om academy

ଅରବିନ୍ଦ ଯୁବକ ସଂଘ ପକ୍ଷରୁ ପୁଷଫୁନି ଭେଟ୍‌ଘାଟ୍‌ ଅନୁଷ୍ଠିତ

jsm

ସଇଁନ୍ତଲା, (କେପିଏନ୍‌ଏସ୍‌) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଘୁନସରରେ ମହାସମାରୋହରେ ଅରବିନ୍ଦ ଯୁବକ ସଂଘ ପକ୍ଷରୁ ପୁଷଫୁନି ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପଶ୍ଚିମ ଓଡିଶାର ବିଶିଷ୍ଟ କଳାକାରମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ରଙ୍ଗାରଙ୍ଗ କରିଥିବା ବେଳେ ଦର୍ଶକମାନଙ୍କ ଭିଡରେ ଭରପୂର ହୋଇ ଉଠିଛି ଏହି କାର୍ଯ୍ୟକ୍ରମ ।

Leave A Reply

Your email address will not be published.