Daily Archives

ଅରବିନ୍ଦ ଯୁବକ ସଂଘ ପକ୍ଷରୁ ପୁଷଫୁନି ଭେଟ୍‌ଘାଟ୍‌ ଅନୁଷ୍ଠିତ

ସଇଁନ୍ତଲା, (କେପିଏନ୍‌ଏସ୍‌) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଘୁନସରରେ ମହାସମାରୋହରେ ଅରବିନ୍ଦ ଯୁବକ ସଂଘ ପକ୍ଷରୁ ପୁଷଫୁନି ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପଶ୍ଚିମ ଓଡିଶାର ବିଶିଷ୍ଟ କଳାକାରମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ରଙ୍ଗାରଙ୍ଗ କରିଥିବା ବେଳେ ଦର୍ଶକମାନଙ୍କ ଭିଡରେ
Read More...

ବଜରଙ୍ଗ ଦଳ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ଭଇଁଷା ଗ୍ରାମର ବଜରଙ୍ଗ ଦଳ ପକ୍ଷରୁ ଭଇଁଷା ସ୍ଥିତ ବନ୍ଧଠାରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବନ୍ଧର ରାସ୍ତାର ଦୁଇ ପାର୍ଶ୍ଵରେ ଦୀର୍ଘଦିନ ହେଲା ଅନାବନା ଘାସ ଗୁଡିକ ଲାଗିଥିବାରୁ ଏହି ରାସ୍ତା
Read More...

କୋସଲ ଯୁବଶକ୍ତିର ପୁଷପୁନି ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ସ୍ଥିତ କଲଙ୍ଗାପାଲି ସାହୁ ସମାଜ କଲ୍ୟାଣ ମଣ୍ଡପ ଠାରେ କୋସଲ ଯୁବଶକ୍ତି ତରଫରୁ ପୁଷପୁନି ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର, ସୋନପୁର ଓ ବରଗଡ ଜିଲ୍ଲାର କୋସଲ ଯୁବଶକ୍ତିର ସଦସ୍ୟ
Read More...

ସ୍ୱରଚିତ ଆଧ୍ୟାତ୍ମିକ କବିତା ପାଠ ମହୋତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ହରିରାଜପୁର ପଂଚାୟତ ନିମବସନ୍ତ ଗ୍ରାମର ନିମାଇଁ ସାହିତ୍ୟ ସଂସଦ ପକ୍ଷରୁ ସ୍ଥାନୀୟ ଶ୍ରୀ ଚୈତନ୍ୟ ନିତ୍ୟାନନ୍ଦ ମଠ ପରିସରରେ ରବିବାର ସ୍ୱରଚିତ ଆଧ୍ୟାତ୍ମିକ କବିତା ପାଠ ମହୋତ୍ସବ, ଆଲୋଚନା ଓ କବି ସମ୍ବର୍ଦ୍ଧନା ସମାବେଶ ଅନୁଷ୍ଠିତ ହୋଇଯାଇଛି ।
Read More...

କୋଶଳ କଳା ମଣ୍ଡଳରେ ଆରମ୍ଭ ହେଲା ସର୍ବଭାରତୀୟ ମଠଖାଇ ମହୋତ୍ସବ : ପ୍ରଦର୍ଶିତ ହେଲା ହିନ୍ଦୀ ନାଟକ ‘କୋର୍ଟ ମାର୍ଶଲ’

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କୋଶଳ କଳା ମଣ୍ଡଳରେ ଆରମ୍ଭ ହୋଇଯାଇଛି ସର୍ବଭାରତୀୟ ମଠଖାଇ ମହୋତ୍ସବ । ଏହାର ପ୍ରଥମ ସଂଧ୍ୟାରେ ମଂଚ ମଣ୍ଡନ କରିଛନ୍ତି ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ, ମଠଖାଇ ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ବଲାଙ୍ଗିର ବିଧାୟକ ନରସିଂହ
Read More...

