Daily Archives

ନରସିଂହଙ୍କ ପୌର ସମୀକ୍ଷା

ସହର ସଫେଇ, ନାଳ ନର୍ଦ୍ଦମା ଓ ଆବର୍ଜନା ପରିଚାଳନାରେ ଘୋର ଦୁର୍ନୀତି : ନରସିଂହବନ୍ଧ ପୋଖରୀକୁ ସଫା ରଖିବା ପରିବର୍ତ୍ତେ ଆବର୍ଜନା କୁଣ୍ଡରେ ପରିଣତ କରିଛି ପୌର ପରିଷଦ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୂତନ ପୌର ପରିଷଦ ଗଠନ ହେବାର ନଅ ମାସ ବିତି ଯାଇଥିଲେ ସୁଦ୍ଧା ସହରର ସଫେଇ
Read More...

ଚକ୍ରଧରପୁର ଏସିଏମ୍‌ ବିନିତ କୁମାରଙ୍କ ରାଉରକେଲା ରେଳ ଷ୍ଟେସନ ତଦାରଖ

ରାଉରକେଲା, (ସସ୍ମିତା ପ୍ରଧାନ) : ଦକ୍ଷିଣ ପୂର୍ବ ରେଳବାଇ ଚକ୍ରଧରପୁର ଡିଭିଜନର ସହକାରୀ ବାଣିଜ୍ୟିକ ଅଧିକାରୀ ବିନିତ କୁମାର ରାଉରକେଲା ଗସ୍ତରେ ଆସି ରେଳ ଷ୍ଟେସନର ବିଭିନ୍ନ କାର୍ଯ୍ୟକୁ ତଦାରଖ କରିବା ସହ ସୌନ୍ଦର୍ଯ୍ୟକରଣ ଓ ଅନ୍ୟାନ୍ୟ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । ଆଗାମୀ ହକି
Read More...

୨ୟ ମନୋଜ ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଜୁରାବନ୍ଧ ଓ କୁରସୁଡ଼ ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଞ୍ଚାୟତ ମନିଗାଁରେ ୨ୟ ମନୋଜ ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ପଞ୍ଚମ ଦିବସର ପ୍ରଥମ ରାଉଣ୍ଡରେ ଜୁରାବନ୍ଧ ଦଳ ବିଜୟୀ ହୋଇଥିଲା । ଏଥିରେ ଅତିଥି ଭାବେ ଲୋୟର ଇନ୍ଦ୍ର
Read More...

ଆଗଲପୁର ମାହେଶ୍ୱରୀ ସଂଗଠନର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମାହେଶ୍ୱରୀ ଆଗଲପୁର ଶାଖାର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବ ନିମନ୍ତେ ପ୍ରଥମେ ମଶାଲ ଶୋଭାଯାତ୍ରାକୁ ଫାଣ୍ଡି ଅଧିକାରୀ ଅନ୍ତର୍ଯ୍ୟାମୀ ବେହେରା ଓ ମାହେଶ୍ୱରୀ ସଂଗଠନର ନିର୍ଦ୍ଦେଶ ଅଂକୁଶ କୁମାର
Read More...

ଦଶମ ରାଜ୍ୟସ୍ତରୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପ୍ ଦ୍ଵିତୀୟ ଦିବସ : ସେମି ଫାଇନାଲରେ ପଦ୍ମପୁର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଖଇରପାଲି ଠାରେ ରାଜ୍ୟସ୍ତରୀୟ ଦଶମ ଗୋଳଡେନ ଷ୍ଟାର କ୍ରିକେଟ କପ ଦ୍ଵିତୀୟ ଦିନ ତିନି ଗୋଟି ମ୍ୟାଚ୍‌ ଖେଳା ଯାଇଥିଲା । ପ୍ରଥମ ମ୍ୟାଚ୍‌ ପଦ୍ମପୁର ଦଳ ସରାଇପାଲି ଦଳକୁ ହରାଇଥିଲା । ଦ୍ୱିତୀୟ ମ୍ୟାଚ୍‌ ବରଗଡ ଦଳ କଳାହାଣ୍ଡି ଦଳକୁ ହରାଇ
Read More...

ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପରିବାର ମହାମିଳନ ୨୦୨୩

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୂତନ ବର୍ଷର ଅବସରରେ ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ସଂଘ ତରଫରୁ ସମସ୍ତ ପରିବାରବର୍ଗକୁ ନେଇ ଖୁଜେନପାଲି ସ୍ଥିତ ବିକ୍ରମ ବହିଦାରଙ୍କ ଫାର୍ମ ହାଉସରେ ଏକ ମହାମିଳନର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ପୌରଅଧ୍ୟକ୍ଷା ଲିକା
Read More...

କୁଲୁତାପଡାରେ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା କୁଲୁତାପଡାଠାରେ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ମହାସମାରୋହରେ ସମ୍ପନ୍ନ ହୋଇଛି । ଗତକାଲି ଅପରାହ୍ନ ଘ.୪ ସମୟରେ କଳସ ଯାତ୍ରା ହୋଇଥିଲା । ସନ୍ଧ୍ୟା ଘ.୬ରେ ଦୀପ ଯଜ୍ଞ ହୋଇଥିଲା । ଏହି ଯଜ୍ଞକୁ ଛତିଶଗଡର ଚରଣ ଯାଦବ ଯଜ୍ଞ ସଂଚାଳନ
Read More...

ରାଉରକେଲା କଲେଜ ‘ଓଡିଆ ବିଭାଗ’ର ଆଲୋଚନାଚକ୍ର

ଯେଉଁ ଉପନ୍ୟାସ ଜୀବନ୍ତ ଲାଗେ ତାହା ପାଠକାଦୃତ ହୋଇଥାଏ : ଶ୍ରୀ ଖମାରୀ ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର -୪ ସ୍ଥିତ ରାଉରକେଲା କଲେଜର ଓଡିଆ ବିଭାଗ ତରଫରୁ 'ଏକବିଂଶ ଶତାବ୍ଦୀର ଓଡ଼ିଆ ଉପନ୍ୟାସର ଧରା ଓ ଧାରା (୨୦୦୧-୨୦୨୦)' ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।
Read More...

ତେରେସିଙ୍ଗାଠାରେ ଦୈତାରୀ ମେମୋରିଆଲ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ : ମହୀପୁର ବିଜୟୀ

କଳାହାଣ୍ଡି, (ନରୋତ୍ତମ ସେଲମା) : ତେରେସିଙ୍ଗାଠାରେ ଦୈତାରୀ ମେମୋରିଆଲ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ମ୍ୟାଚ ବଲାଙ୍ଗିର ଜିଲ୍ଲାର ମହୀପୁର ଏବଂ ତେରେସିଙ୍ଗା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନିର୍ଧାରିତ ସମୟ ମଧ୍ୟରେ କିଏ କାହାକୁ ଗୋଲ ଦେଇପାରିନଥିଲେ
Read More...

ରିଷିଡାରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ

ଘୁମୁରା, ଆଦିବାସୀ ନୃତ୍ୟ ଓ ରସରକେଲିରେ ଦୁଲୁକିଲା ମଞ୍ଚ କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ରିଷିଡାରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ "ଘୁମୁରା ୨୦୨୩" ମହାସମାରୋହରେ ପାଳିତ ହୋଇଯାଇଛି । କଳାହାଣ୍ଡିର ବୀର ବାଦ୍ୟ ଘୁମୁରା, ଆଦିବାସୀ
Read More...