Daily Archives

ମାଗଣା ଚକ୍ଷୁ ଅସ୍ତ୍ରୋପଚାର ଶିବିର

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଅନ୍ତର୍ଗତ ଆରୁହାବୃତ୍ତି ନଂ-୧ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଆରୁହାବୃତ୍ତି ନଂ-୧ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ସକାଳ ୧୦ ଘଟିକା ସମୟରେ ଭୋଗରାଇ ଭରଷା ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଏକ ମାଗଣା ଚକ୍ଷୁପରୀକ୍ଷା ଓ
Read More...

ଟିଟିଲାଗଡ଼ ସହରରେ ଦେଖା ଦେଇଥିବା ବିଭିନ୍ନ ସମସ୍ୟାକୁ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କମିଟି…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ଟିଟିଲାଗଡ଼ କଂଗ୍ରେସ ଦଳ ତଥା ଟିଟିଲାଗଡ଼ ନଗର କଂଗ୍ରେସ ତରଫରୁ ଟିଟିଲାଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ନଗର କଂଗ୍ରେସର ଆବାହକ ଦେବାନନ୍ଦ ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି ଗଣଧାରଣାରେ ପୂର୍ବତନ ମନ୍ତ୍ରୀ
Read More...

ଗୁଡଭେଲା ବ୍ଲକ୍‌ର ନୂତନ ଏବିଇଓ ବିପିନ ବାଗଙ୍କୁ ତୁଷୁରା କ୍ଲଷ୍ଟର ତରଫରୁ ସ୍ୱାଗତ

ତୁଷୁରା, (କେପିଏନ୍‌ଏସ୍‌) : ଆଜି ତୁଷୁରା କ୍ଲଷ୍ଟର ତରଫରୁ ଗୁଡଭେଲା ବ୍ଲକ୍‌ର ନୂତନ ଏବିଇଓ ବିପିନ ବାଗଙ୍କୁ ସ୍ଥାନୀୟ ବାଳିକା ନୋଡାଲ ହାଇସ୍କୁଲର ସଭାଗୃହରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ବରିଷ୍ଠ ଏବିଇଓ ରମେଶ ସାମର୍ଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ନୂତନ ଏବିଇଓ ବିପିନ ବାଗ
Read More...

ବଲାଙ୍ଗିରରେ କଂଗ୍ରେସ ଓ ବିଜେପି ଦଳ ଛାଡି ବିଜେଡିରେ ସାମିଲ ହେଲେ ଶତାଧିକ କର୍ମୀ ଓ ନେତା

କଂଗ୍ରେସକୁ ଝଟକା, ଶଙ୍ଖ ଫୁଙ୍କିଲେ ଲୋଇସିଂହାର ନବ ନାଏକ ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ଶାସକ ବିଜେଡି ଦଳ ୨୩ ବର୍ଷ ଶାସନରେ ରହିଆସିଥିବା ବେଳେ ଦଳର ପତିଆରା ଏବେ ବି ଅକ୍ଷୁର୍ଣ୍ଣ ରହିଛି । ଏବେ ଅନ୍ୟ ଦଳରୁ ନେତା ଓ କର୍ମୀମାନେ ଆସି ବିଜେଡିରେ ସାମିଲ ହେଉଛନ୍ତି । ନବୀନ
Read More...

ପୋଲିସ ଅଧିକାରୀ ନାମରେ ଧମକାଇବା ଓ ଡରାଇବା ନେଇ ଥାନାରେ ଅଭିଯୋଗ 

କଳାହାଣ୍ଡି, (ପ୍ରଦୀପ କୁମାର ସାହୁ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ବଟି ଅସୁଲି କରୁଥିବା ୨ ଜଣ ଅସାମାଜିକ ବ୍ୟକ୍ତିଙ୍କୁ ସମର୍ଥନ କରି ଭବାନୀପାଟଣା ଟାଉନ ଥାନା ଏଏସଆଇ ପଙ୍କଜ ତାଣ୍ଡି ଅଭିଯୋଗକାରୀଙ୍କୁ ଧମକାଇବା, ଗାଳି ଗୁଳଜ ସହ ତଣ୍ଟିଆ ମାରିବା ଭଳି ଘଟଣାରେ ସେହି ସମାନ ଥାନାରେ
Read More...

ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୭ ଆହତ

ଫୁଲବାଣୀ : ସକାଳୁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ଅଟୋ ରିକ୍ସା ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୭ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ସମସ୍ତ ଆହତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ଫୁଲବାଣୀ ଜିଲ୍ଲା
Read More...

ନବରଙ୍ଗପୁର ଜିଲ୍ଲାରେ ୫ଟି ସଚିବଙ୍କ ଦ୍ଵିତୀୟ ଦିନ

ଉମରକୋଟ : ନବରଙ୍ଗପୁରର ଜିଲ୍ଲାରେ ୫ଟି ସଚିବଙ୍କ ଦ୍ଵିତୀୟ ଦିନ ଗସ୍ତରେ ଉମରକୋଟ ବ୍ଲକର ପ୍ରସିଦ୍ଧ ଐତିହାସିକ ପୀଠ ପୋଡ଼ାଗଡ଼ ପରିଦର୍ଶନ କରିଛନ୍ତି ଭି.କେ ପଣ୍ଡିଆନ । ପାହାଡ଼ ଉପରେ ଥିବା ବିଭିନ୍ନ ମନ୍ଦିର ସହ ପୁରାତନ ଧ୍ଵଂସାବଶେଷ ଜିନିଷ ଦେଖିଥିଲେ । ଏହାପରେ ସେଠାରେ ରହିଥିବା ସଂଗ୍ରହାଳୟ
Read More...

୨ ବାଇକ୍‌ ମୁହାଁମୁହିଁ ଧକ୍କା : ୧ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବାଞ୍ଜିପାଲି ଗ୍ରାମ ନିକଟରେ ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଜଣକ ହେଲେ ପିଅରପାଲି ଗ୍ରାମର ଜୀବର୍ଦ୍ଧନ ଷାଣ୍ଢ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଓ ଯୁବ
Read More...

ପୁରୀ ବଡ଼ଦାଣ୍ଡରେ ବୁଲିଲା ଖଣ୍ଡା : ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ

ପୁରୀ : ପୁରୀ ବଡ଼ଦାଣ୍ଡରେ ବୁଲିଲା ଖଣ୍ଡା । ୩ ଜଣ ଯୁବକଙ୍କୁ ଖଣ୍ଡାରେ ମରଣାନ୍ତ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଜଣେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ପୂର୍ବ
Read More...

ଲୁଟ୍‌ କରିବା ପାଇଁ ସୁନା ଦୋକାନରେ ବୋମାମାଡ

ଭୁବନେଶ୍ୱର : ଖାରବେଳନଗର ଥାନା ଅଞ୍ଚଳରେ ଲୁଟ୍‌ କରିବା ପାଇଁ ୟୁନିଟ-୪ରେ ଥିବା ଶ୍ରୀଜୁଏଲର୍ସ ସୁନା ଦୋକାନକୁ ଶୁକ୍ରବାର ରାତି ସାଢ଼େ ୯ଟା ବେଳେ ବୋମାମାଡ଼ କରିଥିବା ଜଣାପଡିଛି । ଫଳରେ ସୁନା ଦୋକାନ ମାଲିକ ରମାକାନ୍ତ ମହାରଣା ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଏକ ଘରୋଇ ହସ୍ପିଟାଲରେ
Read More...