Daily Archives

ବଲାଙ୍ଗିରଠାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷଠାରେ ଆଗାମୀ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷ୍ୟତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା
Read More...

ସଇଁତଲା ବ୍ଲକସ୍ତରୀୟ ଲୋକ ଉତ୍ସବ ଉଦ୍‌ଘାଟିତ

ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ ଦୁଲୁକିଲା ମଞ୍ଚ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ପରିସରଠାରେ ଶନିବାର ବ୍ଲକସ୍ତରୀୟ ଲୋକ ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବରେ ଲୋକକଳା ଓ ନୃତ୍ୟରେ ମନ ମୋହିଲେ ଦର୍ଶକ । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ସଇଁତଲା
Read More...

ବାନ୍ଧନଘୋର ଶ୍ରୀରାମ ମନ୍ଦିରରେ ପୁଷ୍‌ପୁନି ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଗ୍ରାମରେ ପ୍ରଭୂଶ୍ରୀ ରାମଚନ୍ଦ୍ରଙ୍କ ପୁଷ୍ୟାଭିଷେକ ଉତ୍ସବ ପାଳିତ ହୋଇଯାଇଛି । ଗ୍ରାମବାସୀ ଶ୍ରଦ୍ଧାର ସହ ପୁଷପୁନି ଦିନ ଆମିଷ ପରିତ୍ୟାଗ ପୂର୍ବକ ଏହି ପର୍ବରେ ସାମିଲ ହେବା ପ୍ରଭୂ ଶ୍ରୀରାମ, ସୀତା ଓ
Read More...

ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୨ ପାଳନ

ସୁସ୍ଥ ସମାଜ ଗଠନ ନିମନ୍ତେ ସୁସ୍ଥ ମାନସିକତା ଅପରିହାର୍ଯ୍ୟ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସଂସ୍କୃତି ଭବନରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ, ସୁବର୍ଣ୍ଣପୁର ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ
Read More...

ବିଧାନସଭା ଗୃହ ସବ କମିଟି ବୈଠକ

ବନ୍ଧକଟାର ପରିବେଶ ଓ ପ୍ରଦୂଷଣକୁ ନେଇ କ୍ଷୋଭ ପ୍ରକାଶ କଲେ ନରସିଂହଶୀଘ୍ର ବନ୍ଧକଟାର ପାଣି ସଫେଇ ନ କଲେ ଲୋକଙ୍କ ଜୀବନହାନୀ ଅଶଙ୍କା ଅଛିପ୍ରଥମେ ପୁର୍ନରୁଦ୍ଧାର ପରେ ସୌନ୍ଦର୍ଯ୍ୟିକରଣ କରାଯାଉ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବିଧାନସଭା ଗୃହ କମିଟିର ପରିବେଶ ଓ
Read More...

ଏସ୍‌ଏସ୍‌ବିରେ ପଶ୍ଚିମ ଓଡିଶାର ପ୍ରଥମ ସ୍ଥାନ

ପ୍ରୟାସ ଓ ଇଚ୍ଛାଶକ୍ତି ସଫଳନାୟକ : ଡ. ଲିଙ୍ଗରାଜ ସାଲେଭଟା, (କେପିଏନ୍‌ଏସ୍‌) : ଓଡିଶା ରାଜ୍ୟ ପ୍ରବରଣ ମଣ୍ଡଳୀ ଉଚ୍ଚଶିକ୍ଷା ବିଭାଗ ଓଡିଶା ସରକାରଙ୍କ ଦ୍ୱାରା ହୋଇଥିବା (ଏସ୍‌.ଏସ୍‌.ବି) ଓଡିଆ ଅଧ୍ୟାପକ ପରୀକ୍ଷାରେ ସମଗ୍ର ପଶ୍ଚିମ ଓଡିଶାର ତିନୋଟି ଜୋନ୍‌ ବଲାଙ୍ଗିର, ସମ୍ବଲପୁର ଓ
Read More...

ଓଡିଶା ଅବସରପ୍ରାପ୍ତ କର୍ମଚାରୀ ସଂଘ ବଲାଙ୍ଗିରର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖା ମାସିକ ବୈଠକ ଅମଲା ଭବନ ବଲାଙ୍ଗିରଠାରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ମଲିଆ ଗଡୁଆ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ପରେ ନୂତନ ଭାବେ ସଦସ୍ୟତା ଗ୍ରହଣ
Read More...

ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ଉତ୍ସବ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏଫ୍‌ଆଇଏଚ୍‌ ଓଡିଶା ହକି ପୁରୁଷ ବିଶ୍ୱ କପ ୨୦୨୩କୁ ସ୍ମରଣୀୟ କରିବା ପାଇଁ ଆଜି ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ଉତ୍ସବ ସ୍ଥାନୀୟ ଟାଉନ ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ଧୃବଚରଣ ବେହେରା କ୍ରୀଡା ପତାକା ଉତ୍ତୋଳୟ କରି
Read More...

ବରଗଡ ଧନୁଯାତ୍ରାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ପୋଲିସ ମାଡ ମାରିବା ଘଟଣାକୁ ପାଇକମାଲ ସାମ୍ବାଦିକ ସଂଘର ନିନ୍ଦା :…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡରେ ଶୁକ୍ରବାର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଚାଲିଥିବା ସମୟରେ ରାତ୍ରିରେ ବଦ୍ରି ପ୍ରସାଦ ସାହୁ ନାମକ ଜଣେ ସାମ୍ବାଦିକଙ୍କୁ ପୋଲିସ ମାଡ ମାରି ମାରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ଶନିବାର ପାଇକମାଲ ସାମ୍ବାଦିକ ସଂଘର ଏକ ବୈଠକ ବଡ
Read More...

୨୧ତମ ଲୋକ ଉତ୍ସବ ଲାଗି ଉଦ୍‌ଘୋଷକ ଉଦ୍‌ଘୋଷିକା ଚୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯାଦବ ଭବନଠାରେ ୨୧ତମ ଲୋକ ମହୋତ୍ସବ ପାଇଁ ଉଦ୍‌ଘୋଷକ ଓ ଉଦ୍‌ଘୋଷିକା ଚୟନ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାର ରାଜେନ୍ଦ୍ର କଲେଜ, ବାଳିକା ମହାବିଦ୍ୟାଳୟ ଓ ଆୟୁର୍ବେଦିକ କଳାକାର ଯୋଗ ଦେଇଥିଲେ । ୫୧ ଜଣ ପୁରୁଷ ଏବଂ ମହିଳା ଯୋଗ ଦେଇଥିଲେ । ଏହି ଚୟନ
Read More...
error: Content is protected !!