Daily Archives

ଗୁହିରାମୁଣ୍ଡାକୁ ହରାଇ ଦମକିପାଲି ଚାମ୍ପିୟନ

ଗାଇସିଲାଟ୍, (ପୁସ୍ତମ୍ ଯୁଆଡି) : ଭେଟେରିଆନ୍‌ କ୍ରିକେଟ୍ ଆସୋସିଏସନ୍‌ ଭୁତିବାହାଲ ଆନୁକୁଲ୍ୟରେ ରାତ୍ରିକାଳୀନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ମାଁ ଆଗଲ୍‌ପୁରିଏନ୍ କ୍ରିକେଟ୍ ପଡ଼ିଆରେ ଦୁଇ ରାତ୍ରୀ ଧରି ଅନୁଷ୍ଠିତ ହୋଇଯାଇଅଛି । ଉଦଯାପନୀ ରାତ୍ରିରେ ଅତିଥି ଭାବେ ଯୋଗ ଦେଇଥିଲେ
Read More...

ଚୁଡାପାଲିରେ ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର : ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଳାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ଚୁଡାପାଲିରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକ ଗୁରୁତର ହୋଇ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଯବୁକ ଜଣକ ଚୁଡାପାଲିର ରବିନ୍ଦ୍ର ମହାଲିଙ୍ଗ (୩୬) ବୋଲି ଜଣାପଡିଛି ।
Read More...

କୋଶଲବାଦୀ ନେତା ପ୍ରମୋଦ ମିଶ୍ରଙ୍କ ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗାମୀ ସାଧାରଣ ନିର୍ବାଚନରେ ପରିବାର ବାଦ୍‌କୁ ଉଚ୍ଛେଦ କରିବା ପାଇଁ କୋଶଲବାଦୀ ନେତା ପ୍ରମୋଦ ମିଶ୍ର ଆହ୍ୱାନ କରିଛନ୍ତି । ଆଜି ପୂର୍ବାହ୍ନରେ ସ୍ଥାନୀୟ ସାମ୍ବାଦିକ ଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଶ୍ରୀ ମିଶ୍ର କହିଛନ୍ତି ଯେ, ଓଡ଼ିଶାର
Read More...

ତୃତୀୟ ଦିନରେ ପହଂଚିଲା ଜିଲ୍ଲା ମିଳିତ ଅମଲା ସଙ୍ଘର ଧାରଣା

ବଲାଙ୍ଗିର : ଜିଲ୍ଲା ମିଳିତ ଅମଲା ସଙ୍ଘ ପକ୍ଷରୁ ବଲାଙ୍ଗିର ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆ ଯାଇଥିବା ବେଳେ ଆଜି ଏହି ଧାରଣା ତୃତୀୟ ଦିନରେ ପହଂଚିଛି । ହେଲେ ରାଜ୍ୟ ସରକାର ଶୁଣୁ ନାହାନ୍ତି ଅମଲା ସଙ୍ଘୀ ଦାବୀ । ତେବେ ଏହାକୁ ନେଇ ଅମଲା ସଂଘ
Read More...

ବାଲେଶ୍ୱରର ବାହାନଗାର ଦୁର୍ଘଟଣାସ୍ଥଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଂଚି ସ୍ଥିତି ସମୀକ୍ଷା କଲେ

ବାଲେଶ୍ୱର, (କେପିଏନଏସ୍‌) : ବାଲେଶ୍ୱରର ବାହାନଗାର ଦୁର୍ଘଟଣାସ୍ଥଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଂଚି ସ୍ଥିତି ସମୀକ୍ଷା ସହ ରେସ୍କ୍ୟୁ ଟିମ୍‌ ଅଧିକାରୀଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି । ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବାହାନଗା ହାଇସ୍କୁଲ ପଡିଆରେ ଅବତରଣ କରିବା
Read More...

