Daily Archives

ଫପସି ଛକରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ

ସଇଁତଲା : ଟିଟିଲାଗଡ଼ ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ବଙ୍ଗୋମୁଣ୍ଡା ଅବକାରୀ ବିଭାଗ, ମୋବାଇଲ ଟିମ୍‌ ଓ ଟିଟିଲାଗଡ଼ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଗଂଜେଇ ଜବତ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇବା ପରେ ସଇଁନ୍ତଲା ଥାନା ଅନ୍ତର୍ଗତ ବଡ଼ମାଲ
Read More...

ବଲାଙ୍ଗିର ସହରକୁ ସବୁଜ ସୁନ୍ଦର ଓ ସରସ କରିବା ଲକ୍ଷ୍ୟରେ ପୌର ପରିଷଦ ପ୍ରତିଶ୍ରୁତିବଦ୍ଧ : ପୌର ଅଧ୍ୟକ୍ଷା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆକ୍ରୋଶମୂଳକ ଭାବେ ବଲାଙ୍ଗିର ମ୍ୟୁନିସିପାଲିଟିକୁ କାମ କରୁନଥିବା ଆକ୍ଷେପ କରାଯାଉଥିବା ଅଭିଯୋଗ ଆଣିଛନ୍ତି ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ମ୍ୟୁନିସିପାଲିଟିର ଉନ୍ନୟନମୂଳକ କାର୍ୟ୍ୟର ସଂପୂର୍ଣ୍ଣ ବିବରଣୀ ପ୍ରଦାନ ପାଇଁ ଆଜି ଅପରାହ୍ନରେ ବଲାଙ୍ଗିର
Read More...

ପ୍ରଧାନମନ୍ତ୍ରୀ ଫସଲ ବୀମା ଜାଲିଆତି ନେଇ ଥାନାରେ ଅଭିଯୋଗ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ବେନ୍ଦେର ଗ୍ରାମର ଶେଷଦେବ ପଧାନଙ୍କ ଏକଜିମାଲି ଜମିକୁ ଖପ୍ରାଖୋଲ ସଦର ଗ୍ରାମର ଏକ କମ୍ପ୍ୟୁଟର ଦୋକାନୀ ନିଜ ନାମରେ ଜାଲିଆତି କରି ପ୍ରଧାନମନ୍ତ୍ରୀ ଫସଲ ବୀମା କରାଇ ନେଇଥିବା ନେଇ ଲାଠୋର ଥାନାରେ ଅଭିଯୋଗ କରିଛନ୍ତି । ସୂଚନା
Read More...

‘ଉଦାହରଣ’ ଅନୁଷ୍ଠାନର ପ୍ରଥମର ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସହିଦଙ୍କ ପରିବାରକୁ ସାହାଯ୍ୟ ଓ ସହଯୋଗର ହାତ ବଢାଉଥିବା 'ଉଦାହରଣ' ଅନୁଷ୍ଠାନର ପ୍ରଥମ ପ୍ରସ୍ତୁତି ବୈଠକ ଇଣ୍ଡୋ ଜର୍ମାନ୍ କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ପ୍ରାକ୍ତନ ସିଆର୍‌ପିଏଫ୍‌ ଡିଆଇଜି ଦୟାନିଧି ତନ୍ତିଙ୍କ ଅଧ୍ୟକ୍ଷତାରେ
Read More...

ଜୈବିକ ଔଷଧ ପ୍ରସ୍ତୁତି ସମ୍ୱନ୍ଧୀୟ ତାଲିମ ଓ ଜୈବିକ କୃଷିର ଉପାଦେୟତା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ପାଣ୍ଡେସରା ଗ୍ରାମର ଚାଷୀଙ୍କୁ ନେଇ ଜୈବିକ ଔଷଧ ପ୍ରସୂତି ସମ୍ୱନ୍ଧୀୟ ଏକ ତାଲିମ କାର୍ଯ୍ୟକ୍ରମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ)ତରଫରୁ ଆୟୋଜିତ ହୋଇଯାଇଛି । ଏଥିରେ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଚାଷୀ
Read More...

