Daily Archives

କୋଚ ଶିବପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ : ଖଲିଆପାଲି ଚାମ୍ପିୟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିକଟସ୍ଥ ଖଲିଆପାଲି ଆମ୍ବେଦକର ଷ୍ଟାଡିଅମଠାରେ ଜଗନ୍ନାଥ ସ୍ପୋର୍ଟିଂ କ୍ଲବ ଖଲିଆପାଲି ଓ ସ୍ପୋର୍ଷ୍ଟ ହଷ୍ଟେଲ ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ ତୃତୀୟ ବର୍ଷ କୋଚ ଶିବ ପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି ।
Read More...

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ : ଆଜି ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ଝଟକା ଜମ୍ମୁ-କାଶ୍ମୀର ପର୍ଯ୍ୟନ୍ତ ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ୫.୯ ରହିଛି । କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁକୁଶ ବୋଲି ଜଣାପଡ଼ିଛି । ତେବେ ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇ
Read More...

କେନ୍ଦୁଝର ଗସ୍ତରେ ଯିବେ ରାଜ୍ୟପାଳ

କେନ୍ଦୁଝର : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୁକ୍ରବାର କେନ୍ଦୁଝର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ସେ ଭୁବନେଶ୍ୱର ବିମାନବନ୍ଦରରୁ ସ୍ୱତନ୍ତ୍ର ହେଲିକପ୍ଟରରେ ବାହାରି ଯୋଡା ଟିସ୍କୋ ହେଲିପ୍ୟାଡ୍‌ରେ ପହଞ୍ଚିବେ । ସେଠାରୁ ସେ ଯୋଡା ଭ୍ୟୁକୁ ଯାଇ କିଛି ସମୟ ବିଶ୍ରାମ କରିବା ପରେ ଯୋଡା
Read More...

ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଗାଡି, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ହରଭଙ୍ଗା : ବୌଦ୍ଧ-କନ୍ଧମାଳ ସୀମାନ୍ତ ଘାଟି ରାସ୍ତା ତଳକୁ ଖସିଲା ଗାଡି । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ବୌଦ୍ଧ ରାଣୀପଥର ସୀମାନ୍ତରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ଓଡି ୨୩ ଏନ୍‌ ୩୭୬୮ ନମ୍ବର ବିଶିଷ୍ଟ ଏକ ସିମେଣ୍ଟ ବୋଝେଇ ଅଶୋକ ଲେଲାଣ୍ଟ ବୋଲକର ଗାଡି ଫୁଲବାଣୀରେ ସିମେଣ୍ଟ
Read More...

ହିନ୍ଦୋଳ ଏନ୍‌ଏସିରେ ରାହାଗିରି ପଥ ଉତ୍ସବ ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ହିନ୍ଦୋଳ, (ଅଙ୍କିତା ସାହୁ) : ଚଳିତ ମାସରେ ଓଡ଼ିଶାରେ ଅୟୋଜିତ ହେବାକୁ ଥିବା ଆନ୍ତର୍ଜାତୀୟ ପୁରୁଷ ହକି ବିଶ୍ଵକପ୍ ପାଇଁ ସାରା ରାଜ୍ୟ ଏବେ ଚଳଚଞ୍ଚଳ ହୋଇପଡିଛି । ଏହି ପରିପ୍ରେକ୍ଷୀରେ ପ୍ରଥମ ଥର ପାଇଁ ହିନ୍ଦୋଳ ଏନ୍‌ଏସିରେ ଆସନ୍ତା ୮ ତାରିଖ ରବିବାର ଦିନ ଏକ ପଥ ଉତ୍ସବ ବା ରାହାଗିରି
Read More...

୫ କେଜି ଗଞ୍ଜେଇ ଜବତ, ୧ ଗିରଫ

ବ୍ରହ୍ମଗିରି : ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ମୋବାଇଲ ସ୍କ୍ୱାର୍ଡର ନିରୀକ୍ଷକ ସଞ୍ଜୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ ବ୍ରହ୍ମଗିରି ଥାନା ଅଧୀନ ଜଗଦଳ ଅଂଚଳରେ ଚଢ଼ାଉକରି ଧନଞ୍ଜୟ ପଲେଇଙ୍କୁ ଗିରଫ କରି ତାଙ୍କ ଠାରୁ ୫ କିଲୋ
Read More...

ଚୁଡାପାଲି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଶ୍ରେଣୀ ଗୃହ, ଛାତ୍ରଛାତ୍ରୀ ନିବାସ ଏବଂ ଷ୍ଟାଫ କ୍ୱାର୍ଟରକୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଚୁଡାପାଲି ପରିସରରେ ପ୍ରାୟ ଛଅ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ନୂତନ ଶ୍ରେଣୀ ଗୃହ, ୧୨୦ ଶଯ୍ୟା ଲେଖାଏଁ ଦୁଇଟି ଛାତ୍ର ଓ ଛାତ୍ରୀ ନିବାସ ଏବଂ ଷ୍ଟାଫ କ୍ୱାର୍ଟରକୁ ଉଦ୍‌ଘାଟନ କଲେ ବିଧାୟକ ନରସିଂହ ମିଶ୍ର । ଏହା ସହ
Read More...

ପାଇକମାଲରେ ମାଗଣା ସ୍ୱାସ୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ସ୍ଥିତ ନୃସିଂହନାଥ ଧର୍ମଶାଳାଠାରେ ଗୁରୁବାର ସନ୍ଧ୍ୟାରେ ମାଗଣା ସ୍ୱାସ୍ଥ୍ୟ ଶିବିର ପାଇଁ ଏକ ପ୍ରସ୍ତୁତି ବୈଠକ କୁଲତା ଯୁବ ସଂଗଠନର ସଭାପତି ଡା. ବୁଲୁ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କୁଲତା ଯୁବ ସଂଗଠନ ଆନୁକୂଲ୍ୟରେ ଆସନ୍ତା ୮
Read More...

ପାଇକମାଲ ବ୍ଲକ ଆତ୍ମା କୃଷକ ଉପଦେଷ୍ଟା କମିଟିର ସଭାପତି ହେଲେ ଯୋଗେନ୍ଦ୍ର ଭୋଇ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ବ୍ଲକ ଆତ୍ମା କାର୍ଯ୍ୟାଳୟଠାରେ ପ୍ରଥମ ବୈଠକରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ କୃଷକ ଉପଦେଷ୍ଟା କମିଟିର ସମସ୍ତ ସଭ୍ୟ ଯୋଗଦାନ କରିଥିଲେ । ବୈଠକରେ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡ ସନ୍ତୋଷ କୁମାର ସାହୁ, ପାଇକମାଲ ବ୍ଲକ କୃଷି
Read More...

ଅଏଁଲାଚୁଆଁ ଗାଁରେ ବିଭତ୍ସ ହତ୍ୟାକାଣ୍ଡ : ଘଟଣା ସ୍ଥଳରେ ସଦର ପୋଲିସର ତଦନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦରଥାନା ଅନ୍ତର୍ଗତ ଅଏଁଲାଚୁଆଁ ଗାଁରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ନେଇ ଖବର ମିଳିଛି । ସୂଚନା ଅନୁସାରେ ଅଏଁଲାଚୁଆଁ ଗାଁର ଲକ୍ଷ୍ମୀକାନ୍ତ ରାଉତଙ୍କ ଫାର୍ମ ହାଉସ୍‌ରେ କାମ କରୁଥିବା ଜଗୁଆଳୀ ରାତୁ ଭୋଇଙ୍କୁ କେହି ଜଣେ ହାତୁଡିରେ ପିଟି
Read More...
error: Content is protected !!