Daily Archives

ବରପାଲି ପଡାରୁ ଚୋରା ଏସ୍‌କଫ୍‌ କଫ୍‌ ସିରପ୍‌ ଓ ନିଶା ଟାବ୍‌ଲେଟ୍‌ ବେପାରୀକୁ କାବୁ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚୋରା ଏସ୍‌କଫ୍‌ କଫ୍‌ ସିରପ୍‌ ଓ ନିଶା ଟାବ୍‌ଲେଟ୍‌ ବେପାରୀକୁ କାବୁ କରିଛି ବଲାଙ୍ଗିର ଟାଉନ୍‌ ଥାନା ପୋଲିସ । ଏ ସଂପର୍କରେ ଟାଉନ୍‌ ଥାନା ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ଗତ ରାତି ୩ଟା ୦୫ ମି ସମୟରେ ପେଟ୍ରୋଲିଂ କରୁଥିବା ବେଳେ ବିଶ୍ଵସ୍ତ
Read More...

କନ୍ଧପାଲିପଡା ନିକଟରେ ୩୮ଟି ଶାଗୁଆନ ପଟା ଜବତ କଲା ବନ ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : କନ୍ଧପାଲିପଡା ନିକଟରେ ୩୮ଟି ଶାଗୁଆନ ପଟା ଜବତ କରିଛି ବନ ବିଭାଗ ବୋଲି ଖବର ମିଳିଛି । ସୂଚନା ଅନୁସାରେ ସହରର କନ୍ଧପାଲିପଡା ନିକଟରେ ଦୁଇ ଜଣ ବ୍ୟକ୍ତି ଏକ ଅଟୋ ରିକ୍ସା(ଓଡି-୦୩ଏକ୍ସ-୯୫୧୪)ରେ ଶାଗୁଆନ ପଟା ନେଇ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ
Read More...

ମଠଖାଇ ମହୋତ୍ସବ-୨୦୨୩ର ତୃତୀୟ ସଂଧ୍ୟାରେ ମଂଚସ୍ଥ ହେଲା ଓଡ଼ିଆ ନାଟକ ‘ଫୁଲ୍‌ ଟେନ୍‌ସନ୍‌’ : ମଠଖାଇ ସମ୍ମାନରେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସର୍ବଭାରତୀୟ ନାଟକ ମହୋତ୍ସବ ମଠଖାଇ ମହୋତ୍ସବ-୨୦୨୩ର ତୃତୀୟ ସଂଧ୍ୟାରେ ମଂଚସ୍ଥ ହୋଇଛି ଓଡ଼ିଆ ନାଟକ ‘ଫୁଲ୍‌ ଟେନ୍‌ସନ୍‌’ । ଏହି ନାଟକକୁ ପରିବେଷଣ କରିଛନ୍ତି ଭୁବନେଶ୍ୱରର ‘ପଞ୍ଚମବେଦ’ ଅନୁଷ୍ଠାନ । ଆନନ୍ଦ ଚନ୍ଦ୍ର ପହିଙ୍କ ଲିଖିତ ତଥା ହରେନ୍‌ ସାହୁଙ୍କ
Read More...

ଗାନ୍ଧୀ ଷ୍ଟାଡିୟମରେ ଓସିଏ ଭିଜନ ୨୦୨୪ ଇଣ୍ଟ୍ରା ଡିସ୍‌ଟ୍ରିକ୍ଟ କ୍ଲବ କ୍ରିକେଟ୍‌ ସିନିୟର ଲିଗ୍‌ର ଶୁଭାରମ୍ଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ସିନିୟର ଇଣ୍ଟ୍ରା ଡିସ୍‌ଟ୍ରିଷ୍ଟ କ୍ଲବ ଲିଗ୍‌ ଆଜି ଉଦ୍‌ଘାଟିତ ହୋଇଯାଇଛି । ଓଡିଶା କ୍ରିକେଟ ଏସୋସିଏସନ୍‌ ଆନୁକୂଲ୍ୟରେ ଓ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିର ଦ୍ୱାରା ଆୟୋଜିତ ଏହି ଲିଗ୍‌ ସିନିୟର କ୍ରିକେଟ ଖେଳାଳିଙ୍କୁ ନେଇ
Read More...

ମାଲପଡା ନାଗରିକ କମିଟିର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ନାଗରିକ କମିଟିର ସାଧାରଣ ବୈଠକ କମିଟିର ସଭାପତି ଯୁଧିଷ୍ଟିର ମିଶ୍ରଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛି । ସଂପାଦକ ପଂଚାନନ ସେଠ ପୂର୍ବମାସର ବିବରଣୀ ପାଠ କରିଥିଲେ । ସଭ୍ୟମାନେ ମାଲପଡା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଆଗାମୀ ମାସରେ
Read More...

