ଓଲଟିଲା କଣ୍ଟେନର, ଡ୍ରାଇଭର୍ ଆହତ
ଖଲ୍ଲିକୋଟ : କଲକତାରୁ ବାଙ୍ଗାଲୋର ଯାଉଥିବା ଏକ କଣ୍ଟେନର ଭାରସାମ୍ୟ ହରାଇ ଛତ୍ରପୁର ସତ୍ୟବାଦୀନଗର ସମ୍ମୁଖ ଜାତୀୟ ରାଜପଥରେ ଓଲଟି ପଡ଼ିଥିବା ଖବର ମିଳିଛି । ସୂଚନା ଥାଉକି, ଗତକାଲି ବିଳମ୍ବିତ ରାତିରେ ଏକ କାଠ ବୋଝେଇ କଣ୍ଟେନର କେଏ ୫୨ ବି ୩୪୩୮ ଛତ୍ରପୁର ସ୍ଥିତ ସତ୍ୟବାଦୀନଗର ସମ୍ମୁଖ ଜାତୀୟ!-->…
Read More...
Read More...