Daily Archives

ସୁରକ୍ଷିତ ମାତୃତ୍ଵକୁ ଆଶ୍ୱାସନା ପ୍ରଦାନ କରୁଛି ‘ସୁମନ’ କାର୍ଯ୍ୟକ୍ରମ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସୁରକ୍ଷିତ ମାତୃତ୍ଵକୁ ଆଶ୍ବାସନା ପ୍ରଦାନ କରୁଛି "ସୁମନ" କାର୍ଯ୍ୟକ୍ରମ । ବିନା ମୂଲ୍ୟରେ ୧୦୮ ଆମ୍ବୁଲାନ୍ସ ସେବା, ଅତି କମ୍‌ରେ ୪ଥର ପ୍ରସବ ପୂର୍ବ ଅଲଟ୍ରାସାଉଣ୍ଡ ସହ ସ୍ବାସ୍ଥ୍ୟ ପରୀକ୍ଷା ଏବଂ ଆଦର ସମ୍ମାନ ସହ ସେବା ପ୍ରଦାନକୁ ସୁନିଶ୍ଚିତ କରୁଛି ସୁମନ ।
Read More...

୨୦୦୬ରୁ ହାଉସିଂ ବୋର୍ଡର ଆବେଦନ ଜମି ୩୪ଜଣଙ୍କୁ ପ୍ରଦାନ କଲେ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୯୮୭ ମସିହାରେ ପ୍ରସ୍ତାବିତ ପ୍ରସ୍ତାବ ଅନୁଯାୟୀ ଗତ ୨୦୦୬ ମସିହାରୁ ବଲାଙ୍ଗିର ଜିଲ୍ଲାରେ ହାଉସିଂ ବୋର୍ଡରୁ ଜମି ପାଇବା ପାଇଁ ୩୭୦ ଜଣ ହିତାଧିକାରୀ ପଞ୍ଜିକରଣ କରିଥିଲେ । ହେଲେ ୧୬ ବର୍ଷ ପର୍ଯ୍ୟନ୍ତ ତାଙ୍କୁ କୌଣସି ପ୍ରକାର ଜମି ବଣ୍ଟନ କରାଯାଇନଥିଲା ।
Read More...

ବାଇକ ସହ ସାଇକେଲ ଦୁର୍ଘଟଣା ଗସ୍ତ, ୩ ଗୁରୁତର

ରାଜସୁନାଖଳା : ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ଉପରେ ରାଜସୁନାଖଳା ମହାବିଦ୍ୟାଳୟ ଅଳ୍ପ କିଛି ଦୂରତାରେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟି ୩ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
Read More...

ଆହତ ଅବସ୍ଥାରେ ଉଦ୍ଧାର ହେଲା ଚିତ୍ରା ହରିଣ

ସୋର : ଆହତ ଅବସ୍ଥାରେ ଉଦ୍ଧାର ହେଲା ଚିତ୍ରା ହରିଣ । ବାଲେଶ୍ଵର ଜିଲ୍ଲା ଅଚ୍ୟୁତପୁର ପଞ୍ଚାୟତ ସିରିପୁର ଗ୍ରାମ ବଉଳାଶୁଣି ପୋଖରୀରୁ ଆହତ ହରିଣ ଉଦ୍ଧାର ହୋଇଛି । ଗ୍ରାମବାସୀଙ୍କ ଦ୍ଵାରା ଉଦ୍ଧାର ହରିଣକୁ ପରେ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି । ନିକଟସ୍ଥ ଜଙ୍ଗଲରୁ ଖସି ଆସିଥିବା ଏକ ହରିଣ
Read More...

ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଲଣ ଉଦ୍‌ଯାପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଲଣ ଗୁରୁବାର ଗୋଧୂଳି ଲଗ୍ନରେ ପାରମ୍ପରିକ ନୀତି ଅନୁଯାୟୀ ହରିହର ଭେଟ ପାରସ୍ପରିକ ଫଗୁ ବିନିମୟରେ ଉଦ୍‌ଯାପିତ ହୋଇଯାଇଛି । ୧୨ ତାରିଖ ମଧ୍ୟରାତ୍ରରୁ ଆକର୍ଷଣୀୟ ଆତସବାଜୀ ବାଣ ପ୍ରଦର୍ଶନୀ ମଧ୍ୟରେ
Read More...