ମାନସିକ ବିକୃତି ମହିଳାଙ୍କୁ ଥଇଥାନ କଲା ପ୍ରଶାସନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଞ୍ଚାୟତ ଶୁଣ୍ଢିମୁଣ୍ଡା ଗାଁର ଜଣେ ମାନସିକ ବିକୃତି ମହିଳାଙ୍କୁ ପ୍ରଶାସନ ପକ୍ଷରୁ ଥଇଥାନ କରାଯାଇଛି । ମାନସିକ ବିକୃତି ଥିବା ଶୁଣ୍ଢିମୁଣ୍ଡା ଗାଁର ନନ୍ଦିନୀ ଗହୀର ନାମକ ଜଣେ ମହିଳା ବିଭିନ୍ନ ସମୟରେ
Read More...

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଦିଶା ଯୋଜନା ଅଧୀନରେ ଆଇନଗତ ସାକ୍ଷରତା ଏବଂ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟ ଆଇନ ସେବା ପ୍ରାଧିକରଣ, ନୂଆଦିଲ୍ଲୀଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ବିନୟ କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ବଲାଙ୍ଗିର ଜିଲ୍ଲା ପ୍ରଶାସନର ସହଯୋଗ କ୍ରମେ ତା୦୮/୦୧/୨୦୨୩ ରିଖ ରବିବାର ଦିନ
Read More...

ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ଉତ୍ସବ ଚତୁର୍ଥ ଦିନରେ

କ୍ରିକେଟରେ ଟିଟିଲାଗଡ ବିଜେତା ଓ ବଲାଙ୍ଗିର ବ୍ଲକ ଉପବିଜେତା ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏଫ୍‌ଆଇଏଚ୍‌ ଓଡିଶା ହକି ପୁରୁଷ ବିଶ୍ୱ କପ -୨୦୨୩କୁ ସ୍ମରଣୀୟ କରିବା ପାଇଁ ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ଉତ୍ସବ ଚତୁର୍ଥ ଦିନରେ ପହଞ୍ଚିଛି । ଆଜିର ଦିନରେ ସ୍ଥାନୀୟ
Read More...

ଚଳିତ ମାସର ପିଡିଏସ୍‌ ଚାଉଳ ପ୍ରଦାନ ଦାବୀରେ ବିଡ଼ିଓଙ୍କୁ ଦାବୀପତ୍ର ଦେଲେ ହରଭଙ୍ଗା ଗ୍ରାମବାସୀ

ଡୁଡୁକା, (କେପିଏନ୍‌ଏସ୍‌) : ଚଳିତ ମାସର ପିଡିଏସ୍‌ ଚାଉଳ ପ୍ରଦାନ ଦାବୀରେ ବିଡ଼ିଓଙ୍କୁ ଦାବୀପତ୍ର ଦେଲେ ଡୁଡୁକା ବ୍ଲକ ହରଭଙ୍ଗା ଗ୍ରାମବାସୀ । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଚଳିତ ମାସ ପଞ୍ଚାୟତର ସବୁ ଗାଁକୁ ଚାଉଳ ବଣ୍ଟା ହୋଇସାରିଛି ହେଲେ ହରଭଙ୍ଗା ଗାଁକୁ ଏଯାଏଁ ପିଡିଏସ୍‌ ଚାଉଳ
Read More...

‘ଉତ୍ତମ ଚରିତ୍ର, ଶୃଙ୍ଖଳା ଛାତ୍ରର ଭୂଷଣ ଅଟେ’

ଖପ୍ରାଖୋଲ, (ଅଶୋକ ବାଗ) : ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବରେ ଭାରତୀୟ ସଂସ୍କୃତି ଧିରେ ଧିରେ କଳୁଷିତ ହେବାରେ ଲାଗିଛି । ଆମ ସଂସ୍କୃତିରେ ବାପା, ମାଆ, ଗୁରୁ ଏବଂ ଅତିଥିଙ୍କୁ ଭଗବାନ ମର୍ଯ୍ୟାଦା ଦିଆଯାଇଛି । ନୈତିକତା ଓ ମୂଲ୍ୟବୋଧ ଭାରତୀୟ ସଂସ୍କୃତିର ମୂଳମନ୍ତ୍ର ଅଟେ । ଉତ୍ତମ ଚରିତ୍ର
Read More...
error: Content is protected !!