Daily Archives

ଭତ୍ତା ମିଳିବାରେ ଅନିୟମିତତା ଅଭିଯୋଗ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜାମକି ଗାଁରେ ଭତ୍ତା ମିଳିବାରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି । ଅଭିଯୋଗକାରୀଙ୍କ କହିବା ଅନୁସାରେ ତାଙ୍କୁ ମିଳୁଥିବା ଭତ୍ତା କାହାର ଚାରିମାସ, କାହାର ସାତ ମାସ ତ' କାହାର ଏକ
Read More...

ବିଧାୟକ ସରୋଜଙ୍କ ମହାନତା : ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ଡାକ୍ତରଖାନାରେ କଲେ ଭର୍ତ୍ତି

ପାଟଣାଗଡ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ନିର୍ବାଚନ ମଂଡଳୀର ବିଧାୟକ ତଥା ସରାକାରୀ ଦଳ ଉପମୁଖ୍ୟସଚେତକ ସରୋଜ କୁମାର ମେହେର ସାରା ପଶ୍ଚିମ ଓଡିଶାରେ ନିଜ କାର୍ଯ୍ୟଦକ୍ଷତାକୁ ନେଇ ଚର୍ଚ୍ଚାରେ ରହି ଆସୁଥିବା ବେଳେ ଆଜି ପୁଣି ଲୋକଲୋଚନକୁ ଆସିଛନ୍ତି । ତେବେ ଲାଠୋର ଥାନାରେ
Read More...

ବିଶ୍ୱନାଥ ଦେବଙ୍କର ୪୧ତମ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକର ଚାଇଁପୁର ଗ୍ରାମ ପଞ୍ଚାୟତର ଗଡକାଳୁପଡା ଗ୍ରାମର ଆରାଧ୍ୟ ଠାକୁର ଶ୍ରୀଶ୍ରୀ ବିଶ୍ୱନାଥ ଦେବଙ୍କର ୪୧ତମ ବିଶ୍ୱଶାନ୍ତି ମହାଯଜ୍ଞ ପାହାଡ ଶିର୍ଶରେ ହଜାର ହଜାର ଭକ୍ତଙ୍କ ଉପସ୍ଥିତିରେ ପାଳିତ ହୋଇଯାଇଛି । ବିଶ୍ୱର କଲ୍ୟାଣ ଏବଂ ଶାନ୍ତି
Read More...

ଭରସୁଜା ଜଳନ୍ଧର ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଭରସୁଜା ଜଳନ୍ଧର ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଂଯୋଜକ
Read More...

ମା’ ମଙ୍ଗଳାଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଅଭୟମୁଖୀ ପଞ୍ଚାୟତ ଇନ୍ଦିପୁର ବଡସାହିରେ ମା' ମଙ୍ଗଳାଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଟା ଉତ୍ସବ ଶୁକ୍ରବାର ସମ୍ପନ ହୋଇଛି । ୨ ଶହ ବର୍ଷ ପୂର୍ବେ ରତ୍ନାଚିରା ନଦୀଶଯ୍ୟାରୁ ଉଦ୍ଧାର ହୋଇଥିବା ମା' ମଙ୍ଗଳା
Read More...

ମୋହନଗିରି ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ପାଳିତ

ମୋହନଗିରି, (ହେମନ୍ତ ସାହୁ) : 'ଭଲ ମଣିଷଟିଏ ହେବା, ଆତ୍ମ ବିଶ୍ୱାସ ସହ ଯେ କୌଣସି ପରିସ୍ଥିତିକୁ ସାମ୍ନା କରିବା, ନିଜ ବିଦ୍ୟାଳୟକୁ ଭଲ ପାଇବା, ଅଞ୍ଚଳର ଉନ୍ନତିରେ କାମ କରିବା' ଏଭଳି କେତେକ ପ୍ରେରଣାଦାୟୀ ବକ୍ତବ୍ୟ, ଅତିଥି ବକ୍ତା ପିଲାଙ୍କ ଆଗରେ ରଖି ସରକାରୀ ଉଚ୍ଚ ବିଦ୍ୟାଳୟ, ମୋହାନଗିରି
Read More...

ଭରସୁଜାରେ ଚେସ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୁଜା ଗ୍ରାମରେ ଜାତୀୟସ୍ତରୀୟ ଚେସ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟ ଟି ୪ ଓ ୫ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ । ମୁଖ୍ୟ ଅତିଥି ଭାବେ ଲୋଇସିଂହା ବିଧାୟକ ଡ. ମୁକେଶ
Read More...

ଲୋଇସିଂହା କଲେଜରେ ଜିଲ୍ଲାସ୍ତରୀୟ ରେଡ଼କ୍ରସ୍‌ ଶିବିର ଉଦ୍‌ଘାଟିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ମହାବିଦ୍ୟାଳୟର ଯୁବ ରେଡ଼କ୍ରସ୍‌ ତରଫରୁ ବଲାଙ୍ଗିର ଜିଲ୍ଲାସ୍ତରୀୟ ଯୁବ ରେଡ଼କ୍ରସ୍‌ ଶିବିର ଶନିବାର ଉଦ୍‌ଘାଟିତ ହୋଇଯାଇଛି । ତିନିଦିନ ଧରି ଆୟୋଜିତ ହେବାକୁ ଥିବା ଏହି ଶିବିରରେ ଜିଲ୍ଲାର ୪୦ଟି କଲେଜରୁ ଯୁବ ରେଡ଼କ୍ରସ୍‌ ସ୍ୱେଚ୍ଛାସେବୀମାନେ
Read More...

୨୪୦ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ରାଜପଥ ନିକଟରୁ ୨୪୦ କିଲୋ ଗଞ୍ଜେଇ ଜବତ । ଗଜପତି ଜିଲ୍ଲା ମୋହନା ଅଞ୍ଚଳରୁ ଉତ୍ତର ପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ପୁକୁଡ଼ିବନ୍ଧଠାରେ ମାଡ଼ି ବସିଲା ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ଚଢାଉ ବେଳେ ଗଞ୍ଜେଇ ସହ ଟ୍ରକ୍ ଜବତ ହୋଇଛି
Read More...

ସାମ୍ବାଦିକ ରୋହିତ ବିଶ୍ୱାଳଙ୍କୁ ସହୀଦ ମାନ୍ୟତା ଦାବୀ

ବର୍ଷେ ତଳେ ନକ୍ସଲଙ୍କ ବୋମା ବିସ୍ଫୋରଣରେ ଘଟିଥିଲା ମୃତ୍ୟୁ ମ.ରାମପୁର, (ହେମନ୍ତ ସାହୁ) : ସାମ୍ବାଦିକ ରୋହିତ ବିଶ୍ୱାଳଙ୍କୁ ସହୀଦ ମାନ୍ୟତା ଦାବୀ କରାଯାଇଛି । ଗତବର୍ଷ ଫେବୃଆରୀ ମାସ ୫ ତାରିଖରେ ମାଓବାଦୀଙ୍କ ଦ୍ୱାରା ଖଂଜା ଯାଇଥିବା ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ସାମ୍ବାଦିକ ରୋହିତ
Read More...