Daily Archives

ବାଲିଗୁଡ଼ା ଥାନା ଅଞ୍ଚଳରେ ପୁଣି ଚୋରି : ତାଲା ଭାଙ୍ଗି ଦୃର୍ବୁତ୍ତ ଲୁଟି ନେଲେ ସୁନା ଅଳଙ୍କାର

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି, ଡକାୟତି ବୃଦ୍ଧି ପାଇବାରେ ଲାଗିଛି । ଗତ ରାତିରେ ବାଲିଗୁଡ଼ା ଏନ୍ଏସି ଅନ୍ତର୍ଗତ ୨ ନଂ ୱାର୍ଡର ଜାମପଦା ସାହିର ଜଣେ ଆର୍ମି ଅଫିସରଙ୍କ ଘରୁ ଚୋରି ହୋଇଥିବା ଜଣାପଡ଼ିଛି ।
Read More...

ବଲାଙ୍ଗିର ରେଞ୍ଜ ପକ୍ଷରୁ ଚଢାଉ : ଶାଗୁଆନ ଗଣ୍ଡି ସହ ଟାଟାଏସି ଜବତ, ୧ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଞ୍ଜ ପକ୍ଷରୁ ଗତକାଲି ସନ୍ଧ୍ୟା ସାଢେ ୭ଟା ସମୟରେ ସାଗରପଡ଼ାରେ ଚଢ଼ାଉ କରାଯାଇ ୧୦.୨୪ ସିଏଫ୍‌ଟି ଓଜନ ବିଶିଷ୍ଟ ୩୪ଟି ଶାଗୁଆନ୍‌ ଗଣ୍ଡି ଲୋଡ଼ ହୋଇଥିବା ଏକ ଟାଟାଏସି ଗାଡି ନଂ.ଓଆର୍‌ ୩୧ ୪୮୭୨ ଜବତ୍‌ କରାଯାଇଥିବା ବେଳେ ଏହି ମାମଲାରେ ଜଣକୁ
Read More...

କୁଲଥିପାଲି ଗ୍ରାମରୁ ଛେଳି ଚୋରି ଘଟଣାରେ ୨ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ଅନ୍ତର୍ଗତ କୁଲଥିପାଲି ଗ୍ରାମରୁ ଜଣେ ଚାଷୀଙ୍କ ଘରୁ ଛେଳି ଚୋରି ଘଟଣାରେ ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ସଂଭୁ ଓ ଦେବରାଜ । ଉଭୟଙ୍କୁ ପୁଲିସ କାବୁ କରିବା ପରେ ଭୀମଭୋଇ ମେଡିକାଲ କଲେଜ
Read More...

ନିକୁଞ୍ଜ ଧଳ ହେଲେ ସ୍ୱତନ୍ତ୍ର ରିଲିଫ କମିଶନର

ଭୁବନେଶ୍ୱର : ବରିଷ୍ଠ ଆଇଏଏସ୍‌ ନିକୁଞ୍ଜ ଧଳ ହେଲେ ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) । ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ହେବା ପରେ ନିକୁଞ୍ଜଙ୍କୁ ଏହି ଦାୟିତ୍ବ ଦିଆଯାଇଛି । ଏଥିସହ ନିକୁଞ୍ଜଙ୍କୁ ଏସିଏସ୍‌ ପାହ୍ୟା ମିଳିଛି । ଶକ୍ତି ସହ ଅବକାରୀ ସଚିବ ଦାୟିତ୍ବରେ ସେ ରହିବେ ।
Read More...

ବିପୁଳ ପରିମାଣର ଗଞ୍ଜେଇ ଜବତ

ମନମୁଣ୍ଡା : ବୌଦ୍ଧ ଜିଲ୍ଲା ପୁଲିସ ୨ଟି ଜାଗାରୁ ୧୧୭୫ କେଜି ଗଞ୍ଜେଇ ଜବତ କରିଛି । ମନମୁଣ୍ଡା ଥାନା ଶଗଡା ପଂଚାୟତ ସେରାଗାଡୁ ଗ୍ରାମର ଜନୈକଙ୍କ ଘରୁ ୧୦୨୫ କେଜି ଏବଂ ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଡିମିରିଖୋଲ ଗ୍ରାମରୁ ଜନୈକଙ୍କ ଘରୁ ୧୫୦ କେଜି ଗଞ୍ଜେଇ ଜବତ ହୋଇଥିବା ଏସ୍‌ପି ରାଜ
Read More...