ସାତଟି ପିଏମ ମିତ୍ର (ପ୍ରଧାନ ମନ୍ତ୍ରୀ ମେଗା ଇଣ୍ଟିଗ୍ରେଟେଡ୍ ଟେକ୍ସଟାଇଲ୍ ରିଜିୟନ ଆଣ୍ଡ ଆପାରେଲ୍) ପାର୍କ ସାଇଟ୍…

• ତାମିଲନାଡୁ, ତେଲଙ୍ଗାନା, ଗୁଜୁରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ରରେ ପିଏମ ମିତ୍ର ପାର୍କ ପ୍ରତିଷ୍ଠା ହେବ• ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ 5ଏଫ ଦୃଷ୍ଟିକୋଣରେ ଅନୁପ୍ରାଣିତ ପିଏମ ମିତ୍ର ପାର୍କ - ଫାର୍ମ ରୁ ଫାଇବର ରୁ ଫ୍ୟାକ୍ଟ୍ରି ରୁ ଫ୍ୟାଶନ୍ ରୁ ଫରେନ୍•
Read More...

ଜି କିଶନ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ କାଶୀ (ବାରଣାସୀ) ଠାରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ପର୍ଯ୍ୟଟନ ପ୍ରଶାସନିକ…

• “ଏସ୍ସିଓରେ ପର୍ଯ୍ୟଟନର ବିକାଶ ବର୍ଷ ୨୦୨୩” ପାଇଁ କାର୍ଯ୍ୟ ଯୋଜନା ଅନୁମୋଦିତ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ, ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜି କିଶନ ରେଡ୍ଡୀ ୧୭ ମାର୍ଚ୍ଚ ୨୦୨୩ରେ "କାଶୀ” (ବାରଣାସୀ) ଠାରେ ଆୟୋଜିତ ସାଂଘାଇ ସହଯୋଗ ସଂଗଠନ
Read More...

ଏକ ଇନିସିଆଲ୍ ପବ୍ଲିକ୍ ଅଫର ମାଧ୍ୟମରେ ଷ୍ଟକ୍ ଏକ୍ସଚେଞ୍ଜରେ ଇଣ୍ଡିଆନ୍ ରିନୱେବଲ୍ ଏନର୍ଜି ଡେଭଲପମେଣ୍ଟ ଏଜେନ୍ସିକୁ…

ଏହା ମାଧ୍ୟମରେ ଆଇଆରଇଡିଏ ଦ୍ୱାରା ସରକାରୀ ଅଂଶଧନର କିଛି ଅଂଶ ବିକ୍ରି କରାଯିବ ତଥା ଫ୍ରେସ ଇକ୍ୟୁଟି ସେୟାର ମାଧ୍ୟମରେ ପାଣ୍ଠି ସଂଗ୍ରହ କରାଯିବ। ନୂଆଦିଲ୍ଲୀ, (ପିଆଇବି) : ଏକ ଇନିସିଆଲ୍ ପବ୍ଲିକ୍ ଅଫର ମାଧ୍ୟମରେ ଇଣ୍ଡିଆନ୍ ରିନୱେବଲ୍ ଏନର୍ଜି ଡେଭଲପମେଣ୍ଟ ଏଜେନ୍ସି (ଆଇଆରଇଡିଏ)କୁ
Read More...

ଜାଲ ନୋଟ୍ କାରବାର ମାମଲାରେ ଫେରାର ଥିବା ଦୁଇ ଜଣ ଅଭିଯୁକ୍ତ ଗିରଫ : କୋର୍ଟ ଚାଲାଣ କଲା ଖପ୍ରାଖୋଲ ପୋଲିସ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ଜାଲ ନୋଟ୍‌ କାରବାର ମାମଲାରେ ପୁଣି ଦୁଇ ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଲାଠୋର ଗାଁର ମାନସ ରଣା(୩୦) ଓ ତୁରେକେଲା ଥାନା ଗଭରା ଗାଁର ଭୁଜବଳ ମାଝୀ ବୋଲି ଜଣାପଡିଛି ।
Read More...

ପାଦ ଏବଂ ପାଟି ରୋଗ ନିରାକରଣ ନିମନ୍ତେ ସମଗ୍ର ଦେଶରେ ପ୍ରାୟ ୨୪ କୋଟି ଗୋରୁ ଏବଂ ମଇଁଷିମାନଙ୍କ ଟିକାକରଣ ଶେଷ ହୋଇଛି

୧. ପଶୁପାଳନ ଏବଂ ଦୁଗ୍ଧ ବିଭାଗ (ଡିଏଏଚ୍‌ଡି), ଭାରତ ସରକାର, ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳର ସରକାର / ପ୍ରଶାସନର ନିରବଚ୍ଛିନ୍ନ ପ୍ରୟାସ ଯୋଗୁଁ ଏବଂ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ହେଉଛି, ପଶୁପାଳକ ମାନଙ୍କ ସମର୍ଥନ ଯୋଗୁଁ ଏକ ନୂତନ କିର୍ତ୍ତୀମାନ ସ୍ଥାପନ ହେବା ସମ୍ଭବ ହୋଇ ପାରିଛି ।୨.
Read More...