Daily Archives

ଶାସ୍ତ୍ରୀନଗରପଡା ଠାରେ ବୁଲିଲା ଖଣ୍ଡା : ଘରେ ପଶି ସ୍ୱାମୀ ସ୍ତ୍ରୀଙ୍କୁୂ କଲେ ମରଣାନ୍ତକ ଆକ୍ରମଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ବଲାଙ୍ଗିର ସହରରେ ଅପରାଧିକ ମାମଲା ବଢିବାରେ ଲାଗିଥିବା ବେଳେ ଆଜି ସନ୍ଧ୍ୟା ସମୟରେ ସହରର ଶାସ୍ତ୍ରୀନଗରପଡା ଠାରେ ଜଣେ ଯୁବକଙ୍କ ଘରେ ପଶି ଦୁର୍ବୃତ୍ତମାନେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ପତ୍ନୀଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି ।
Read More...

ମୋହନଗିରି ଠାରେ ୧୮ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ନୟାଗଡ଼ ଦଳ ୨ ରନ୍‌ରେ ବିଜୟ୨୨ ତାରିଖରେ ଫାଇନାଲ ମ୍ୟାଚ୍‌ କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମୋହନଗିରି ଠାରେ ଆଜି ରବିବାର ଦିନ ଧବଳେଶ୍ୱର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ୧୮ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ
Read More...

ମନ ମୋହିଲା ପଥୋତ୍ସବ : ରାସ୍ତା ହେଲା ଉତ୍ସବମୟ

କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଉତ୍ସବର ରୌପ୍ୟ ଜୟନ୍ତୀ ସମାରୋହକୁ ସ୍ମରଣୀୟ କରିବା ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅନେକ ପଦକ୍ଷେପ ହାତକୁ ନେଇଥିବା ବେଳେ ଉତ୍ସବର ଦ୍ୱିତୀୟ ଦିବସର ଶୁଭାରମ୍ଭ ପଥୋତ୍ସବ
Read More...

କବି ଓ କବିତାର ଅପୂର୍ବ ସଂଗମ : ଜିଲ୍ଲାସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ

ଭାଗନେଲେ ୨୦୦ରୁ ଉର୍ଦ୍ଧ୍ୱ କବି ଓ କବୟିତ୍ରୀ କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଉତ୍ସବର ଦ୍ୱିତୀୟ ଦିବସରେ ସ୍ଥାନୀୟ ଟାଉନହଲଠାରେ ଏକ ଜିଲ୍ଲାସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ କବି ସମ୍ମିଳନୀର ମୁଖପତ୍ର ନିଶାନ ଉନ୍ମୋଚନ ପରେ ଆଜି ସଂପୃକ୍ତ
Read More...

ରାଉରକେଲାରେ ସପ୍ତମ ପ୍ରାକ୍ତନ ସୈନିକ ଦିବସ ଓ ୭୫ତମ ଭାରତୀୟ ସେନା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ସୈନିକ ଭବନଠାରେ ସପ୍ତମ ପ୍ରାକ୍ତନ ସୈନିକ ଦିବସ ତଥା ୭୫ତମ ଭାରତୀୟ ସେନା ଦିବସ ଉପଲକ୍ଷେ ରାଉରକେଲା ପୂର୍ବତନ ସୈନିକ ସଂଘ ତରଫରୁ ପାଳନ କରାଯାଇଛି । ସଂଘ ଓ ଦି ନିଉରନ ମଲଟି ସ୍ପେସାଲିଷ୍ଟ କ୍ଲିନିକର ମିଳିତ ସହଯୋଗରେ ପୂର୍ବତନ ସୈନିକ ଓ
Read More...

