Daily Archives

ଚାକିରି ଲୋଭ ଦେଖାଇ ଠକେଇ ମାମଲରେ ୯ ଜଣଙ୍କୁ ଗିରଫ କଲା ବଲାଙ୍ଗିର ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚାକିରି ଲୋଭ ଦେଖାଇ ଠକେଇ ମାମଲରେ ୯ ଜଣଙ୍କୁ ଗିରଫ କରିଛି ବଲାଙ୍ଗିର ଟାଉନ ପୋଲିସ । ଏ ସଂପର୍କରେ ଏସ୍‌ଡ଼ିପିଓ ତୋଫାନ୍‌ ବାଗ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଅଲଙ୍ଗପୁର ନିବାସୀ ସ୍ମୃତିରଞ୍ଜନ ସାହୁ(୨୦)ଙ୍କୁ
Read More...

ସତ୍ୟବାଦୀ ବନ ବିଦ୍ୟାଳୟ ନାମକରଣ ପାଇଁ ଦାବୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଐତିହ୍ୟ ସଂପନ୍ନ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ଯାହା ଉତ୍କଳମଣିଙ୍କ ହାତ ଗଢା କାରଖାନା ରୂପେ ସର୍ବତ୍ର ପରିଚିତ ତାହା ଦିନେ ଜାତୀୟ ବିଦ୍ୟାଳୟର ମାନ୍ୟତା ପାଇଥିଲା ଏବଂ ସେତେବେଳେର ନାମକରଣ ଥିଲା ସତ୍ୟବାଦୀ ଜାତୀୟ ବନ ବିଦ୍ୟାଳୟ । କ୍ଷୋଭ ଓ ପରିତାପର
Read More...

ଉଦ୍‌ଯାପିତ ହେଲା ମିନି ଓ ସବ୍‌ଜୁନିଅର ର‍୍ୟାଙ୍କିଂ ପ୍ରତିଯୋଗିତା

୧୭ ବର୍ଷ ବର୍ଗରେ ଜ୍ୟୋତିସୂର୍ଯ୍ୟ ଓ ଗୀତାଶ୍ରୀ ଏବଂ ୧୫ ବର୍ଷ ବର୍ଗରେ ବାପୁନ ଓ ଅଂଶିକା ଚାମ୍ପିୟନକାଲିଠୁ ଆରମ୍ଭ ରାଜ୍ୟ ସିନିଅର ଚାମ୍ପିୟନସିପ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପିଆର ହାଇସ୍କୁଲ ବ୍ୟାଡମିଣ୍ଟନ ଇନଡୋର ଷ୍ଟାଡିଅମ ଠାରେ ଅନୁଷ୍ଠିତ ରାଜ୍ୟ ମିନି ଓ ସବ୍‌ଜୁନିଅର
Read More...

ବ୍ୟାସକବିଙ୍କ ୧୮୦ତମ ଜୟନ୍ତୀ ଓ ବାର୍ଷିକୋତ୍ସବ ୨୦୨୩ ପାଳିତ

ରାଉରକେଲା, (ସସ୍ମତା ପ୍ରଧାନ) : ରାଉରକେଲା ନୂଆ ବସଷ୍ଟାଣ୍ଡ ସ୍ଥିତ ଫକୀର ମୋହନ ମାର୍କେଟ କମିଟି ଆନୁକୂଲ୍ୟରେ ବ୍ୟାସକବିଙ୍କ ୧୮୦ତମ ଜୟନ୍ତୀ ଓ ମାର୍କେଟର ବାର୍ଷିକୋତ୍ସବ ୨୦୨୩ ମାର୍କେଟ ପରିସରରେ ପାଳିତ ହୋଇଯାଇଛି । କମିଟିର ସଭାପତି ଅକ୍ଷୟ କୁମାର ଭୂୟାଁଙ୍କ ସଭାପତିତ୍ୱ ସାଧାରଣ ସମ୍ପାଦକ
Read More...

