pakka

ଏଲ୍ଏଣ୍ଡଏସ୍ କ୍ଲବକୁ ପରିଦର୍ଶନ କଲେ ପୌରାଧ୍ୟକ୍ଷା ଲିକା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଐତିହାସିକ ଏଲ୍ଏଣ୍ଡଏସ୍ କ୍ଲବକୁ ଆଜି ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ପରିଦର୍ଶନ କରିଛନ୍ତି । ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ପରିଦର୍ଶନ କରି ଏଲ୍ଏଣ୍ଡଏସ୍ କ୍ଲବରେ ଚାଲିଥିବା ରୂପାନ୍ତରିତ କାର୍ୟ୍ୟର ନିରୀକ୍ଷଣ କରିଛନ୍ତି । ଏହି ସମୟରେ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁଙ୍କ ସମେତ ପୌର କନିଷ୍ଠ ଯନ୍ତ୍ରୀ ଓ ନିର୍ମାଣ ସଂସ୍ଥାର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

six + ten =