ସମ୍ଭାଗସ୍ତରୀୟ ବାର୍ଷିକ ଖେଳକୁଦ ସାମାରୋହ ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଷ୍ଟାଡିୟମର ସରସ୍ୱତୀ ଶିଶୁମନ୍ଦିର ସଂଗଠନ ଦକ୍ଷିଣ-ପୂର୍ବ ସମ୍ଭାଗର ଚତୁର୍ଥତମ ସମ୍ଭାଗସ୍ତରୀୟ ବାର୍ଷିକ କ୍ରୀଡ଼ା ସାମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହାକୁ ମୁଖ୍ୟଅତିଥି ରୁପେ ଛତ୍ରପୁର ପୋଲିସ ମୁଖ୍ୟାଳୟ ଡେପୁଟୀ-
Read More...

ବରଗଡ ଜାବ୍‌ର ଦ୍ଵିବାର୍ଷିକ ବୈଠକ

ବରଗଡ, (ନିରୋଜ କୁମାର ପାଣୀ) : ଜର୍ଣ୍ଣାଲିଷ୍ଟ ଏସୋସିଏସନ୍‌ ଅଫ ବରଗଡ (ଜାବ୍)ର ଦ୍ଵିବାର୍ଷିକ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ଆଜି ବରପାଲି ବ୍ଲକ ସଂଲଗ୍ନ ଲିଙ୍ଗମାର୍ଣ୍ଣିଠାରେ ଅନୁଷ୍ଠିତ ହୋଇଯାଇଅଛି । ସଙ୍ଘର ସଭାପତି ରବି ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପ୍ରଥମେ ସଙ୍ଘର
Read More...

ଗଣ୍ଡପତ୍ରାପାଲି ୧୯୯୩ ମ୍ୟାଟ୍ରିକ : ବ୍ୟାଚ୍‌ର ବନ୍ଧୁମିଳନ

ଗଣ୍ଡପତ୍ରାପାଲି : ପୃଥିବୀର ସବୁ ସଂପର୍କ ରକ୍ତର ସଂପର୍କ ହୋଇଥିବା ବେଳେ ବନ୍ଧୁତା ହିଁ ଗୋଟିଏ ସଂପର୍କ ଯେଉଁଟା ମଣିଷ ନିଜେ ଗଢିଥାଏ । ଏହି ସଂପର୍କକୁ ଦୀର୍ଘ ସମୟ ବାନ୍ଧି ରଖିବା ପାଇଁ ୧୯୯୩ ସଇନ୍ତଲା ବ୍ଲକର ଗଣ୍ଡପତ୍ରାପାଲି ମ୍ୟାଟ୍ରିକ ବ୍ୟାଚର ବନ୍ଧୁମିଳନ ବେଲଗାଁ ନଦୀ କୂଳରେ
Read More...

ଦୈତାରୀ ସ୍ମାରକୀ ଫୁଟବଲ ଟୁଣ୍ଣାମେଣ୍ଟ : ବଡ଼ମାଲ ଚାମ୍ପିୟନ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ହାଇସ୍କୁଲ ଖେଳ ପଡ଼ିଆରେ ଦୈତାରୀ ମେମୋରିଆଲ୍ ଗେମ୍ସ ଏଣ୍ଡ ସ୍ପୋର୍ଟସ୍ ଏସୋସିଏସନ୍ ଆନୁକୂଲ୍ୟରେ ୨୨ତମ ତେରେସିଂହା କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ଆଜି ବଡ଼ମାଲ ଏବଂ
Read More...

ଉପେନ୍ଦ୍ର ସ୍ମାରକୀ ଚତୁର୍ଥ ରକ୍ତଦାନ ଶିବିର ଆୟୋଜିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପଇରାଶି ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଯୁବ ସଙ୍ଗଠନ ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ସଦସ୍ୟ ସ୍ୱର୍ଗତ କେ ଉପେନ୍ଦ୍ର କୁମାର ରେଡ୍ଡୀଙ୍କ ସ୍ମୃତିରେ ଚତୁର୍ଥ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଗଞ୍ଜାମ ପ୍ରେସ କ୍ଲବ୍ ଉପଦେଷ୍ଟା
Read More...
error: Content is protected !!