Daily Archives

ବାହାନଗା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ବାଲେଶ୍ୱର : ଦେଶ ପାଇଁ ଶୁକ୍ରବାର ଥିଲା ଏକ କଳା ଦିବସ । ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଘଟିଛି ଚଳିତ ବର୍ଷର ସବୁଠୁ ବଡ଼ ରେଳ ଦୁର୍ଘଟଣା । ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ତିନୋଟି ଟ୍ରେନ୍‌ । ଦେଖୁ ଦେଖୁ ଦୁର୍ଘଟଣାଜନିତ କର୍କଶ ଛାତିଫଟା ଶବ୍ଦ ସହ କାନ୍ଦରୋଳ ଓ ଚିତ୍‌କାରରେ
Read More...

ଶିଶୁ ବିକାଶ କେନ୍ଦ୍ରରେ ବିଶ୍ୱ ଶିଶୁ ଦିବସ ପାଳନ

ଶିଶୁ କ୍ଷୁଦ୍ର ନୁହେଁ ବିରାଟ ସମୁଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଶିଶୁ ବିକାଶ କେନ୍ଦ୍ର ତରଫରୁ ବିଶ୍ୱ ଶିଶୁ ଦିବସ ଟିକ୍ରାପଡା ରାମ ମନ୍ଦିରଠାରେ ଅନୁଷ୍ଠାନର ଉପଦେଷ୍ଟା ତଥା ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ଅଧ୍ୟକ୍ଷତାରେ ଏକ
Read More...

ଦେଷଣ୍ଢ ୬ଷ୍ଠ ନାଇଟ ସର୍କିଲ କ୍ରିକେଟ ଟୁର୍ଣାମେଣ୍ଟ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଦେଷଣ୍ଢରେ ଗତ ଗୁରୁବାର ରାତିରେ ସ୍ଥାନୀୟ ଲାନ୍ଥବୁଢ଼ା କ୍ରିକେଟ ଦଳ ପକ୍ଷରୁ ୬ଷ୍ଠ ନାଇଟ ସର୍କିଲ କ୍ରିକେଟ ଟୁର୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାର ଉଦ୍‌ଘାଟନୀ ଉତ୍ସବରେ ସାଂସଦଙ୍କ ଦେଓଗାଁ ବ୍ଲକ ପ୍ରତିନିଧି ଅମିତ୍ ସିଂ
Read More...

ନୂତନ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପୌର କ୍ରମଚାରୀ ସଂଘ ପକ୍ଷରୁ ସ୍ୱାଗତ ସମର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂତନ ବଲାଙ୍ଗିର ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପୌର କର୍ମଚାରୀ ସଂଘ, ବଲାଙ୍ଗିର ତରଫରୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉକ୍ତ ସ୍ୱାଗତ ସମ୍ବର୍ଦ୍ଧନାରେ ପୌର କର୍ମଚାରୀ ସଂଘର ସଭାପତି ରତନ ମହାରଣା, ବରିଷ୍ଠ ଆଇନଜୀବୀ ତଥା
Read More...

ନିଖିଳ ଓଡିଶା ଲେଡି ମାଟ୍ରୋନ୍ ମହାସଂଘର ବୈଠକ : ଜୁନ୍ ପ୍ରଥମ ସପ୍ତାହରେ ପୁଣି ଆନ୍ଦୋଳନ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ନିଖିଳ ଓଡିଶା ଲେଡି ମାଟ୍ରୋନ୍ ମହାସଂଘ, ସୁନ୍ଦରଗଡ ଜିଲ୍ଲା ଶାଖାର ଏକ କାର୍ଯ୍ୟକାରିଣୀ ବୈଠକ ବୁଧବାର ଲହୁଣୀପଡା ବ୍ଲକ କାର୍ଯ୍ୟାଳୟ ନିକଟରେ ଥିବା ବାବା ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ସଭାପତି ଝରଣା
Read More...

ରୋତ ସାପ୍ତାହିକ ବଜାରରେ ଦହି ସରବତ ଓ ଓଆର୍‌ଏସ୍‌ ପାଣି ବଣ୍ଟନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଅନ୍ତର୍ଗତ ରୋତ ସାପ୍ତାହିକ ବଜାର ନିକଟରେ ବିଂଗ ହ୍ୟୁମାନ ଫାଉଣ୍ଡେସନ, ରୋତ ସରପଂଚ ଓ ସମିତି ସଭ୍ୟ ତରଫରୁ ଦହି ପାଣି ଓ ଓଆର୍‌ଏସ୍‌ ପାଣି ବଣ୍ଟା ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମଟି ରୋତ ସରପଂଚ ଜୟଲାଲ ସିନ୍ଦୁର ଓ ସମିତି ସଭ୍ୟ କମଳ ସେଠ
Read More...

ଜଳ ଯୋଗାଣ ପ୍ରକଳ୍ପ କାମ ନିମ୍ନମାନର ହେଉଥିବା ଅଭିଯୋଗ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଅନ୍ତର୍ଗତ ବୁଦୁଲା ପଂଚାୟତର ଡଙ୍ଗଜୁରୀ ଗ୍ରାମରେ ଜଳଯୋଗାଣ ପ୍ରକଳ୍ପ ପାଇଁ ଇଂଟେକ କୂପ ନିର୍ମାଣ କାମ ଚାଲିଛି । କିନ୍ତୁ କାମ ନିମ୍ନମାନର ହେଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ଗ୍ରାମବାସୀଙ୍କ କହିବା ଅନୁସାରେ, କାମ ନିମ୍ନମାନର
Read More...

ମୃତକଙ୍କୁ ଅନୁକମ୍ପା ମୂଳକ କ୍ଷତିପୂରଣ ଦେବାକୁ ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରଠାରୁ ମାତ୍ର ୬ କି.ମି ଦୂରରେ ଗୋପାଳପୁର ବନ୍ଦର ଅବସ୍ଥିତ । ତା'ର ନିକଟବର୍ତ୍ତୀ ଅଞ୍ଚଳ ଆର୍ଯ୍ୟପଲ୍ଲୀ ସମୁଦ୍ରକୂଳ ଗଣ୍ଡରେ ଗତ ଗୁରୁବାର ସକାଳେ ସମୁଦ୍ରକୁ ଗାଧୋଇବାକୁ ଯାଇ ଦୁଇ କଲେଜ ଛାତ୍ରୀ ସମୁଦ୍ରରେ ବୁଡ଼ି
Read More...

ଛତ୍ରପୁର ରୋଟାରୀ କ୍ଲବର ଆନୁଷ୍ଠାନିକ ସାମାରୋହରେ ରୋଟାରୀ ଗଭର୍ଣ୍ଣରଙ୍କ ଯୋଗଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରୋଟାରୀ କ୍ଲବକୁ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ପ୍ରଭୁଦତ୍ତ ସୁବୁଦ୍ଧି ବୁଧବାର ଛତ୍ରପୁର ରୋଟାରୀ କ୍ଲବ ପରିଦର୍ଶନରେ ଆସିଥିଲେ । ଅନୁଷ୍ଠିତ ସାମାରୋହରେ ଅନୁଷ୍ଠାନର ଆଭିମୁଖ୍ୟ ଏବଂ ବିଭିନ୍ନ ଜନସେବାମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ
Read More...