om academy

ଆସନ୍ତାକାଲି ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବନ୍ଦ ରହିବ ବିଦ୍ୟୁତ ସରବରାହ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତାକାଲି ବଲାଙ୍ଗିର ସହର ସମେତ ଛତାମଖନା, ଲୋଇସିଂହା, ସାଲେଭଟା ଓ ଚୁଡାପାଲି ଠାରେ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ୍‌ କରାଯିବା ନେଇ ବିଦ୍ୟୁତ ବିଭାଗ ପକ୍ଷରୁ ସୂଚନା ମିଳିଛି । ବଲାଙ୍ଗିର ସହର ସ୍ଥିତ ଲାଲଟିକିରା ୧୩୨/୩୩କେଭି ଗ୍ରୀଡର ବାର୍ଷିକ ମରାମତି କାମ ଯୋଗୁଁ ଏହି ବିଦ୍ୟୁତ କାଟ୍‌ କରାଯିବା ନେଇ ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.