Daily Archives

ବଲାଙ୍ଗିର ଜିଲ୍ଲାରେ ପୁରୁଷ ହକି ବିଶ୍ଵ କପ ଟ୍ରଫିକୁ ବିପୁଳ ସ୍ଵାଗତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏଫ.ଆଇ.ଏଚ. ପୁରୁଷ ବିଶ୍ଵ କପ୍ ହକି ଟ୍ରଫିକୁ ଆଜି ବଲାଙ୍ଗିର ଜିଲ୍ଲାରେ ସାଂସ୍କୃତିକ କାର୍ଯକ୍ରମ, ଶୋଭାଯାତ୍ରା ମାଧ୍ୟମରେ ଭବ୍ୟ ସ୍ଵାଗତ କରାଯାଇଛି । ବଲାଙ୍ଗିର ନୂଆପଡା ସୀମାନ୍ତବର୍ତ୍ତୀ ଗ୍ରାମ ଭାଲୁମୁଣ୍ଡା ଠାରେ ପୁରୁଷ ହକି ବିଶ୍ଵ କପ ଟ୍ରଫିକୁ
Read More...

ହୃଷିକେଶ ରାୟ ମହାବିଦ୍ୟାଳୟର ରାଷ୍ଟ୍ରୀୟ ସେବା ଯୋଜନା ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ହୃଷିକେଶ ରାୟ ମହାବିଦ୍ୟାଳୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଧାମରା ବସ୍ତି ଠାରେ ରାଷ୍ଟ୍ରୀୟ ସେବା ଯୋଜନା ସ୍ୱତନ୍ତ୍ର ଶିବିର ଆୟୋଜିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଭବେଶ ଚନ୍ଦ୍ର ସାହୁଙ୍କ
Read More...

ପ୍ରଗତି ଉତ୍କଳ ସଂଘ ତରଫରୁ ‘ମୋ ପ୍ରିୟ କବି ଓ କବିତା’ ଆସର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ତରଫରୁ ନବବର୍ଷ ଉପଲକ୍ଷେ 'ମୋ ପ୍ରିୟ କବି ଓ କବିତା' ଆସର ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଅଜୟ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାକ୍ତର କୃପାସିନ୍ଧୁ
Read More...

ବସ୍ତି ଅଂଚଳରେ ମଦ ବିକ୍ରି ବନ୍ଦ ପାଇଁ ଅଣ୍ଟାଭିଡିଲା ‘ଆଶ୍ରା’

ରାଉରକେଲା, (ସସ୍ମିତା ପ୍ରଧାନ) : ଆଶ୍ରା ଗୃପର ସଦସ୍ୟମାନେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ, ଡେପୁଟି କମିସନର, ଏସ୍‌ପି, ଏକ୍ସସାଇଜ ଇନ୍ସପେକ୍ଟର ଓ ସ୍ଥାନୀୟ ଥାନା ଅଧିକାରୀମାନଙ୍କୁ ସାକ୍ଷାତ କରି ନୂଆ ବର୍ଷର ଶୁଭେଚ୍ଛା ଜଣାଇବା ସହିତ କେମିତି ବିଭିନ୍ନ ବସ୍ତି ଅଂଚଳରେ ବିକ୍ରି ହେଉଥିବା
Read More...

କର୍ଲାମୁଣ୍ଡାରେ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ କ୍ରାନ୍ତି ଯାତ୍ରା ଅନୁଷ୍ଠିତ

ଯୋଗଦେଲେ ବ୍ଲକ ଅଧ୍ୟକ୍ଷା, ସରପଞ୍ଚ ଓ ସମାଜସେବୀ କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାଠାରେ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ଆଜି ନିଜ ଅଧିକାର ସୁରକ୍ଷା ପାଇଁ କ୍ରାନ୍ତି ଯାତ୍ରା ମାଧ୍ୟମରେ କ୍ରାନ୍ତିକାରୀ ଚେତନା ଜାଗ୍ରତ ନିମନ୍ତେ
Read More...