ଫଗୁଖେଳ ଖେଳିଖେଳି ଆନନ୍ଦରେ ଉଦଣ୍ଡ କୀର୍ତ୍ତନରେ ଯାତ୍ରା ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ରାଜାଘର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରରେ ସପ୍ତାହବ୍ୟାପୀ ଚାଲିଥିବା ପାର୍ଶ୍ଵଦେବାଦେବୀଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ, ଷୋଡ଼ଶ ପୂଜାର୍ଚ୍ଚନା, ନାମଯଜ୍ଞ, ଘୃତଯଜ୍ଞ, ଆନନ୍ଦବଜାର ଆଦି ଉଦ୍‌ଯାପିତ ହୋଇଯାଇଛି । ଶୁକ୍ରବାର ସକାଳେ କଳସ,
Read More...

ବାହାନଗା ରେଳ ଦୁର୍ଘଟଣାରେ ୭୯ ଜଣ ଆହତ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି

ଭଦ୍ରକ : ବାହାନଗା ରେଳ ଷ୍ଟେସନ୍‌ ପଣପଣାଠାରେ ଘଟିଥିବା ଭୟାନକ ଦୁର୍ଘଟଣାରେ ଆହତ ହୋଇଥିବା ୭୯ଜଣ ବ୍ୟକ୍ତି ଭଦ୍ରକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏଠାରେ ୨ଜଣଙ୍କ ମୃତ୍ୟୁ ଘଟିଛି । ୧୪ଜଣ ଆହତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ୪୮ ଜଣ ଡାକ୍ତର ଚିକିତ୍ସାରେ ଲାଗିଛନ୍ତି ।
Read More...

କରମଣ୍ଡଳ ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି, ଆହତ ସଂଖ୍ୟା ହଜାରେ ପାର୍‌

ବାଲେଶ୍ୱର : କରମଣ୍ଡଳ ଟ୍ରେନ୍‌ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୮୮ରେ ପହଞ୍ଚିଥିବା ବେଳେ ଆହତଙ୍କ ସଂଖ୍ୟା ୧ ହଜାର ପାର୍‌ ହୋଇଛି । ଏନେଇ ମନ୍ତ୍ରୀ ପ୍ରମିଳା ମଲ୍ଲିକା ସୂଚନା ଦେଇଛନ୍ତି । ସେହିପରି ଆଗକୁ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି ।
Read More...

ଆଦର୍ଶ ଶିକ୍ଷକ କୁଳମଣି ମିଶ୍ରଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଦର୍ଶ ଶିକ୍ଷକ କୁଳମଣି ମିଶ୍ର(୮୧)ଙ୍କ ବରଗଡ ସ୍ଥିତ ବିକାଶ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତରାତି ପ୍ରାୟ ୮ଟା ୪୦ ମିନିଟ୍‌ରେ ପରଲୋକ ଘଟିଥିବା ତାଙ୍କ ଜ୍ୟେଷ୍ଠପୁତ୍ର ଅରୁଣ ମିଶ୍ର ସୂଚନା ଦେଇଛନ୍ତି । ଦୀର୍ଘ ଏକ ବର୍ଷ ହେବ ବାର୍ଦ୍ଧକ୍ୟଜନିତ ରୋଗରେ
Read More...

ଫପସି ଭିଆଇପି ଛକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲା ଦେଇ ଅନେକ ସମୟରେ ଗଞ୍ଜେଇ ଚୋରାଚାଲାଣ କରାଯାଉଛି । ବୌଦ୍ଧ, ଫୁଲବାଣୀ ଓ କଳାହାଣ୍ଡି ଜିଲ୍ଲାରୁ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ, ତୁଷୁରା ଓ ବଲାଙ୍ଗିର ସହର ଦେଇ ବାହାର ରାଜ୍ୟକୁ ବିପୁଳ ପରିମାଣରେ ଗଞ୍ଜେଇ ଚୋରାଚାଲାଣ କରାଯାଉଛି ।
Read More...