Daily Archives

ମେଣ୍ଡା ପଞ୍ଚାୟତରେ ପିଇବା ପାଣି ପାଇଁ ସମସ୍ତେ ଡହକବିକଳ

ତରଭା : ତରଭା ବ୍ଲକ ଅନ୍ତର୍ଗତ ମେଣ୍ଡା ଗ୍ରାମ ହେଉଛି ସର୍ବବୃହତ ପଞ୍ଚାୟତ । ଏହି ୧୪ଟି ଓ୍ବାର୍ଡ ଓ ସାତ ହଜାରରୁ ଅଧିକ ଲୋକସଂଖ୍ୟା ବିଶିଷ୍ଟ ଗ୍ରାମ ପଞ୍ଚାୟତରେ ଖରା ଦିନ ଆସିଗଲେ ପିଇବା ପାଣି ପାଇଁ ସମସ୍ତେ ହନ୍ତସନ୍ତ ହୋଇ ଡହକବିକଳ ହେଉଥିବା ଦେଖାଯାଉଛି । ସୂଚନାଯୋଗ୍ୟ ଯେ, ଏହି
Read More...

‘ମୋ ଘର’ ଯୋଜନାକୁ ସଫଳ କରିବା ନିମନ୍ତେ କର୍ମଶାଳା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଓଡିଶା ସରକାରଙ୍କ ତରଫରୁ ଗ୍ରାମ୍ୟଞ୍ଚଳରେ ଗୃହ ସହାୟତା ନିମନ୍ତେ 'ମୋ ଘର' ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ବିଶେଷ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ
Read More...

ବିଶାଖାପାଟଣା ସ୍ଥିତ ରୋଗର ସହାୟତା କେନ୍ଦ୍ରର ସୁବିଧା ଜାରି ରହିବ

ଚଳିତବର୍ଷ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣାଉପକୃତ ହେବେ ଚିକିତ୍ସା ପାଇଁ ଯାଉଥିବା ମାଲକାନଗିରିର ଗରିବ, ଆଦିବାସୀ ଲୋକ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଶାଖାପାଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଖୋଲା ଯାଇଥିବା ‘ରୋଗୀ ସହାୟତା କେନ୍ଦ୍ର’
Read More...

ବିଷାକ୍ତ ଫଳ ଖାଇ ୫ ନାବାଳକ ଅସୁସ୍ଥ

ବାସୁଦେବପୁର : ବିଷାକ୍ତ ଫଳ ଖାଇ ୫ ନାବାଳକ ଅସୁସ୍ଥ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବାସୁଦେବପୁର ବ୍ଲକ ଚୂଡ଼ାମଣୀମଲିକ ସାହିରେ ଏଭଳି ଘଟଣା ଘଟିଛି । ଗୁରୁବାର ଅପରାହ୍ଣରେ ୫ ଜଣ ନାବାଳକ ସାଥୀ ହୋଇ ଖେଳୁଥିବା ବେଳେ ବଣରେ କୋଳି ତୋଳି ଖାଇଥିଲେ । ସମସ୍ତେ ଘରକୁ ଫେରିବା ପରେ ବାନ୍ତି
Read More...

ଜୁନ୍‌ ୫ରେ ‘ପ୍ରକୃତି ବନ୍ଧୁ’ ସମ୍ମାନରେ ସମ୍ବର୍ଦ୍ଧିତ ହେବେ ଖଇରା ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠର…

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଖଇରା ଗ୍ରାମରେ ଥିବା ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠର ବରିଷ୍ଠ ଶିକ୍ଷକ ଡ. ନାରାୟଣ ମିଶ୍ର 'ପ୍ରକୃତି ବନ୍ଧୁ' - ୨୦୨୩ ସମ୍ମାନରେ ଆସନ୍ତା ୫ ତାରିଖ ଦିନ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ କନଭେନସନ ହଲ୍‌ଠାରେ
Read More...

