pakka

ଜୁନ୍ ୩୦ ସୁଦ୍ଧା ମିଳିବ ସ୍କୁଲ ୟୁନିଫର୍ମ : ସବୁ ଡିଇଓଙ୍କୁ ଓସେପା ନିର୍ଦ୍ଦେଶକଙ୍କ ଚିଠି

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚଳିତ ମାସ ୩୦ ତାରିଖ ସୁଦ୍ଧା ସ୍କୁଲ ପିଲାଙ୍କୁ ମିଳିବ ୟୁନିଫର୍ମ ଏବଂ ଜୋତା । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ୟୁନିଫର୍ମ ପ୍ରଦାନ ନେଇ ଗାଇଡଲାଇନ ଜାରି କରାଯାଇଛି । ପ୍ରତି ପିଲାଙ୍କୁ ୨ ହଳ ପୋଷାକ, ହଳେ ଜୋତା, ୨ ହଳ ମୋଜା ମିଳିବ ବୋଲି ସୂଚନା ମିଳିଛି । ଏହା ସହିତ ଗୋଟିଏ ଟ୍ରାକ୍ ପ୍ୟାଣ୍ଟ, ଗୋଟିଏ ଟି-ସାର୍ଟ, ଗୋଟିଏ ଟୋପି ମିଳିବ, ୩୦ ସୁଦ୍ଧା ବଣ୍ଟନ ସୁନିଶ୍ଚିତ କରିବାକୁ ସବୁ ଡିଇଓଙ୍କୁ ଓସେପା ନିର୍ଦ୍ଦେଶକ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.

twelve + twenty =