pakka

ତୃତୀୟ ଦିନରେ ପହଂଚିଲା ଜିଲ୍ଲା ମିଳିତ ଅମଲା ସଙ୍ଘର ଧାରଣା

bbehera

ବଲାଙ୍ଗିର : ଜିଲ୍ଲା ମିଳିତ ଅମଲା ସଙ୍ଘ ପକ୍ଷରୁ ବଲାଙ୍ଗିର ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆ ଯାଇଥିବା ବେଳେ ଆଜି ଏହି ଧାରଣା ତୃତୀୟ ଦିନରେ ପହଂଚିଛି । ହେଲେ ରାଜ୍ୟ ସରକାର ଶୁଣୁ ନାହାନ୍ତି ଅମଲା ସଙ୍ଘୀ ଦାବୀ । ତେବେ ଏହାକୁ ନେଇ ଅମଲା ସଂଘ ସରକାରଙ୍କୁ କଡା ଚେତାବନୀରେ ପହଂଚିଛି । ହେଲେ ରାଜ୍ୟ ସରକାର ଶୁଣୁ ନାହାନ୍ତି ଅମଲା ସଙ୍ଘୀ ଦାବୀ । ତେବେ ଏହାକୁ ନେଇ ଅମଲା ସଂଘ ସରକାରଙ୍କୁ କଡା ଚେତାବନୀ ମଧ୍ୟ ଦେଇଛନ୍ତି । ଆଗାମୀ ଦିନରେ ଅମଲା ସଙ୍ଘର ଦାବୀ ପୂରଣ ନହେଲେ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି ।

jay balangir
Leave A Reply

Your email address will not be published.

19 − twelve =

error: Content is protected !!