Daily Archives

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଶିକ୍ଷା ବିଭାଗ ଆୟୋଜନ କ୍ରମେ ବୁଧବାର ଜିଲ୍ଲାସ୍ତରୀୟ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୩ଟି ବ୍ଳକର ବିଭିନ୍ନ ବିଦ୍ୟାଳୟର ବାଳକ ବାଳିକା ବିଭାଗରୁ…
Read More...

କପସିପାଲିରେ କପା କିଣାରେ ଚଞ୍ଚକତା ଅଭିଯୋଗ : ମାପରେ ଠକେଇ, ଥାନାରେ ମାମଲା ରୁଜୁ, ଦୁଇ ଜଣ ଅଟକ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଅଞ୍ଚଳରେ ମାତିଛନ୍ତି ଠକ ବେପାରୀ । କପା କିଣାରେ ଚଞ୍ଚକତା କରି ଲୁଟୁଛନ୍ତି ଚାଷୀଙ୍କୁ । ଏପରି ଏକ ଅଭିଯୋଗ ଆସିଛି ଓଡ଼ିଆପାଲି ପଞ୍ଚାୟତ କପସିପାଲି ଗାଁ କୁଲୁତା ପଡ଼ାରୁ । ଗାଁର ଚାଷୀମାନେ ନିଜ ଉତ୍ପାଦିତ କପାକୁ ସ୍ଥାନୀୟ…
Read More...

ସମାଜସେବୀ ଲଳିତ ନାୟକଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ

ସେବକର ମନ ନେଇ ସେବା କର : ପ୍ରଫେସର ମଧୁସୂଦନ ପତି ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ ସମାଜସେବୀ ତଥା ଶ୍ରମିକ ନେତା ଲଳିତ କୁମାର ନାୟକଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଟାଇଛି । ଲଳିତ ନାୟକ ଫାଉଣ୍ଡେସନ୍ ପକ୍ଷରୁ ଆଡଭୋକେଟ ରତନ…
Read More...

କ୍ରସର ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଲାଞ୍ଜିଗଡ, (କେପିଏନ୍‌ଏସ୍‌) : ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ପୋଖରୀବନ୍ଧ ସାହୁ କ୍ରସର ନିକଟରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଥିବା ଜଣାପଡିଛି । ମୃତ ଯୁବକ ଜଣକ ହେଲେ ବାତେଲିମା ଗାଁର ମକୁନ୍ଦ ମାଝୀ । ସେ ସାହୁ କ୍ରସରରେ ନିୟୋଜିତ ଏକ ହାଇୱା ଗାଡ଼ିର…
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୧୨ଟି କେନ୍ଦ୍ରରେ ୧୮ ବର୍ଷ ବୟସରୁ ଅଧିକ ନାଗରିକଙ୍କୁ…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ଜିଲ୍ଲାର ସମସ୍ତ ବ୍ଲକ ଅଂଚଳର ୧୨ଟି ବ୍ୟବସ୍ଥିତ ଟୀକା କେନ୍ଦ୍ରରେ ୧୮ ବର୍ଷ ବୟସରୁ ଅଧିକ ହିତାଧିକାରୀଙ୍କ ଦ୍ୱିତୀୟ ଡୋଜ୍ ଏବଂ ବୁଷ୍ଟର୍ ଡୋଜ୍ ଟୀକାକରଣ କରାଯିବ ।…
Read More...

ପଲସଦା ହାଇସ୍କୁଲରେ କ୍ରୀଡା ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପଲସଦା ହାଇସ୍କୁଲ ମିନି ଷ୍ଟାଡିୟମଠାରେ ପଲସଦା ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ଧରି ଚାଲିଥିବା ଏହି ଖେଳରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲର ଅନେକ ଛାତ୍ର ଛାତ୍ରୀ ଅଂଶ…
Read More...

ଜମିଜମା ରେକର୍ଡ କମ୍ପ୍ୟୁଟରିକରଣରେ ଓଡିଶା ଦେଶରେ ଏକ ନମ୍ବର ରାଜ୍ୟ : ୧୯ ଜିଲ୍ଲାପାଳଙ୍କୁ ମିଳିବ ଜାତୀୟ ପୁରସ୍କାର

ଦେଶର ୭୫ଟି ଚିହ୍ନିତ ଜିଲ୍ଲା ମଧ୍ୟରୁ ଓଡ଼ିଶାର ୧୯ ଜିଲ୍ଲା ଜମିଜମା ରେକର୍ଡ କମ୍ପ୍ୟୁଟରିକରଣରେ ପାଇବେ ଜାତୀୟ ପୁରସ୍କାରଅଧିକ ଲାଇସେନ୍ସେ ପ୍ରାପ୍ତ ସର୍ବେକ୍ଷଣକାରୀ ପାଇଁ ୩ ମାସିଆ ତାଲିମସବୁ ଜିଲ୍ଲାରେ ହେବ ହାଇଟେକ୍ ସର୍ଭେ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଜମିଜମା ରେକର୍ଡ…
Read More...

ମହାନଦୀରେ ବୁଡ଼ି ଯୁବକ ନିଖୋଜ

ନରସିଂହପୁର : ମହାନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଥିବା ଖବର ମିଳିଛି । ଯୁବକ ଜଣକ ହେଲେ ନରସିଂହପୁର ବ୍ଲକ ଅନ୍ତର୍ଗତ ଅଲରା ଗ୍ରାମର ଗୋପବନ୍ଧୁ ମହାନ୍ତି(ବାପୁନା) । ନୂଆପାଟଣା ମହାନଦୀ ଘାଟରେ ବୁଡି ନିଖୋଜ ଥିବା ଜଣାପଡିଛି । ଖବର ପାଇ ନରସିଂହପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା…
Read More...

ସମ୍ବଲପୁରରୁ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଆରମ୍ଭ

ସମ୍ବଲପୁର : ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ସମ୍ବଲପୁରରୁ ତୀର୍ଥଯାତ୍ରା ଆରମ୍ଭ । ବୁଧବାର ସମ୍ବଲପୁର ରେଳ ଷ୍ଟେସନରୁ ବରିଷ୍ଠ ନାଗରିକମାନେ ତୀର୍ଥଯାତ୍ରାରେ ବାହାରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଏଥିରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାର…
Read More...

ବାଲ୍ୟବିବାହ ରୋକିଲା ପ୍ରଶାସନ

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଜମାଦାରପଡା ଗ୍ରାମ ପଞ୍ଚାୟତ କନ୍ଦିଓଡା ଗ୍ରାମରେ ଚାଲିଥିବା ବାଲ୍ୟବିବାହକୁ ପ୍ରଶାସନ ବନ୍ଦ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ବୁଧବାର ସକାଳେ ଏହି ଗ୍ରାମରେ ବାଲ୍ୟବିବାହ ଚାଲିଥିବା ନେଇ ପ୍ରଶାସନ ନିକଟରେ ଖବର…
Read More...