Daily Archives

ଗନ୍ଧମାର୍ଦ୍ଦନ ଯୁବ ପରିଷଦ ତରଫରୁ ଯୁବ ସାମ୍ବାଦିକ ନିରୋଜ ପାଣୀ ସମ୍ବର୍ଦ୍ଧିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ପୁରେନା ଗ୍ରାମର ସାମ୍ବାଦିକ ନିରୋଜ କୁମାର ପାଣୀଙ୍କୁ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଧିନସ୍ଥ ଲୁହାସିଂହା ପଞ୍ଚାୟତ ଯୁରିଆ ଶିବ ମନ୍ଦିର ସମ୍ମୁଖରେ
Read More...

କଳାହାଣ୍ଡି ଜିଲ୍ଲାରେ ପୁରୁଷ ହକି ବିଶ୍ୱକପ୍ ଟ୍ରଫିକୁ ବିପୁଳ ସ୍ୱାଗତ

କଳାହାଣ୍ଡି, (ପି.କେ. ସାହୁ) : ଏଫ୍‌ଆଇଏଚ୍‌ ପୁରୁଷ ବିଶ୍ଵକପ ହକି ଟ୍ରଫିକୁ ଆଜି କଳାହାଣ୍ଡି ଜିଲ୍ଲାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଶୋଭାଯାତ୍ରା ମାଧ୍ୟମରେ ଭବ୍ୟ ସ୍ୱାଗତ କରାଯାଇଛି । ଦିବା ୧୨.୦୦ ଘ ସମୟରେ ଆଜି ଜିଲ୍ଲା ସିମାବର୍ ଆମ୍ପାଣିଠାରେ ବିଶ୍ଵକପ ଟ୍ରଫିକୁ ସାଂସ୍କୃତିକ ଦଳ,
Read More...

ଜାତୀୟ ହ୍ୟାଣ୍ଡ ବଲ ଖେଳାଳିଙ୍କୁ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ରେଳ ଷ୍ଟେସନରେ ଗୁଜୁରାଟ ଅହମଦାବାଦରୁ ବରିଷ୍ଠ ପୁରୁଷ ଓଡ଼ିଶା ଦଳରେ ଡେଲାଙ୍ଗ ବ୍ଲକର ଶାନ୍ତନୁ ବିଶ୍ୱାଳଙ୍କୁ ସ୍ୱାଗତ । ରେଳ ଷ୍ଟେସନରେ ଡେଲାଙ୍ଗ ବ୍ଲକର ଛାମୁଆ ଓ ବରିଷ୍ଠ ନାଗରିକ ଡାକ୍ତର କ୍ଷେତ୍ରବାସୀ ପ୍ରଧାନ, ରମେଶ ପରିଡ଼ା, ବସନ୍ତ
Read More...

ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ପକ୍ଷରୁ ମହତ୍ମା ଗାନ୍ଧୀପାର୍କରେ ଚିତ୍ରକଳା କର୍ମଶାଳା

ବରଗଡ, (ନିରୋଜ କୁମାର ପାଣୀ) : ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଚଳିତ ବର୍ଷ ୭୫ତମ ବର୍ଷ ହୀରକ ଜୟନ୍ତୀ ପାଳନ କରୁଛି ।ଏହି ଅବସରରେ ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି କ୍ରମରେ ଆଜି ନବବର୍ଷ ଅବସରରେ ସ୍ଥାନୀୟ ଗାନ୍ଧୀ
Read More...

ବନାନୀ କବି ସମ୍ମିଳନୀ ଅନୁଷ୍ଠିତ

କଳାହାଣ୍ଡି, (ହେମନ୍ତ ସାହୁ) : ପ୍ରକୃତିରୁ ସୃଷ୍ଟ ସାହିତ୍ୟ ଈଶ୍ୱରୀୟ ସତ୍ତାର ହିଁ ଉବାଚ । ନୀରବ ଓ ଆଲୋକର ପରିଧିରେ ସାହିତ୍ୟ ଖୋଜିଥାଏ ମାନବପ୍ରେମ । ସମାଜର ମେଘରେ ସାରସ୍ୱତ ସୃଷ୍ଟି ଇନ୍ଦ୍ରଧନୁ ହୋଇ ରହେ । କଳାହାଣ୍ଡି ଲେଖକ କଳା ପରିଷଦ, ଭବାନୀପାଟଣା ତରଫରୁ ଭବାନୀପୁର ସ୍ଥିତ
Read More...