ବିଶ୍ୱ ଶାନ୍ତି ଓ ମାନବ ସମାଜର କଲ୍ୟାଣ ପାଇଁ ଯଜ୍ଞ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଆର୍ଯ୍ୟ ମନ୍ଦିରରେ ବିଶ୍ୱ ଶାନ୍ତି ଓ ସମଗ୍ର ମାନବ ସମାଜର କଲ୍ୟାଣ ପାଇଁ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ପୌରାହିତ୍ୟରେ ଏକ ଯଜ୍ଞର ଆୟୋଜନ କରାଯାଇଥିଲା । ଉକ୍ତ ଯଜ୍ଞରେ ଶ୍ରୀ ମିଶ୍ର ଓ ସପତ୍ନୀ ମଧୁଛନ୍ଦା ମିଶ୍ର ଏବଂ ଶୁଭେନ୍ଦୁ ସାହୁ ଓ ସପତ୍ନୀ
Read More...

ବଲାଙ୍ଗିରର ଅଜୟ ଅମର ହେଲେ ‘ସାରେଗାମାପା’ ୱିନର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶାର ବହୁ ଚର୍ଚ୍ଚିତ ଟିଭି ରିୟାଲିଟି ସୋ’ ଜି ସାର୍ଥକ ସାରେଗାମାପା ସ୍ୱରର ମହାମଂଚ-୨୦୨୨ରେ ନିଜର ସୁମଧୂର କଣ୍ଠର ଚମତ୍କାରିତା ପ୍ରଦର୍ଶନ ପୂର୍ବକ ବଲାଙ୍ଗିରର ଅଜୟ ଅମର ସିଂହଦେଓ ପ୍ରଥମ ସ୍ଥାନ ଅଧିକାର କରି ବିଜେତା ଘୋଷିତ ହୋଇଛନ୍ତି । ଏହା ଦ୍ୱାରା ସେ
Read More...

ଶ୍ରୁତି ଭବନରେ ବାଳ ସଂସ୍କାର କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ସେକ୍ଟର ୧୯ ଆଖଣ୍ଡଳମଣି ମନ୍ଦିର ସ୍ଥିତ ଶ୍ରୁତି ଭବନ ତରଫରୁ ଏକ ଦିବସୀୟ ବାଳ ସଂସ୍କାର କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ଗୁରୁଜୀ ଆଚାର୍ଯ୍ୟ ପ୍ରଣବ ଚୈତନ୍ୟ ଓ ଗୁରୁମା ବ୍ରହ୍ମଚାରିଣୀ ଗୀତାଞ୍ଜଳିଙ୍କ ପ୍ରତ୍ୟକ୍ଷ
Read More...

କୋଚ ଶିବପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଚତୁର୍ଥ ଦିନରେ ହୀରାକୁଦକୁ ହରାଇ ନକଟାସର ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନିକଟସ୍ଥ ଖଲିଆପାଲି ଆମ୍ବେଦକର ଷ୍ଟାଡିଅମ ଠାରେ ଜଗନ୍ନାଥ ସ୍ପୋର୍ଟିଂ କ୍ଲବ ଖଲିଆପାଲି ଓ ସ୍ପୋର୍ଷ୍ଟ ହଷ୍ଟେଲ ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ ତୃତୀୟ ବର୍ଷ କୋଚ ଶିବ ପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନରେ ମୁଖ୍ୟ
Read More...

ଓଡିଶା ଭାଷା ବିକାଶ ମଞ୍ଚର ଭକ୍ତକବିଙ୍କ ତିରୋଧାନ ଦିବସ, ପୁସ୍ତକ ଉନ୍ମୋଚନ ଓ ମଧ୍ୟ ରାତ୍ର କବିତା ଆସର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ କଲ୍‌ଚରାଲ୍ ଏକାଡେମୀ ପରିସରରେ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଏବଂ ସଭାପତି ପ୍ରଶାନ୍ତ କୁମାର ପତିଙ୍କ ପୌରାହିତ୍ୟରେ ଭକ୍ତକବିଙ୍କ ପୁଣ୍ୟ ସ୍ମୃତିଚାରଣ, କବି ପ୍ରତାପ କୁମାର ପଣ୍ଡାଙ୍କ
Read More...
error: Content is protected !!