୋର ଦଳ ସକ୍ରୀୟ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶୁକ୍ରବାର ସ୍ପଷ୍ଟ ଦିବାଲୋକରେ ଛତ୍ରପୁର ଥାନା ଅଧୀନସ୍ଥ ୧୬ ନଂ ଜାତୀୟ ରାଜପଥ କଡ଼ (ବାଟ-ଛତ୍ରପୁର) ଜଗନ୍ନାଥ ବିହାର ଅଞ୍ଚଳରେ ବ୍ଲକ୍‌ର କନିଷ୍ଠ ଯନ୍ତ୍ରୀ ଜୟସେନ ବେହେରାଙ୍କ ଘରେ ତାଲା ଭାଙ୍ଗି ଦୁଇ ଜଣ
Read More...

ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଖାଁ ଖାଁ : ଧାରଣାରେ ଖପ୍ରାଖୋଲ ବ୍ଲକସ୍ତରୀୟ ଅମଲା ସଙ୍ଘ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଖାଁ ଖାଁ, ଧାରଣାରେ ବ୍ଲକ ସ୍ତରୀୟ ଅମଲା ସଂଘ । ଦୀର୍ଘ ଦିନର ଗ୍ରେଡ୍ ପେ ବୃଦ୍ଧି ଦାବୀରେ ଚଳିତ ମାସ ୧ ତାରିଖରୁ ସମସ୍ତ ଅମଲା ସମୂହ ଛୁଟିରେ ଯିବା ପରେ ସରକାରୀ ଦପ୍ତରରେ ଶୂନଶାନ୍ ସ୍ଥିତି ।
Read More...

ସହିତ ଧରମସିଂ ମାଝୀମାନଧାତାଙ୍କ ସ୍ମୃତିରକ୍ଷା ଓ ପ୍ରତିମୂର୍ତ୍ତିସ୍ଥାପନ ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଟଣାଗଡଜାତ ଅନ୍ତର୍ଗତ ଆଟଗାଁ ଜମିଦାର ସହିଦ ଧରମସିଂ ମାଝୀମାନଧାତାଙ୍କ ସ୍ମୃତିରକ୍ଷା କରାଯିବା ଓ ଐତିହାସିକ ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳିରେ ତାଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରାଯିବାକୁ ଅଞ୍ଚଳବାସୀ ଦାବୀ କରୁଛନ୍ତି । ଭୀମପାହାଡ
Read More...

ଓଡ଼ିଶା ରେଳ ଚଳାଚଳ ସମନ୍ୱୟ ସମିତି ପକ୍ଷରୁ ଶୋକସଭା ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବାହାନଗାଠାରେ ଗତକାଲି ଘଟି ଯାଇଥିବା କରମଣ୍ଡଳ ରେଳ ଦୁର୍ଘଟଣା ହୃଦୟ ଥରା ଓ ଅତ୍ୟନ୍ତ ଦୁଃଖଦାୟକ । ସହସ୍ରାଧିକ ମୃତ ଓ ପୀଡ଼ିତଙ୍କ ଦୁର୍ଦ୍ଦଶା ଦେଖି ହେଉନି କି ସହି ହେଉନି । ସରକାର, ରେଳମନ୍ତ୍ରୀ, ସାମାଜିକ ଅନୁଷ୍ଠାନମାନେ ଯଥା ସମ୍ଭବ ସାହାଯ୍ୟ ଓ ସହଯୋଗର
Read More...

ଏଲ୍ଏଣ୍ଡଏସ୍ କ୍ଲବକୁ ପରିଦର୍ଶନ କଲେ ପୌରାଧ୍ୟକ୍ଷା ଲିକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଐତିହାସିକ ଏଲ୍ଏଣ୍ଡଏସ୍ କ୍ଲବକୁ ଆଜି ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ପରିଦର୍ଶନ କରିଛନ୍ତି । ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ପରିଦର୍ଶନ କରି ଏଲ୍ଏଣ୍ଡଏସ୍ କ୍ଲବରେ ଚାଲିଥିବା ରୂପାନ୍ତରିତ କାର୍ୟ୍ୟର ନିରୀକ୍ଷଣ କରିଛନ୍ତି । ଏହି ସମୟରେ
Read More...

ବିଶ୍ୱ ବାଇସାଇକେଲ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱ ବାଇସାଇକେଲ ଦିବସ ପାଳନ ଅବସରରେ ପୁରୀ ଜିଲ୍ଲା ସାଇକ୍ଲିଂ ଆସୋସିଏସନ୍ ତରଫରୁ ସେକ୍ଟର ୧୩ ଦୁର୍ଗାପୂଜା ପଡିଆଠାରେ ବିଶ୍ୱ ବାଇସାଇକେଲ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ସବ୍ୟସାଚୀ ଦାସଙ୍କ ଆବାହକତ୍ୱ ତଥା ଅତିଥି, କବି କୁଞ୍ଜବିହାରୀ
Read More...

୩ ଦିନରେ ପହଂଚିଲା ସମୂହ କାର୍ଯ୍ୟବନ୍ଦ ଅମଲା ସଂଘର ଧାରଣା

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ଅଧିନସ୍ଥ କଂଟାବାଂଜି, ତୁରେକେଲା ଓ ବଙ୍ଗୋମୁଣ୍ଡା ବ୍ଲକ ଅଂଚଳରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଅମଲା ମାନେ ଜୁନ ୧ ତାରିଖରୁ ସମୂହ ଛୁଟି ନେଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସମୂହ ଛୁୁୁୁୁୁୁୁୁୁୁୁୁୁୁୁୁୁଟି ଶନିବାର ୩
Read More...