Daily Archives

ବୁଲୁଛି କଲରାପତରିଆ ବାଘ

ନୂଆପଡା, (ନିରାକାର ମେହେର) : ନୂଆପଡାରେ ବାଘ ଆତଙ୍କ । ଧରମବନ୍ଧା ଥାନା ଲୋଡ୍ରା ଗାଁରେ ବୁଲୁଛି କଲରାପତ୍ରିଆ ବାଘ । ସୋମବାର ଏକ ବାରହା ଖାଇଥିବା ବେଳେ ମଙ୍ଗଳବାର ଏକ ଗାଈ ମାରି ଖାଇଥିବା ଜଣାପଡିଛି । ଖବର ପାଇ ବନ ବିଭାଗ ୫ଟି କ୍ୟାମେରା ଲଗାଇଥିବା ବେଳେ ସେଥିରେ କଲରାପତ୍ରିଆ ବାଘର
Read More...

ଟିଟିଲାଗଡ ଧବଳେଶ୍ଵର ମନ୍ଦିରରୁ ଦାନବାକ୍ସ ଚୋରି ଅଭିଯୋଗ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ର ପ୍ରସିଦ୍ଧ ଧବଳେଶ୍ଵର ମନ୍ଦିରରୁ ରାତି ଅଧରେ ଭିତରେ ଥିବା ଦାନବାକ୍ସ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଖବର ପାଇ ରାତିରେ ଥାନାଧିକାରୀ ରଞ୍ଜନ କୁମାର ବରିହା ସଦଳବଳେ ମନ୍ଦିରକୁ ଯାଇ ସ୍ଥିତି ଅନୁଧ୍ୟାନ କରି ସାଇଣ୍ଟିଫିକ ଟିମ୍‌କୁ ଡକାଇଥିବା
Read More...

ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ ଅଧ୍ୟକ୍ଷ ଭାବେ ଶପଥ ନେଲେ ସୁରେଶ ଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର : ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗର ଅଧ୍ୟକ୍ଷ ଭାବେ ସୁରେଶ ଚନ୍ଦ୍ର ମହାପାତ୍ର ଶପଥ ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ବୁଧବାର ରାଜଭବନରେ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ନବନିଯୁକ୍ତ ଅଧ୍ୟକ୍ଷ ଶ୍ରୀ ମହାପାତ୍ରଙ୍କୁ ଗୋପନୀୟତାର ଶପଥ
Read More...

ନାଲକୋ ଦ୍ୱାରା ସ୍ୱେଛାକୃତ ରକ୍ତଦାନ ଶିବିର : ୬୮ ୟୁନିଟ ରକ୍ତ ସଂଗୃହିତ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ନାଲକୋ ନଗରଠାରେ ଏକ ସ୍ଵେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ମାନ୍ୟତା ପ୍ରାପ୍ତ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ଼ (ନାଲକୋ) ଏବଂ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ନାଲକୋ ମହିଳା
Read More...

ଖୁବ୍‌ଶୀଘ୍ର ରାଜ୍ୟରେ ନିଯୁକ୍ତ ହେବେ ୪୦ ହଜାର ଶିକ୍ଷକ : ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର : ଖୁବ୍‌ଶୀଘ୍ର ରାଜ୍ୟର ପ୍ରାଥମିକ ସ୍କୁଲରେ ୨୦ ହଜାର ଶିକ୍ଷକ ଏବଂ ହାଇସ୍କୁଲରେ ୨୦ ହଜାର ଶିକ୍ଷକ ନିଯୁକ୍ତି ହେବେ । ଏନେଇ ବିଜ୍ଞାପନ ବାହାରି ସାରିଛି । ମୋଟ ୪୦ ହଜାର ଶିକ୍ଷକ ନିଯୁକ୍ତି ନିମନ୍ତେ ସରକାର ପଦକ୍ଷେପ ନେଇ ସାରିଥିବା ବୁଧବାର ଗଣମଧ୍ୟମକୁ ସୂଚନା ଦେଇଛନ୍ତି
Read More...

ଘର ପଛପଟ କାନ୍ଥ ଭାଙ୍ଗି ଦୁର୍ବୃତ୍ତମାନେ ୫୦ ହଜାର ଟଙ୍କା ନେଇଯାଇଥିବା ଅଭିଯୋଗ

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଅଧୀନ ଫୁଣ୍ଡେଲପଡା ଗ୍ରାମରେ ଡମୁ ଗୌଡଙ୍କ ଘର ପଛପଟ କାନ୍ଥ ଭାଙ୍ଗି ଦୁର୍ବୃତ୍ତମାନେ ୫୦ ହଜାର ଟଙ୍କା ନେଇଯାଇଛନ୍ତି । ଏନେଇ ଚନ୍ଦାହାଣ୍ଡି ଥାନାରେ ଡମୁ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଫୁଣ୍ଡେଲପଡା
Read More...

ନୂତନ ମୁଖ୍ୟ ଶାସନ ସଚିବଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର : ବରିଷ୍ଠ ଆଇଏଏସ୍‌ ଅଫିସର ପ୍ରଦୀପ କୁମାର ଜେନା ବୁଧବାର ରାଜ୍ୟର ନୂତନ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ମଙ୍ଗଳବାର ଶେଷ ହେବ । ପରେ ଶ୍ରୀ ଜେନା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି ।
Read More...

ଗଳାକାଟି ଦମ୍ପତିଙ୍କୁ ହତ୍ୟା ଅଭିଯୋଗ

ସୋର : ବାଲେଶ୍ୱର ଜିଲ୍ଲା ସୋର ଥାନା ମୁନି ସବିର ବାଲିପଡ଼ିଆଠାରେ ପଦାରେ ରଘୁନାଥ ବେହେରା ଓ ତାଙ୍କ ସ୍ତ୍ରୀ ପ୍ରଭାତୀ ସବିରା ମହାନ୍ତିଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ରଘୁନାଥ ବେହେରା ଓ ତାଙ୍କ ସ୍ତ୍ରୀ ପ୍ରଭାତୀ ସବିରା ମହାନ୍ତି ସାହି
Read More...

ରାଉରକେଲା ଆସିଥିବା ବିଦେଶୀ ନାଗରିକଙ୍କୁ ଆକ୍ରମଣ ଅଭିଯୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆସିଥିବା ଜଣେ ବିଦେଶୀ ନାଗରିକଙ୍କୁ କିଛି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଘଟଣା ବୁଧବାର ସକାଳେ ରେଲୱେ ଷ୍ଟେସନ ନିକଟ ଗୁରୁଦ୍ୱାରା ଗଳିରେ ଘଟିଛି । ଗୁରୁତର ଅବସ୍ଥାରେ ବିଦେଶୀ ନାଗରିକଙ୍କୁ ଉଦ୍ଧାର
Read More...

ମରାମତି ବେଳେ ହାଇଡ୍ରା ବେଲ୍ଟରୁ ଛିଡି ପଡିଲା ଡାକୋଟା

ଭୁବନେଶ୍ୱର : ସଂସ୍ଥାପନ ସମୟରେ ଛିଡ଼ିଲା ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ । ଭୁବନେଶ୍ୱର ଏୟାରପୋର୍ଟ ସାମ୍ନାରେ ବୁଧବାର ମରାମତି ବେଳେ ଏହା ହାଇଡ୍ରା ବେଲ୍ଟରୁ ଛିଡ଼ି ପଡ଼ିଥିଲା । ଫଳରେ ୨ ଜଣ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ଆହତ କର୍ମଚାରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି
Read More...