Daily Archives

ବିଲେଇସର୍ଡା ହାଇସ୍କୁଲରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

ସମାଜ ପ୍ରତି କନ୍ୟା ସନ୍ତାନର ଗୁରୁତ୍ୱ ପରିବାର ଲୋକେ ଉପଲବ୍ଧି କରନ୍ତୁ ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଜବାହାରଲାଲ ହାଇସ୍କୁଲରେ ଜୁନିୟର ରେଡକ୍ରସ ତରଫରୁ ଜାତୀୟ କନ୍ୟା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଜୁନିୟର ରେଡକ୍ରସ ପରାମର୍ଶଦାତା
Read More...

ଆବାସ ଯୋଜନାରୁ ବାଦ ପଡିଥିବା ହିତାଧିକାରୀଙ୍କୁ ତାଲିକାଭୁକ୍ତ କରିବାକୁ ଦାବୀ

ସ୍ୱତନ୍ତ୍ର ଗ୍ରାମସଭା ସମ୍ପୂର୍ଣ୍ଣ ବର୍ଜନ କରିବାକୁ ଖପ୍ରାଖୋଲ ବ୍ଲକ ସରପଂଚ ସଂଘ ପକ୍ଷରୁ ନିଷ୍ପତି ଖପ୍ରାଖୋଲ, (ଅଶୋକ ବାଗ) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପାଇବା ନିମନ୍ତେ ସରକାରଙ୍କ ପକ୍ଷରୁ ଯୋଗ୍ୟହିତାଧିକାରୀଙ୍କ ସମ୍ଭାବ୍ୟ ତାଲିକା ପ୍ରକାଶ ପାଇଥିବା ବେଳେ ଏହା ବିଭିନ୍ନ
Read More...

କେସିଙ୍ଗା ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜନ ଶୁଣାଣି ଶିବିର ଅନୁଷ୍ଠିତ

କଳାହାଣ୍ଡି, (ପି.କେ.ସାହୁ) : ଆଜି କଳାହାଣ୍ଡି ଜ଼ିଲ୍ଲା କେସିଙ୍ଗା ବ୍ଲକ ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲ, ଉପ ଜିଲ୍ଲାପାଳ, ଭବାନୀପାଟଣା
Read More...

ରେଙ୍ଗାଲି ପଂଚାୟତସ୍ତରୀୟ କ୍ରୀଡା ମହୋତ୍ସବ ଉଦ୍‌ଘାଟିତ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଂଚାୟତରେ ପଂଚାୟତସ୍ତରୀୟ କ୍ରୀଡା ମହୋତ୍ସବ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି । ସ୍ଥାନୀୟ ହରିଶଙ୍କର ହାଇସ୍କୁଲ ଖେଲ ପଡିଆଠାରେ ଆୟୋଜିତ ଏହି କ୍ରୀଡା ମହୋତ୍ସବକୁ ଖପ୍ରାଖୋଲ ବିଡିଓ ରଶ୍ଚିରଞ୍ଜନ ରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇ
Read More...

ଦୁଇ ଦିବ୍ୟାଙ୍ଗଙ୍କ ମୁହଁରେ ହସ ଫୁଟାଇଲା ଓଡିଶା ମୋ ପରିବାର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦିବ୍ୟାଙ୍ଗ ହେଲେ ମଧ୍ୟ ହାରି ନାହିଁ ତାଙ୍କ ମନୋବଳ, ଯୁବାବସ୍ଥାରେ ଗୋଡ଼ ହରାଇଥିଲେ ମଧ୍ୟ ପରିବାର ମୁହଁରେ ଆହାର ଯୋଗାଇବା ପାଇଁ ଅନେକ ପରିଶ୍ରମ କରୁଛନ୍ତି ସେ । ତାଙ୍କ କରୁଣ କାହାଣୀ ସମ୍ପର୍କରେ ଜାଣିବା ପରେ ସହାୟ ହେଲା ଓଡ଼ିଶା ମୋ ପରିବାର । ସ୍ଵାବଲମ୍ବୀ
Read More...

ଜିଲ୍ଲାରେ କନ୍ୟା ଲିଙ୍ଗ ହାର ଅନୁପାତ ବୃଦ୍ଧି ପାଇଁ ବିଶେଷ ଯତ୍ନବାନ ହେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ପିସି-ପିଏନ୍‌ଡିଟି ଜିଲ୍ଲା ପରାମର୍ଶଦାତା କମିଟି ବୈଠକ ସୁବର୍ଣ୍ଣପୁର ଜିଲ୍ଲାପାଳ ତଥା ଜିଲ୍ଲା ପ୍ରାଧିକରଣ, ପିସିଏଣ୍ଡପିଏନ୍‌ଡିଟି ଶ୍ରୀମତୀ ଅବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଅଦ୍ୟ
Read More...

ତେରେସିଂହା ଉଚ୍ଚ ବିଦ୍ୟାଳୟର ୪୨ତମ ବାର୍ଷିକୋତ୍ସବ : ଲକ୍ଷ୍ୟଯୁକ୍ତ ଶିକ୍ଷା ହିଁ ସଫଳତାର ଚାବିକାଠି

କଳାହାଣ୍ଡି, (ନରୋତ୍ତମ ସେଲମା) : କଠିନ ଅଧ୍ୟବସାୟ, ଏକାଗ୍ରତା ଓ ଲକ୍ଷ୍ୟଯୁକ୍ତ ଶିକ୍ଷା ଆହରଣ କଲେ ଜଣେ ଶିକ୍ଷାର୍ଥୀ ନିଶ୍ଚିତ ଭାବେ ସଫଳ ହୋଇପାରିବ । ତେଣୁ ସମସ୍ତେ ଛାତ୍ରଛାତ୍ରୀ ମାନେ ଭଲମଣିଷ ହେବା ପାଇଁ ପାଠପଢିବା ଉଚିତ୍‌ ବୋଲି ଐତିହାସିକ ଗାଁ ତେରେସିଂହା ଉଚ୍ଚ ବିଦ୍ୟାଳୟ ୪୨ତମ
Read More...

ବେଲଗାଁରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଶୁଣାଣି

ସଇଁନ୍ତଲା, (କେପିଏନ୍‌ଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବେଲଗାଁ କଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ନିତିନ କୁଶଳକର, ଜିଲ୍ଲା ପ୍ରକଳ୍ପ
Read More...

ସଇଁନ୍ତଲା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ : ଜଙ୍ଗଲ ଭିତରେ ମହିଳାଙ୍କୁ ଜାଳିଦେଇ ହତ୍ୟା, ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର,…

ସଇଁନ୍ତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଘୁନସର ପଂଚାୟତ ଦେଢ଼େଲ ଜଙ୍ଗଲରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଛି ସଇଁତଲା ପୋଲିସ । ଜଙ୍ଗଲ ଭିତରେ ମହିଳାଙ୍କୁ ଜାଳି ଦେଇ ହତ୍ୟା କରାଯାଇଛି । ମହିଳା ଜଣକ ଠୁରନିକାନି ଗାଁର ରତିନି ରଣା (୫୫) ବୋଲି
Read More...

ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

ଡେଲାଙ୍ଗ,‌ (ଦିଲ୍ଲିପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ସତ୍ୟବାଦୀ ଯୁଗର ପଞ୍ଚସଖାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ
Read More...
error: Content is protected !!