pakka

ଫଗୁଖେଳ ଖେଳିଖେଳି ଆନନ୍ଦରେ ଉଦଣ୍ଡ କୀର୍ତ୍ତନରେ ଯାତ୍ରା ଉଦ୍‌ଯାପିତ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ରାଜାଘର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରରେ ସପ୍ତାହବ୍ୟାପୀ ଚାଲିଥିବା ପାର୍ଶ୍ଵଦେବାଦେବୀଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ, ଷୋଡ଼ଶ ପୂଜାର୍ଚ୍ଚନା, ନାମଯଜ୍ଞ, ଘୃତଯଜ୍ଞ, ଆନନ୍ଦବଜାର ଆଦି ଉଦ୍‌ଯାପିତ ହୋଇଯାଇଛି । ଶୁକ୍ରବାର ସକାଳେ କଳସ, ଘଟ ଆଦି ଯମୁନାକୁ ବିସର୍ଜନ କରିବାକୁ ଯାଇ ହରିବୋଲ, ହୁଳାହୁଳି ଦେଇ ଆନନ୍ଦରେ ଫଗୁଖେଳି ଉଦଣ୍ଡ କୀର୍ତ୍ତନରେ ଭକ୍ତ ନାଚି ଉଠିଥିଲେ । ଛତ୍ରପୁର ନିକଟସ୍ଥ ଲାଇନ୍ସକ୍ଲବ ପୋଖରୀରେ ଠାକୁରଙ୍କ ବିସର୍ଜନ କରିଥିଲେ ।

jay balangir
Leave A Reply

Your email address will not be published.

18 − eighteen =

error: Content is protected !!