ଟିଟିଲାଗଡ କୋଲ୍‌ଡ୍‌ ଷ୍ଟୋରେଜ୍‌ ଚଳାଇବାକୁ ଖୋଜାଚାଲିଛି ଘରୋଇ କମ୍ପାନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ମୋଟ ଜନସଂଖ୍ୟାର ୭୩% ଲୋକ କୃଷିଉପରେ ନିର୍ଭରଶୀଳ । ରାଜ୍ୟସରକାର ସବୁବେଳେ କୃଷି ଓ କୃଷକଙ୍କ ଉନ୍ନତି କଥା ଚିନ୍ତା କରୁଥିବା କହୁଛନ୍ତି । କିନ୍ତୁ ବଲାଙ୍ଗିର ଜିଲ୍ଲାର ଚାଷୀ ସରକାରୀ ଅବହେଳାର ଶିକାର ହୋଇ କେବଳ ମୁଣ୍ଡରେ ହାତ ଦେଇ
Read More...

ମା’ମାନଙ୍କୁ ସଶକ୍ତ କରିବାକୁ ସରକାର ପ୍ରତିଶୃତି ବଦ୍ଧ : ନିରଞ୍ଜନ ପୂଜାରୀ

ସୋନପୁର ବ୍ଲକ ମିଶନ ଶକ୍ତି ଗୃହର ଲୋକାର୍ପଣ କଲେ ସଂସଦୀୟ ବ୍ୟାପାର ଓ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ମା'ମାନେ ସଶକ୍ତ ହେଲେ ରାଜ୍ୟ ସଶକ୍ତ ହେବ, ମା'ମାନଙ୍କୁ ସମସ୍ତ କ୍ଷେତ୍ରରେ ସଶକ୍ତ କରିବାକୁ ରାଜ୍ୟ ସରକାର ପ୍ରତିଶୃତି ବଦ୍ଧ ବୋଲି ସ୍ଥାନୀୟ
Read More...

ରାମମନ୍ଦିର ପରିସରରେ ରାମଳୀଲା ଯାତ୍ରା ପାଇଁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଯୋଗଦେଲେ ଜିଲ୍ଲାପାଳ

ବୌଦ୍ଧ, (ସଞ୍ଜୟ କୁମାର ନନ୍ଦ) : ଆଜି ମକର ସଂକ୍ରାନ୍ତିର ଶୁଭ ଅବସରରେ ଚଳିତବର୍ଷ ବୌଦ୍ଧ ରାମଳୀଲା ମନ୍ଦିର ପରିସରରେ ରାମଳୀଳା ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି
Read More...

କଚେରୀ ପଡିଆରେ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ସାମିଲ ହେଲେ ଜିଲ୍ଲାପାଳ

ବୌଦ୍ଧ, (ସଞ୍ଜୟ କୁମାର ନନ୍ଦ) : ବୌଦ୍ଧ କଚେରୀ ପଡିଆରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଜିଲ୍ଲା ମୋହତ୍ସବ ଓ ପଲିଶ୍ରୀ ମେଳା, ବାଣିଜ୍ୟ ମେଳା କାର୍ଯ୍ୟକ୍ରମର ତୃତୀୟ ଦିବସରେ ଆଜି ସକାଳୁ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା
Read More...

ବଡମ୍ବା ଦଳାଚକଟାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଞ୍ଚ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣା ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ମକର ମେଳାରେ କଟକ ଜିଲ୍ଲା ବଡ଼ମ୍ବା ନୃସିଂହନାଥ ପୀଠରେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ
Read More...

ଗଜେନ୍ଦ୍ର ପାଣିଗ୍ରାହୀଙ୍କ ପରଲୋକ

ସାଲେଭଟା, (କେପିଏନ୍‌ଏସ୍‌) : ତରଭା ବ୍ଲକ ମେଣ୍ଡା ଗ୍ରାମର ଗଜେନ୍ଦ୍ର ପାଣିଗ୍ରାହୀ (୭୦)ଙ୍କ ପରଲୋକ ହୋଇଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତ ୨ ତାରିଖ ଦିନ ମେଣ୍ଡା ହାଟପଦା ସ୍ଥିତ ତାଙ୍କ ଦୋକାନ ପାଖରେ ହଠାତ୍‌ ପଡିଯାଇଥିବାରୁ ସଜ୍ଞାହୀନ ହୋଇଯାଇଥିଲେ । ତୁରନ୍ତ ଚିକିତ୍ସା ପାଇଁ
Read More...
error: Content is protected !!