Daily Archives

ସିପିଆଇ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତଥା ଜିଲ୍ଲା ପରିଷଦ କମିଟି ପକ୍ଷରୁ ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଜି ଆନ୍ଦୋଳନ କରିଛନ୍ତି । ସିପିଆଇ ପାର୍ଟିର ଶତାଧିକ ସଭ୍ୟମାନେ ନୂତନ ବସ୍‌ ଟର୍ମିନାଲରୁ ପଦଯାତ୍ରା କରି ଜିଲ୍ଲାପାଳଙ୍କ
Read More...

ମନ୍ଦିର ଉନ୍ନତିକରଣରେ ବଲାଙ୍ଗିରକୁ ଅଣଦେଖା କରାଯାଉଥିବା ନେଇ ସାମ୍ବାଦିକ ସମ୍ମିଳନୀ : ଆନ୍ଦୋଳନ ଧମକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ଯାଦବ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟବ୍ୟାପୀ ଦେବାଳୟମାନଙ୍କ ଉନ୍ନତିକରଣ କରାଯାଉଥିବା ବେଳେ ବଲାଙ୍ଗିରର ଦେବାଳୟମାନଙ୍କୁ ପାତର ଅନ୍ତର କରାଯାଉଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଦେବାଳୟ ସୁରକ୍ଷା
Read More...

ଇଣ୍ଟରସିଟି ଟ୍ରେନ୍‌କୁ ହୁମା ଷ୍ଟେସନରେ ରଖିବା ପାଇଁ ଦାବୀପତ୍ର ପ୍ରଦାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ହୁମା ପଞ୍ଚାୟତ ସମିତି ସଭ୍ୟ ଧ୍ରୁବ ଚରଣ ପଲାଇଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଇଣ୍ଟରସିଟି ଟ୍ରେନ୍‌କୁ ହୁମା ଷ୍ଟେସନରେ ରଖିବା ପାଇଁ ବୁଧବାର ଦିନ ଇଷ୍ଟକୋଷ୍ଟ ରେଳବାଇ ଜେନେରାଲ ମ୍ୟାନେଜର ମନୋଜ ଶର୍ମାଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଥିବା
Read More...

କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିୟରିଂରେ ପିଏଚ୍ ଡିଗ୍ରୀ ହାସଲ କଲେ ଶୋଭିତ ମିଶ୍ର

ଖଡ଼ିଆଳ, (ନିରାକାର ମେହେର) : ଖଡ଼ିଆଳ ମୁକାପୁର ନିବାସୀ ଶୋଭିତ ମିଶ୍ର କାଲିଫର୍ଣ୍ଣିଆ ପବ୍ଲିକ ବିଶ୍ଵବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିୟରିଂରେ ପିଏଚ୍‌ଡି ଡିଗ୍ରୀ ହାସଲ କରିଛନ୍ତି । ପେରାମ୍ବୁଲଠାରେ ଏକ କନଭୋକେସନ୍‌ରେ ଏକ ଭବ୍ୟ ସମାରୋହରେ ମାନପତ୍ର ପ୍ରଦାନ କରାଯାଇଛି । ସେ
Read More...

ଜୁନ୍‌ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୁନ୍‌ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ତଦନୁସାରେ ଜୁନ୍‌ ମାସ ୦୫ ତାରିଖ ସକାଳ ଘ. ୮.୩୦ ମି. ସମୟରେ ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ
Read More...

ବାଦିବାହାଲ ପଂଚାୟତରେ ମନରେଗା ଦୁର୍ନୀତିର ତଦନ୍ତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗତ ୨୦୧୭-୧୮ ବର୍ଷରେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦିବାହାଲ ଗ୍ରାମ ପଞ୍ଚାୟତରେ ମନରେଗା କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ମନରେଗା ଯୋଜନାରେ ମାଟି କାମ କରିଥିବା ଦର୍ଶାଇ କେତେକ ନାବାଳକ ସ୍କୁଲ ଛାତ୍ରଛାତ୍ରୀଙ୍କ
Read More...

ବିମାନ ଯୋଗେ ସିଙ୍ଗାପୁର ଯିବେ ଗଞ୍ଜାମ ମିଶନ ଶକ୍ତିର ୪ଜଣ ଦକ୍ଷ ମହିଳା

ସେମାନଙ୍କ ଯାତ୍ରାର ଶୁଭକାମନା କଲେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆସନ୍ତା ଜୁନ ୩ ତାରିଖ ଦିନ ବିମାନ ଯୋଗେ ଓଡିଶାରୁ ସିଙ୍ଗାପୁରକୁ ୪ଜଣ ମିଶନ ଶକ୍ତିର ମହିଳା ଯାତ୍ରା କରିବେ । ମିଶନଶକ୍ତିର ୪ଜଣ ମିଶନ କୁଇନଙ୍କୁ ଗଞ୍ଜାମ ଜିଲ୍ଲା ପ୍ରଶାସନ
Read More...

ମାଣ୍ଡୋସିଲ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଭାରତୀୟ ଜନତା ପାର୍ଟି ମାଣ୍ଡୋସିଲ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବରଗଡ ଜିଲ୍ଲା ଉପ ସଭାପତି ସରୋଜ ସାମଲ, ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋବର୍ଦ୍ଧନ ଅଗ୍ରୱାଲ ଓ ମନ କି
Read More...

ଟିଟିଲାଗଡ଼ ସହରରେ ମଙ୍ଗଳବାର ଦିନ ୯ ଘଣ୍ଟା ବିଦ୍ୟୁତ ଯିବା ଯୋଗୁଁ ଲୋକେ ଅତିଷ୍ଟ : ଗ୍ରୀଡ ସ୍ଥାପନ ଦାବୀ କଲା ବିଜେପି

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହର ସାରା ରାଜ୍ୟରେ ଉତ୍ତପ୍ତ ସହର ରୂପେ ପରିଚିତ । ଗ୍ରୀଷ୍ମ ଋତୁ ଆସିବା ପୂର୍ବରୁ ଟିଟିଲାଗଡ଼ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ କିଭଳି ସହରବାସୀଙ୍କୁ ସମସ୍ତ ସେବା ଯୋଗାଇ ଦିଆଯିବ ସେଥିପାଇଁ ସମସ୍ତ ବିଭାଗକୁ ନିର୍ଦ୍ଦେଶ
Read More...

ପ୍ରଧାନ ଶିକ୍ଷକ ଭକ୍ତ ରଞ୍ଜନ ଭୋଇଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

ଗୁଡଭେଲା/ତୁଷୁରା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ଦେଉଳଗୁଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଗୁଡଭେଲା ବ୍ଲକ୍‌ର ପୂର୍ବତନ ସ୍କୁଲ ନିରୀକ୍ଷକ ଭକ୍ତ ରଞ୍ଜନ ଭୋଇଙ୍କୁ ବିଦ୍ୟାଳୟ ଓ ଶିକ୍ଷକମାନଙ୍କ ତରଫରୁ ବୁଧବାର ପୂର୍ବାହ୍ନରେ ବିଦ୍ୟାଳୟ
Read More...