ଆନ୍ତର୍ଜାତୀୟ ଓଡିଆ ସ୍ୱାଭିମାନ ପ୍ରତିଷ୍ଠାନ ସୁନ୍ଦରଗଡ ଶାଖାର ଆଲୋଚନାଚକ୍ର ଓ ସମ୍ବର୍ଦ୍ଧନା ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଆନ୍ତର୍ଜାତୀୟ ଓଡିଆ ସ୍ୱାଭିମାନ ପ୍ରତିଷ୍ଠାନ, ସୁନ୍ଦରଗଡ ଶାଖା ତରଫରୁ ଏକ ଆଲୋଚନାଚକ୍ର ଏବଂ ସମ୍ବର୍ଦ୍ଧନା ସଭା କୋଏଲନଗର ଏ ବ୍ଲକ ସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସୁନ୍ଦରଗଡ ଶାଖା ସଭାପତି କନକଲତା ମିଶ୍ରଙ୍କ ସଭାପତିତ୍ୱ
Read More...

ଆସନ୍ତାକାଲି ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବନ୍ଦ ରହିବ ବିଦ୍ୟୁତ ସରବରାହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତାକାଲି ବଲାଙ୍ଗିର ସହର ସମେତ ଛତାମଖନା, ଲୋଇସିଂହା, ସାଲେଭଟା ଓ ଚୁଡାପାଲି ଠାରେ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ୍‌ କରାଯିବା ନେଇ ବିଦ୍ୟୁତ ବିଭାଗ ପକ୍ଷରୁ ସୂଚନା ମିଳିଛି । ବଲାଙ୍ଗିର ସହର ସ୍ଥିତ ଲାଲଟିକିରା ୧୩୨/୩୩କେଭି
Read More...

ପ୍ରଜନନ ହାର ଉପରେ ସିଏମ୍‌ ନୀତୀଶଙ୍କ ବିବୃତ୍ତିକୁ ସୁଶୀଲ ମୋଦୀ କହିଲେ ସଡ଼କ୍‌ ଛାପ୍‌ ବିବୃତ୍ତି

ପାଟନା : ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦୀ ରବିବାର ଦିନ କହିଛନ୍ତି ଯେ, ଜନସଂଖ୍ୟା ନିୟନ୍ତ୍ରଣ ପ୍ରସଙ୍ଗରେ ନୀତୀଶ କୁମାର ମହିଳାଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି । ଏଥିପାଇଁ ସେ କ୍ଷମା ମାଗିବା ଉଚିତ୍ । ଆରଜେଡିରେ ଯୋଗଦେବା ପରେ ନୀତୀଶ କୁମାର
Read More...

ନୃସିଂହନାଥ କୁଲୁତା ଯୁବ ସଂଗଠନ ଦ୍ୱାରା ମାଗଣା ସ୍ୱାସ୍ଥ୍ୟ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ନୃସିଂହନାଥ ଧର୍ମଶାଳା ଠାରେ ରବିବାର ଏକ ମାଗଣା ସ୍ୱାସ୍ଥ୍ୟ ଶିବିର କୁଲୁତା ଯୁବ ସଂଗଠନର ଆନୁକୂଲ୍ୟରେ ବରଗଡ ବିକାଶ ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲର ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ଶିବିରକୁ ବରଗଡ
Read More...

ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଦ୍ୟାଳୟର କ୍ରୀଡା ଉତ୍ସବ

ଦ୍ୱିତୀୟ ଦିନରେ ଖୋ ଖୋ ସମସ୍ତ ବର୍ଗରେ ମୁରିବାହାଲ ବ୍ଲକ ବିଜେତା ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ, ଟାଉନ ଉଚ୍ଚ ବିଦ୍ୟାଳୟ ଓ ଆର.ଏନ୍‌.ସିଂହଦେଓ ଖେଳ ପଡିଆଠାରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟର କ୍ରୀଡାରେ ଫୁଟବଲ, ଖୋ ଖୋ ଓ ଯୋଗାସନ ପ୍ରତିଯୋଗିତା ୧୪ ଓ ୧୭
Read More...