୨୦୨୨ରେ ଜଳ ସମ୍ପଦ ବିଭାଗ କାର୍ଯ୍ୟରେ ଉଲ୍ଲେଖନୀୟ ସଫଳତା

ଦେଓ ମଧ୍ୟମ ସଂପୂର୍ଣ୍ଣକରଣ ଓ ସୁବର୍ଣ୍ଣରେଖା ପ୍ରକଳ୍ପରେ ଅତିରିକ୍ତ ଜନସେଚନ ସୁବିଧା୪୪ଟ ବୃହତ ଉଠା ଜଳସେଚନ ପ୍ରକଳ୍ପ ସଂପୂର୍ଣ୍ଣଗଙ୍ଗାଧର ମେହେର ଲିଫ୍ଟ କେନାଲ ପ୍ରକଳ୍ପ ଓ କାନୁପୁର ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୨୦୨୨ ମସିହାରେ ରାଜ୍ୟ ଜଳସଂପଦ
Read More...

ଯୁରିଆଠାରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୮ତମ ସଂକଳ୍ପ ସମାବେଶ

ପଦ୍ମପୁର / ଖପ୍ରାଖୋଲ, (ନିରୋଜ କୁମାର ପାଣୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଲୁହାସିଂହା ପଞ୍ଚାୟତ ଯୁରିଆ ଶିବ ମନ୍ଦିର ସମ୍ମୁଖରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୮ତମ ସଂକଳ୍ପ ସମାବେଶ ରବିବାର ଯୁବ ପରିଷଦ ଯୁଗ୍ମ ଆବାହକ ସୁଶୀଲ କୁମାର ଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି
Read More...

ଜାତୀୟ ସେବା ଯୋଜନା ଶୀତକାଳୀନ ସ୍ୱତନ୍ତ୍ର ଶିବିର

ଭୋଗରାଇ : ବାଲେଶ୍ଵର ଜିଲ୍ଲାର ଅଗ୍ରଣୀ ସଂସ୍କୃତ ମହାବିଦ୍ୟାଳୟ ଭାବେ ପରିଚିତ ଭୋଗରାଇ ଶ୍ୟାମସୁନ୍ଦର ସଂସ୍କୃତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା (ଏନଏସଏସ)ର ଶୀତକାଳୀନ ସ୍ୱତନ୍ତ୍ର ଶିବିର ରବିବାର ଉଦ୍‌ଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ସତୀଶ ଚନ୍ଦ୍ର ପଣ୍ଡାଙ୍କ
Read More...

ସ୍ତ୍ରୀର ଶବ ଉପରେ ଜିରୋ ନାଇଟ ପାଳନ କଲା ସ୍ୱାମୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ନୂଆ ବର୍ଷରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ଜିରୋ ନାଇଟ ପାଳନ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ଜଣାପଡ଼ିବା ପରେ
Read More...

ବାଇକ୍‌କୁ ଧକ୍କା ଦେଲା ବସ୍ : ୧ ଗୁରୁତର, ଉତ୍ତ୍ୟକ୍ତ ଲୋାକ ବସ୍ ଜାଳିଦେଲେ

ବାରିପଦା : ବାରିପଦା ସହର ଯୁବୁଲି ପେଟ୍ରୋଲ ପମ୍ପ ନିକଟ ଜାତୀୟ ରାଜପଥରେ ରଂଜୀତା ନାମକ ବସ୍‌ ଏକ ବାଇକ୍‌କୁ ଧକ୍କା ଦେଇଥିବା ଜଣାପଡିଛି । ଏଥିରେ ଜଣେ ଯୁବକ ଗୁରୁତର ହୋଇଛି । ସୂଚନା ଅନୁସାରେ, ଗୁରୁତର ଅବସ୍ଥାରେ ଆହତ ଯୁବକଙ୍କୁ ବାରିପଦା ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଛି ।
Read More...
error: Content is protected !!