+୨ ବିଜ୍ଞାନ ପରୀକ୍ଷାଫଳ : ପଶ୍ଚିମ ଓଡ଼ିଶାରେ ଯୁବୋଦୟର ଶ୍ରେଷ୍ଠ ପ୍ରଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : +୨ ବିଜ୍ଞାନ ପରୀକ୍ଷାଫଳ ଗତ ବୁଧବାର ଦିନ ପ୍ରକାଶିତ ହୋଇଥିବା ବେଳେ ବଲାଙ୍ଗିରର ଯୁବୋଦୟ କଲେଜ ପଶ୍ଚିମ ଓଡ଼ିଶାରେ ଶ୍ରେଷ୍ଠ ପ୍ରଦର୍ଶନ କରିଛି । ପଶ୍ଚିମ ଓଡ଼ିଶାର ପ୍ରଥମ ୫ଟି ସ୍ଥାନରେ ୬ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ସମସ୍ତେ ଯୁବୋଦୟ କଲେଜର
Read More...

ବାଡେପଙ୍ଗା ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ : ମାଫିଆ ଫେରାର୍

ବୌଦ୍ଧ : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଧୀନ ବାଡେପଙ୍ଗା ଜଙ୍ଗଲ ନିକଟରୁ ୨୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବାହାର ରାଜ୍ୟକୁ ଚାଲାଣ ପାଇଁ ବାଡ଼େପଙ୍ଗା ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ଗଚ୍ଛିତ ଥିବା ଖବର ପାଇ ଏସ୍‌ପି ରାଜ ପ୍ରସାଦଙ୍କ ନିର୍ଦ୍ଦେଶ
Read More...

ଗଞ୍ଜାମ ଏନ୍‌ଏସିରୁ ମୋରମ ଚୋରା ଚାଲାଣ ଅଭିଯୋଗକୁ ଖଣ୍ଡନ କଲେ ଇଓ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି ପୁରୁଣା ୫ମ ଜାତୀୟ ରାଜପଥ ଦମଦାରପୁର ରାସ୍ତାକଡ଼ରୁ ଲକ୍ଷାଧିକ ଟଙ୍କାର ମୋରମ ଚୋରି ଅଭିଯୋଗ ହୋଇଥିଲା । ଅଭିଯୋଗକୁ ନେଇ ଗଞ୍ଜାମ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏହା ମିଥ୍ୟା ଓ ଭିତ୍ତିହୀନ ଅଭିଯୋଗ ବୋଲି କହିଛନ୍ତି ।
Read More...

ପୁଣି ଓଡ଼ିଶାକୁ ଟପ୍ପର ପ୍ରଦାନ କରିବାରେ ସିଏନ୍‌ସି ସଫଳ ହେଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି ଓଡ଼ିଶାକୁ ଟପ୍ପର ପ୍ରଦାନ କରିବାରେ ବଲାଙ୍ଗିରର ଅଗ୍ରଣୀ ବାଣିଜ୍ୟ ଶିକ୍ଷାନୁଷ୍ଠାନ ସିଏନ୍‌ସି ସଫଳ ହୋଇପାରିଛି । ଗତ ୩୧ ତାରିଖ ଦିନ ପ୍ରକାଶିତ ହୋଇଥିବା ସିଏଚ୍‌ଏସ୍‌ଇ +୨ ବାଣିଜ୍ୟ ପରୀକ୍ଷା ଫଳରେ ସିଏନ୍‌ସି ବାଣିଜ୍ୟ ବିଦ୍ୟାଳୟ ପୁଣି ଥରେ ବଲାଙ୍ଗିର
Read More...

ଜୁଲାଇ ଶେଷ ସୁଦ୍ଧା ଗାଈଖାଇରେ ମିଳିବ ବୋଟିଂ ସୁବିଧା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବନାଞ୍ଚଳ ଅଧୀନସ୍ଥ ସାଲେଭଟା ଅଙ୍ଗ ଜଳସେଚନ ପ୍ରକଳ୍ପ ଗାଈଖାଇ ଡ୍ୟାମ୍‌କୁ ଇକୋଟୁରିଯିମ ମାନ୍ୟତା ମିଳିବା ପରେ ଏଠାରେ ବନ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା ହାତକୁ ନିଆଯାଇଛି । ପୂର୍ବରୁ ଏଠାରେ ବୋଟିଂ ଟ୍ରାଏଲ କରାଯିବା ସହିତ ଡ୍ୟାମ୍‌ର ପ୍ରବେଶ
Read More...