କର୍କଟ ସଚେତନତା ଶିବିର ଆୟୋଜନ ଉପରେ ଓଡ଼ିଆ ଜାତୀୟ ସମ୍ମିଳନୀର ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ଜୁନ ୧୨ତାରିଖ ସୋମବାର ଦିନ ଚକେଇସିଆଣୀ ସ୍ଥିତ ମଞ୍ଚନାଥ ଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡ଼ିଆ ଜାତୀୟ ସମ୍ମିଳନୀ ଆନୁକୂଲ୍ୟରେ କର୍କଟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଉକ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମ୍ମିଳନୀର
Read More...

ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାରେ ଛାତ୍ରୀଙ୍କ କୃତିତ୍ୱ

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ବର୍ଷ ପ୍ରକାଶ ପାଇଥିବା ଓଡଶା ବୋର୍ଡର ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାରେ ସିଭିଲ ଟାଉନ୍‌ସିପ୍‌ସ୍ଥିତ ନିମ୍ବସ କ୍ୟାରିୟର କୋଚିଂ ସେଣ୍ଟରର ଛାତ୍ରୀ ତାନିଆ ସାହୁ ୯୨.୩୩ ପ୍ରତିଶତ ମାର୍କ ରଖି ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେ ଛେଣ୍ଡସ୍ଥିତ
Read More...

ଜୁନ୍ ୩୦ ସୁଦ୍ଧା ମିଳିବ ସ୍କୁଲ ୟୁନିଫର୍ମ : ସବୁ ଡିଇଓଙ୍କୁ ଓସେପା ନିର୍ଦ୍ଦେଶକଙ୍କ ଚିଠି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚଳିତ ମାସ ୩୦ ତାରିଖ ସୁଦ୍ଧା ସ୍କୁଲ ପିଲାଙ୍କୁ ମିଳିବ ୟୁନିଫର୍ମ ଏବଂ ଜୋତା । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ୟୁନିଫର୍ମ ପ୍ରଦାନ ନେଇ ଗାଇଡଲାଇନ ଜାରି କରାଯାଇଛି । ପ୍ରତି ପିଲାଙ୍କୁ ୨ ହଳ ପୋଷାକ, ହଳେ ଜୋତା, ୨ ହଳ ମୋଜା ମିଳିବ ବୋଲି ସୂଚନା ମିଳିଛି
Read More...

ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରା ବସ କଣ୍ଡକ୍ଟରମାନଙ୍କୁ ଫାଷ୍ଟଏଡ୍‌ ସାର୍ଟିଫିକେଟ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବେସରକାରୀ ବସ କଣ୍ଡକ୍ଟରମାନଙ୍କୁ ବିଭିନ୍ନ ଦିଗରେ ବିକଶିତ କରିବା ପ୍ରୟାସ କଲା ଜିଲ୍ଲା ପ୍ରଶାସନ ଓ ବସ ମାଲିକ ସଂଘ । ତେଣୁ ସ୍ଥାନୀୟ ନୂତନ ବସ ଟର୍ମିନାଲର ବେସରକାରୀ ବସ ସଂଘଠାରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ କର କମଳରେ ବସ
Read More...

ଅବସରପ୍ରାପ୍ତ ସୈନିକଙ୍କ ଘରୁ ଏସି ଚୋରି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ବଢ଼ି ଚାଲିଛି ଚୋରଙ୍କ ଆତଙ୍କ । ଗତ ବୁଧବାର ରାତିରେ ସହରର ଜଣେ ଅବସରପ୍ରାପ୍ତ ସୈନିକଙ୍କ ଘରେ କଳାକନା ବୁଲାଇ ଦେଇଛନ୍ତି ଚୋରମାନେ । ବଲାଙ୍ଗିର ସହରର ରାଧିକାନଗରରେ ରହୁଥିବା ଅବସରପ୍ରାପ୍ତ ସୈନିକ ଗୋପବନ୍ଧୁ ସାହୁ ପରିବାର ଲୋକଙ୍କୁ ନେଇ ଗତ
Read More...