ଗଞ୍ଜାମ ବ୍ଲକସ୍ତରୀୟ ଜନ ଶୁଣାଣି

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ କନଫରେନ୍ସ ହଲଠାରେ ବ୍ଲକସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏବିଡିଓ ଭବାନୀ ଶଙ୍କର ପ୍ରଧାନ ଅଧକ୍ଷତା କରିଥିଲେ । ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ ପାତ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରବୀନ୍ଦ୍ର ନାଥ ମଲାଣ, ସହକାରୀ
Read More...

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ପ୍ରଦୀପ ଜେନା

ଭୁବନେଶ୍ୱର : ଦାୟିତ୍ୱ ନେବା ପୂର୍ବରୁ ନୂତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଙ୍ଗଳବାର ଭେଟିଛନ୍ତି । ତାଙ୍କ ସହ ଉନ୍ନୟନ କମିଶନର ଅନୁ ଗର୍ଗ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ପୂର୍ବତନ ମୁଖ୍ୟ ଶାସନ ସଚିବ
Read More...

ଦୁଇ ବାଇକ ମୁହାଁମୁହିଁ ଧକ୍କା : ୪ ଗୁରୁତର

ମୋରଡା : ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ତଥା ଚିତ୍ରଡା ଫାଣ୍ଡି ଅଧିନ ଅସ୍ତିଆ ଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଚାରି ଜଣ ଗୁରୁତର ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ବୁଧବାର ସକାଳୁ ପ୍ରବଳ କୁହୁଡି ହୋଇଥିବା କାରଣରୁ ମୋରଡା ଥାନା ଅନ୍ତର୍ଗତ
Read More...

ଗ୍ୟାସ୍ ସିଲିଣ୍ଡର ଫାଟି ୪ ଅଗ୍ନିଶମ କର୍ମଚାରୀ ଗୁରୁତର

ସମ୍ବଲପୁର : ଚାଉଁପୁରସ୍ଥିତ ଏକ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଗ୍ୟାସ୍ ସିଲିଣ୍ଡର ଫାଟିଯିବା ଫଳରେ ଦୋକାନରେ ନିଆଁ ଲାଗିଯାଇଥିଲା । ଖବର ପାଇ ନିଆଁକୁ ଆୟତ୍ତ କରିବା ବେଳେ ସିଲିଣ୍ଡର ବିସ୍ଫୋରଣ ହେବାରୁ ୪ ଜଣ ଅଗ୍ନିଶମ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ସୂଚନାନୁଯାୟୀ,
Read More...

ସକାଳ ୬ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ କୋଣାର୍କ ମନ୍ଦିର

କୋଣାର୍କ : ପରିବର୍ତ୍ତନ ହେଲା ସୂର୍ଯ୍ୟ ମନ୍ଦିର ପରିଦର୍ଶନ ସମୟ । ଆଜିଠୁ ସନ୍ଧ୍ୟା ସାତଟାରେ ବନ୍ଦ ହେବ କୋଣାର୍କ ମନ୍ଦିର । ପର୍ଯ୍ୟଟକଙ୍କ ପାଇଁ ମାର୍ଚ୍ଚ ୧ରୁ ସକାଳ ୬ଟାରୁ ସୂର୍ଯ୍ୟ ମନ୍ଦିର ମୁଖ୍ୟଦ୍ୱାର ଖୋଲରହି ସନ୍ଧ୍ୟା ୭ଟାରେ ବନ୍ଦ ହେବ । ପୂର୍ବରୁ ସନ୍ଧ୍ୟା ୬ ଟାରେ ସୂର୍ୟ୍ୟ ମନ୍ଦିର
Read More...